Odia News Portal
Yearly Archives

2019

ଜାଣନ୍ତୁ ଏହି ହଟ୍ ଓ ସୁନ୍ଦରୀ ସାଂସଦଙ୍କ ବିଷୟରେ

ଅଭିନେତ୍ରୀ ନୁସରତ ଜହାଁ ରାଜନୀତି ମଇଦାନକୁ ଓହ୍ଲାଇ ସଫଳତା ହାସଲ କରିଛନ୍ତି। ଅବିବାହିତ ଅଭିନେତ୍ରୀ ନୁସରତ ଜହାଁ ସାଂସଦ ହୋଇଛନ୍ତି । ଟିଏମସି ଟିକେଟ୍ ଦ୍ବାରା ମଇଦାନକୁ ଆସିଥିବା ଏହି ଅଭିନେତ୍ରୀ ବେଙ୍ଗଲି ଫିଲ୍ମ ଇଣ୍ଡଷ୍ଟ୍ରିରେ ବହୁତ ଫେମସ। ନୁସରତ ମମତା ବାନାର୍ଜୀଙ୍କ ଦଳ ତୃଣମୂଳ…

ଜାତୀୟ ସୁରକ୍ଷା ପରାମର୍ଶଦାତା ରହିବେ ଅଜିତ ଡୋଭାଲ

ନୂଆଦିଲ୍ଲୀ()  ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କୁ ମିଳିଳା କ୍ୟାବିନେଟ ମନ୍ତ୍ରୀ ପାହ୍ୟା । ଅଜିତ ଡୋଭାଲ ମୋଦି ସରକାରଙ୍କ ଦ୍ୱିତୀୟ ପର୍ୟ୍ୟାୟ କାର୍ୟ୍ୟକାଳରେ ମଧ୍ୟ ସୁରକ୍ଷା ପରାମର୍ଶଦାତା ରହିବେ । ଦେଶର ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଡୋଭାଲଙ୍କୁ କ୍ୟାବିନେଟ…

ବାୟୁସେନାର ବିମାନ AN-୩୨ ନିଖୋଜ

ଜୋରହଟ୍()  ଆସାମ ଜୋରହଟରୁ ଅରୁଣାଚଳ ପ୍ରଦେଶ ମେଚୁକା ବାୟୁସେନା ବିମାନ ଘାଟୀକୁ ଯାଉଥିବା ଏକ ଏଏନ୍-୩୨ ବିମାନ ନିଖୋଜ ହୋଇଯାଇଥିବା ଜଣାପଡିଛି । ବିମାନରେ ୫ ଜଣ ଯାତ୍ରୀ ଥିବା ବେଳେ ୮ ଜଣ ଚାଳକଦଳ ସଦସ୍ୟ ଥିଲେ। ଆଜି ଦିନ ପ୍ରାୟ ୧୨ଟା ୨୫ ମିନିଟରେ ବିମାନଟି ଉଡାଣ ଭରିଥିବା ଜଣାପଡିଛି । ତେବେ…

ଅଡ଼ୁଆରେ ମୁଖ୍ୟମନ୍ତ୍ରୀ କମଲନାଥ

ନୂଆଦିଲ୍ଲୀ()  ଲୋକସଭା ନିର୍ବାଚନ ବେଳେ ଅଘୋଷିତ ଟଙ୍କା କାରବାର ମାମଲାରେ କମଲନାଥ ସାମିଲ ଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ପରେ ସିବିଆଇ ଆକ୍ସନ ମୋଡକୁ ଯାଇ ଘଟଣାର ତଦନ୍ତ ଆରମ୍ଭ କରିଛି। ନିର୍ବାଚନ କମିଶନଙ୍କ ପକ୍ଷରୁ ସିବିଆଇକୁ ଏ ସମ୍ପର୍କରେ ଅବଗତ କରାଯାଇଥିଲା। ସିବିଆଇ ନିର୍ବାଚନ…

୧୫ଟି ଜିଲ୍ଲାକୁ କାଳବୈଶାଖୀ

ରାଜ୍ୟର ୧୫ଟି ଜିଲ୍ଲାକୁ ଘଡଘଡି ସହ ବର୍ଷା ହେବା ନେଇ ଆଗୁଆ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ସନ୍ଧ୍ୟା ୫ଟା ୧୫ ମିନିଟ୍ ମଧ୍ୟରେ ରାଜ୍ୟର ୧୫ଟି ଜିଲ୍ଲାରେ ଘଡଘଡି ସହ ବର୍ଷା ହେବାର ପୂର୍ବାନୁମାନ କରି ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।…

ପ୍ରକାଶ ପାଇଲା ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା

ଭୁବନେଶ୍ବର()  ଆଜି ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥର ପାସ୍ ହାର ୭୨.୩୩% ରହିଛି, ଯାହା ଗତ ବର୍ଷ ତୁଳନା ୪.୬୫% କମ୍।ପ୍ରଥମ ଶ୍ରେଣୀରେ ୨୦ ହଜାର ୮୦୬ ଜଣ ପାସ୍ କରିଛନ୍ତି । ଦ୍ୱିତୀୟ ଶ୍ରେଣୀରେ ୨୩ ହଜାର ୯୦୪ ଜଣ ଓ ତୃତୀୟ ଶ୍ରେଣୀରେ ୨୫ ହଜାର ୩୬୦ ଜଣ ଛାତ୍ରଛାତ୍ରୀ…

ବିଶ୍ବକପ ପୂର୍ବରୁ ଭାରତକୁ ବଡ଼ ଝଟକା, କ୍ୟାପଟେନ୍ କୋହଲି ହେଲେ ଆହତ

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ ଦଳ ବିଶ୍ବକପ୍ ୨୦୧୯ର ପ୍ରଥମ ମ୍ୟାଚ୍ ୫ଜୁନରେ ସାଉଥଆଫ୍ରିକା ବିପକ୍ଷରେ ଖେଳିବାକୁ ଯାଉଛି। କିନ୍ତୁ ଖେଳ ପୂର୍ବରୁ ଭାରତୀୟ ଖେଳପ୍ରେମୀଙ୍କ ପାଇଁ ଆସିଛି ଏକ ଖରାପ ଖବର। ସାଉଥ ଆଫ୍ରିକା ବିପକ୍ଷରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ବିରାଟସେନା ଖୁବ ଅଭ୍ୟାସ କରୁଛି।…

ବ୍ରାହ୍ମଣୀ ନଦୀ ପ୍ରଧାନସାହି କୂଳରେ ଗାଧୋଉଥିବା ବେଳେ ଯୁବକଙ୍କୁ ଟାଣିନେଲା କୁମ୍ଭୀର

ପଟ୍ଟାମୁଣ୍ଡାଇ : କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଗାଧୋଉଥିବା ବେଳେ ଯୁବକଙ୍କୁ ଟାଣି ନେଇଛି କୁମ୍ଭୀର । ଯୁବକଙ୍କୁ ଉଦ୍ଧାର ପାଇଁ ଗ୍ରାମବାସୀମାନେ ଉଦ୍ୟମ ଜାରି ରଖିଛନ୍ତି । ସୂଚନାଯୋଗ୍ୟ ଯେ, କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ମଣ୍ଡପଡା…

ବିଜେପୁର ବିଧାୟକ ପଦରୁ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା

ଭୁବନେଶ୍ୱର : ଶେଷରେ ଯାହା ପୂର୍ବାନୁମାନ କରାଯାଉଥିଲା ତାହା ହିଁ ହେଲା। ବିଜେପୁର ବିଧାୟକ ପଦରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇସ୍ତଫା ଦେଇଛନ୍ତି। ହିଂଜିଲି ଆସନ ହାତରେ ରଖିଛନ୍ତି। ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ସେ ଏନେଇ ଅବଗତ କରାଇଛନ୍ତି।

ଭାରତର ପ୍ରଥମ ମହିଳା ରେସଲର କବିତା ଦେବୀଙ୍କୁ ମିଳିବ ଭାରତ ଗୌରବ ଆୱାର୍ଡ

ଆମେରିକାରେ ଡବ୍ଲୁଡବ୍ଲୁଇର ରିଂଗରେ ନିଜ ଦମ ଦେଖାଇଛନ୍ତି ଭାରତର ପ୍ରଥମ ମହିଳା ରେସଲର କବିତା ଦେବୀ। କବିତାଙ୍କୁ ଭାରତ ଗୌରବ ଆୱାର୍ଡ ଦିଆଯାଇ ତାଙ୍କୁ ସମ୍ମାନିତ କରାଯିବ। କାଲିରମନ ଫାଉଣ୍ଡେସନ ତାଙ୍କୁ ଏହି ଆୱାର୍ଡ ଦେବାର ଘୋଷଣା କରିଛି। ବିଭିନ୍ନ କ୍ଷେତ୍ରରେ ଭାରତର ନାଁ ରଖୁଥିବା…