Odia News Portal
Yearly Archives

2019

ଆଜିଠାରୁ ଝାରୁସୁଗୁଡା –ଭୁବନେଶ୍ୱର ବିମାନ ସେବା ଆରମ୍ଭ

ଝାରସୁଗୁଡା()  ଭୁବନେଶ୍ୱରୁ ବିମାନ ଉଡାଣ ଭରି ଝାରସୁଗୁଡାରେ ପହଚିଂଥିଲା । ପୁଣି ଝାରସୁଗଡାରୁ ଭୂବନେଶ୍ୱର ଫେରିଥିଲା ଏଟିଆର ୭୨ ବିମାନ । ଉଡାନ-୩ ଯୋଜନା ଆଜିଠାରୁ ନିୟମିତ ଉଡାଣ ହେବ । ସେହିପରି ଝାରୁସୁଗୁଡା- ରାୟପୁର ମଧ୍ୟରେ ବିମାନସେବା ଆରମ୍ଭ ହେବ । ଏହି ଦୁଇ ସ୍ଥାନକୁ ଉଡାଣ ଅନୁମତି…

କାଲି ପାଇଁ ଆମେ ପ୍ରସ୍ତୁତ: ବିରାଟ

ଆସନ୍ତାକାଲି ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ମହାମୁକାବିଲା । ପ୍ରଥମ ମ୍ୟାଚରେ ଭାରତର ମୁକାବିଲା ହେବ ଦକ୍ଷିଣ ଆଫ୍ରିକା ସହ । ଦକ୍ଷିଣ ଆଫ୍ରିକା ବିଶ୍ବକପ୍ରେ ଏଯାଏଁ ଦୁଇଟି ମ୍ୟାଚ୍ ଖେଳି ଉଭୟ ଇଂଲଣ୍ଡ ଏବଂ ବାଂଲାଦେଶଠାରୁ ପରାଜିତ ହୋଇଛି । ଭାରତ ମ୍ୟାଚ ଦକ୍ଷିଣ ଆଫ୍ରିକା ପାଇଁ ଖୁବ…

ଏଥର ପ୍ରତି ମାସ 7ରେ ମନ୍ତ୍ରୀମାନେ ଦେବେ ରିପୋର୍ଟ

ଭୁବନେଶ୍ବର () ପଞ୍ଚମ ପାଳିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶାସନକୁ ପୂର୍ବ ଅପେକ୍ଷା ଅଧିକ କ୍ରିୟାଶିଳ ଓ ସକ୍ରିୟ କରିଛନ୍ତି । ନିର୍ବାଚନ ସମୟରେ ଦଳୀୟ ଇସ୍ତାହାରର କାର୍ଯ୍ୟକାରିତାକୁ କେବଳ ବର୍ଷକୁ ଥରେ ସମୀକ୍ଷା ହେବନି । ପ୍ରତି ମାସରେ ହେବ ସମୀକ୍ଷା । ପ୍ରତି ମାସ 7 ତାରିଖ…

ଭାରତୀୟ ପାଣିପାଗ ବିଭାଗର ନୂଆ ମୁଖ୍ୟ ହେଲେ ମୃତ୍ୟୁଞ୍ଜୟ

ଭୁବନେଶ୍ବର()  ଭାରତୀୟ ପାଣିପାଗ ବିଭାଗର ନୂଆ ମହାନିର୍ଦ୍ଦେଶକ ।ଭାରତୀୟ ପାଣିପାଗ ବିଭାଗର ନୂଆ ମୁଖ୍ୟ ଭାବେ ନିଯୁକ୍ତି ପାଇଛନ୍ତି ମୃତ୍ୟୁଞ୍ଜୟ ମହାପାତ୍ର । ମୃତ୍ୟୁଞ୍ଜୟ ପୂର୍ବରୁ ଆଇଏମଡିର ବାତ୍ୟା ବିଭାଗର ମୁଖ୍ୟ ଭାବେ କାର୍ୟ୍ୟ କରୁଥିଲେ । କିନ୍ତୁ ଏବେ ତାଙ୍କୁ ଭାରତୀୟ ପାଣିପାଗ ବିଭାଗର…

‘ଇସ୍ରୋ’ ଖୋଜୁଛି ନିଖୋଜ ବିମାନ

ନୂଆଦିଲ୍ଲୀ()  ନିଖୋଜ ହୋଇଯାଇଥିବା ବାୟୁସେନା ଏଏନ୍-୩୨ ବିମାନକୁ ନେଇ ସସପେନ୍ସ ଜାରି ରହିଛି। ବିମାନଟିକୁ ଠାବ କରିବା ପାଇଁ ଗତକାଲିଠାରୁ ଉଭୟ ସ୍ଥଳସେନା ଓ ବାୟୁସେନାର ଏକାଧିକ ବିମାନ, ହେଲିକପ୍ଟର ଓ ଯବାନ ନିୟୋଜିତ ହୋଇଥିଲେ ହେଁ ଏହାର କୌଣସି ପତ୍ତା ମିଳିନାହିଁ। ଆଜି ନିଖୋଜ ବିମାନର…

ଆୟୁଷ୍ମାନ ଯୋଜନାରେ ସାମିଲ ହେବା ପାଇଁ ରାଜ୍ୟକୁ ପ୍ରସ୍ତାବ

କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନାର କାର୍ୟ୍ୟକାରିତା ନେଇ ଆଜି ସଚିବାଳୟରେ ଆଲୋଚନା ହୋଇଛି। ସଚିବାଳୟରେ ଆୟୁଷ୍ମାନ ଭାରତ ସିଇଓଙ୍କ ସହ ବୈଠକ ବସିଥିଲା । ବୈଠକ ପରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ କହିଛନ୍ତି କି, ପ୍ରାଥମିକ ସ୍ତରରେ ଆଲୋଚନା ହୋଇଛି । ଏଭଳି ଯୋଜନା ନେଇ ଆହୁରି ୨…

୨୦ରୁ ରାଜ୍ୟସଭା ଅଧିବେଶନ

୨୦ରୁ ଆରମ୍ଭ ହେବ ରାଜ୍ୟସଭା ଅଧିବେଶନ । ଏହା ଜୁଲାଇ ୨୬ ତାରିଖ ଯାଏ ଚାଲିବ । ଏଥିପାଇଁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସମନ କରିଛନ୍ତି । ସେହିପରି ଆସନ୍ତା ୧୭ ତାରିଖରୁ ଲୋକସଭା ଅଧିବେଶନ ଆରମ୍ଭ ହେବ । ପ୍ରଥମ ଦୁଇ ଦିନ ନବନିର୍ବାଚିତ ସାଂସଦମାନେ ଶପଥ ନେବେ । ଆସନ୍ତା ଜୁନ ୧୯ରେ ନୂଆ…

ଆରପାରିରେ ହାସ୍ୟ ଅଭିନେତା ସଲିଲ ମିତ୍ର

ଭୁବନେଶ୍ବର()  ହାସ୍ୟ ଅଭିନେତା ସଲିଲ ମିତ୍ରଙ୍କ ଦେହାନ୍ତ ହୋଇଛି । ଯାହାଙ୍କ ଅଭିନୟ ସମସ୍ତଙ୍କୁ ହସାଇ ହସାଇ ବେଦମ୍ କରୁଥିଲା ସେ ଆଜି ସମସ୍ତଙ୍କ ଆଖିରେ ଲୁହ ଭରିଦେଇ ଚାଲିଯାଇଛନ୍ତି। ଗତ ମାସରେ ଦୁର୍ଘଟଣାର ଶିକାର ହୋଇ ଗୁରୁତର ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍ରେ ଚିକିତ୍ସିତ…

ଝଡବର୍ଷା ସହ ଘଡଘଡି ସମ୍ଭାବନା

ଭୁବନେଶ୍ବର()  ରାଜ୍ୟର ପ୍ରାୟ ୪ଟି ଜିଲ୍ଳାରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ତେବେ ଯେଉଁ ଜିଲ୍ଲାରେ ଝଡ଼ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି ସେ ଜିଲ୍ଲାଗୁଡ଼ିକ ହେଉଛି, ମାଲକାନଗିରି, କୋରାପୁଟ, ରାୟଗଡା ଓ ଗଜପତି । ଏହି ସବୁ…

ଭାରତୀୟ ମହାକାଶ ଗବେଷଣା କେନ୍ଦ୍ରକୁ ଯିବେ 20 ଯୁବ ଜ୍ୟୋତିର୍ବିଜ୍ଞାନୀ

ଭୁବନେଶ୍ବର (): ନବୀନ ନିବାସରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଟାଟାଷ୍ଟିଲ ଯୁବ ଜ୍ୟୋତିର୍ବିଜ୍ଞାନ ପ୍ରତିଭା ଅନ୍ବେଷଣ (ୟାଟସ୍)ର ୧୨ତମ ସଂସ୍କରଣ ବିଜେତାଙ୍କ ପରିଦର୍ଶନ କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିଛନ୍ତି । ବିଜେତା ହୋଇଥିବା ୨୦ ଜଣିଆ ଛାତ୍ରଛାତ୍ରୀ ଦଳ…