Odia News Portal
Yearly Archives

2019

ବିଜେପିରେ ଖୁସି ନାହାନ୍ତି ବାପା: ସମ୍ବିତ

ଭୁବନେଶ୍ବର()   ସୁପ୍ରିମୋ ଚାହିଁଲେ ଫେରିବେ ବାପା, ବିଜେପିରେ ଖୁସି ନାହାନ୍ତି ବାପା, ଏଭଳି ପ୍ରତିକ୍ରିୟା ରଖିଛନ୍ତି ପୁଅ ତଥା ବିଜେଡି ବିଧାୟକ ସମ୍ବିତ ରାଉତରାୟ । ତେବେ ବିଜେଡିରୁ ବିଦା ହେବା ପରେ ନେତା ଦାମୋଦର ରାଉତ ବିଜେପିରେ ଯୋଗ ଦେଇଥିଲେ । ତାଙ୍କୁ ବିଜେପି ବିଧାନସଭା ଟିକେଟ ମଧ୍ୟ…

ଅଡୁଆରେ ପାଟଣାଗଡ଼ ବିଧାୟକ

ପାଟଣାଗଡ଼()  ବିଧାୟକ ସରୋଜ ମେହେରଙ୍କ ନାଁରେ ମାମଲା ରୁଜୁ | ତାଙ୍କ ନାମରେ ଭାରତୀୟ ପିଙ୍ଗଳ କୋଡର ୩୪୧, ୩୬୩,୨୯୪,୩୨୩,୩୫୩,୩୫୫ ଦଫା ଏବଂ ଅନୁସୂଚିତ ଜାତି ଓ ଉପଜାତି ନିର୍ୟାତନା ନିରୋଧ ଆଇନର ଦଫା ୩ ଲାଗିଛି | ଏହା ସହ ଗତକାଲି ଜେଇଙ୍କ ପତ୍ନୀ ଥାନାରେ ଏତଲା ଦେଇଥିଲେ | ସୂଚନାଅନୁଶାରେ,…

ରାଜ୍ୟରେ କାଳବୈଶାଖୀ ସମ୍ଭାବନା

ଭୁବନେଶ୍ବର()  ୭ ଜିଲ୍ଲାକୁ କାଳବୈଶାଖୀ ସତର୍କ ସୂଚନା । ଏହି ସବୁ ଜିଲ୍ଲାରେ ଘଡଘଡି ସହ ବର୍ଷା ସମ୍ଭାବନା ରହିଛି । ଭୁବନେଶ୍ବରରେ ମଧ୍ୟ ବର୍ଷା ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ୭ଟି ଜିଲ୍ଲା ହେଲା ଭଦ୍ରକ, କେନ୍ଦ୍ରାପଡା, ଯାଜପୁର, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା,…

କେନ୍ଦ୍ରକୁ ୫୨୨୭କୋଟି ଙ୍କାର ସହାୟତା ମାଗିଲେ ରାଜ୍ୟ ସରକାର

ଭୁବନେଶ୍ୱର()   ଗତ ମେ’ ୩ ତାରିଖରେ ଓଡ଼ିଶା ଉପକୂଳରେ ତାଣ୍ଡବ ରଚାଇଥିବା ପ୍ରଳୟଙ୍କାରୀ ବାତ୍ୟା ଫନୀ ଦ୍ୱାରା ହୋଇଥିବା କ୍ଷୟକ୍ଷତିର ଭରଣା, ପୁନରୁଦ୍ଧାର ଓ ପୁନର୍ଗଠନ କାର୍ଯ୍ୟପାଇଁ କେନ୍ଦ୍ରକୁ ୫ହଜାର ୨୨୭କୋଟି ୬୮ଲକ୍ଷ ଟଙ୍କାର କେନ୍ଦ୍ରୀୟ ସହାୟତା ମାଗିଛନ୍ତି ରାଜ୍ୟ ସରକାର । ଜାତୀୟ…

ଯୋଗୀଙ୍କ ଅପେକ୍ଷାରେ ପ୍ରେମିକା

ଲକ୍ଷ୍ନୌ()   ଚର୍ଚ୍ଚାର ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ । ହେଲେ ଏଥର କୌଣସି ରାଜନୀତି ବା ଧାର୍ମିକ କାର୍ଯ୍ୟ ପାଇଁ ନୁହେଁ ଏଥର ଯୋଗୀ ନିଜ ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚା ରହିଛନ୍ତି । ନିକଟରେ ଯୋଗୀଙ୍କ ଜନ୍ମଦିନରେ ଜଣେ ଯୁବତୀ ଭେଟିବାକୁ ଆସି ୫, କାଳିଦାସ ମାର୍ଗରେ…

ମିଶନ ଶକ୍ତି ମହିଳାଙ୍କୁ ମିଳିବ ସରକାରୀ କାମ

ଭୁବନେଶ୍ବର()  ପ୍ରତିଶୃତି ରକ୍ଷା କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ । ୨୦୧୯ ନିର୍ବାଚନ ବେଳେ ନବୀନ ଯେଉଁ ସବୁ ପ୍ରତିଶୃତି ଦେଇଥିଲେ ତାହା ପୂରଣ କରିବା ପାର୍ଯ୍ୟ ଆରମ୍ଭ କରିସାରିଲେଣି ନବୀନ । ଏସଏସଜି ମହିଳାଙ୍କୁ ସରକାରଙ୍କ ବିଭିନ୍ନ ବିଭାଗ ଅଧିନରେ ହେଉଥିବା କାମ ପ୍ରଦାନ କରିବାକୁ ସମସ୍ତ…

୧୭ରେ ହାଇକୋର୍ଟ କାର୍ୟ୍ୟ ବର୍ଜନ

ହାଇକୋର୍ଟରେ ଖାଲି ପଡ଼ିଥିବା ବିଚାରପତି ପଦରେ ନିଯୁକ୍ତି ଦାବିରେ ୧୭ରେ କାର୍ୟ୍ୟ ବର୍ଜନ ନିଷ୍ପତ୍ତି ନେଇଛନ୍ତି ବାର୍ ଆସୋସିଏସନ । ହାଇକୋର୍ଟରେ ୨୭ ଜଣ ବିଚାରପତି ରହିବା କଥା । ଏବେ ଅଛନ୍ତି ମାତ୍ର ୧୩ ଜଣ ବିଚାରପତି । ସେହିପରି ଏକ ଲକ୍ଷ ୭୦ ହଜାର କେସ୍ ବିଚାରାଧୀନ ଅଛି । ଖାଲି ପଡ଼ିଥିବା…

ଅଡୁଆରେ ବିଧାୟକ

ବଲାଙ୍ଗିର ()  ପାଟଣାଗଡର ନବନିର୍ବାଚିତ ବିଧାୟକ ପାଟଣାଗଡ ବ୍ଲକ୍ର ଜେଇଙ୍କୁ ବିଧାୟକ ସରୋଜ ମେହେର ଉଠବସ କରାଇବା ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ବଲାଙ୍ଗିର ଜିଲ୍ଲାପାଳ । ଆଉ ଏବେ ଏହି ଘଟଣାକୁ ନେଇ ଦୁଃଖପ୍ରକାଶ କରିଛନ୍ତି ପାଟଣାଗଡ ବିଧାୟକ ସରୋଜ ମେହେର । ସେ କହିଛନ୍ତି, ଗତକାଲି…

୭ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ବର()  ରାଜ୍ୟରେ ୭ଟି ଜିଲ୍ଲାକୁ ସତର୍କ ସୂଚନା । ଘଡଘଡି ସହ ବର୍ଷା ହେବା ନେଇ ଆଗୁଆ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଏହାସହ କାଳବୈଶାଖୀର ଆଶଙ୍କା ରହିଥିବା କହିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ରାଜ୍ୟର କିଛି ସ୍ଥାନରେ ମଧ୍ୟ ବର୍ଷା ମଧ୍ୟ ହୋଇପାରେ ବୋଲି…

୮୨ଟି ସ୍କୁଲକୁ ନୋଟିସ୍, କାହିଁକି ଜାଣନ୍ତୁ …

କଟକ ()  ଜିରୋ ରେଜଲ୍ଟ ହୋଇଥିବା ୮୨ଟି ସ୍କୁଲଗୁଡ଼ିକୁ ନୋଟିସ୍ ଦିଆଯାଇଛି । ତାସହ କାହିଁକି ଏସବୁ ସ୍କୁଲରେ ଶୂନ ରେଜଲ୍ଟ ହୋଇଛି ତାର ସମୀକ୍ଷା କରାଯିବ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଆଜି ମାଧ୍ୟମିକ ଶିକ୍ଷା ପରିଷଦ…