କଳିଙ୍ଗରେ ହକି ପର୍ବ ଆରମ୍ଭ : ଦକ୍ଷିଣ ଆଫ୍ରିକାକୁ ହରାଇଲା ଆମେରିକା, ସନ୍ଧ୍ୟା ୭ଟାରେ ଭାରତ ଓ ରୁଷ ମଧ୍ୟରେ ଟକ୍କର
ଭୁବନେଶ୍ୱର : (ଚକ୍ରଧର ମାଝି ) କଳିଙ୍ଗ ଷ୍ଟାଡିୟମ୍ରେ ଆଜିଠାରୁ ଏଫ୍ ଆଇଏଚ୍ ପୁରୁଷ ହକି ସିରିଜ୍ ଫାଇନାଲ୍ସ ଆରମ୍ଭ ହେଇଯାଇଛି । ଆଜିର ଉଦ୍ଘାଟନୀ ଦିବସରେ ମୋଟ ୩ଟି ମ୍ୟାଚ୍ ଅନୁଷ୍ଠିତ ହେବାକୁ ଥିବା ବେଳେ ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ହରାଇଛି ଆମେରିକା ।
୨.୦ ଗାଲରେ ମ୍ୟାଚ୍…
