Odia News Portal
Yearly Archives

2019

୧୨ତମ କିଟ୍ ଇଣ୍ଟରନ୍ୟାସନାଲ ଚେସ୍ ଫେଷ୍ଟିଭାଲ ୨୦୧୯ ଆରମ୍ଭ

ଭୁବନେଶ୍ବର : କିଟ ବିଶ୍ୱବିଦ୍ୟାଳୟରେ ଆରମ୍ଭ ହୋଇଛି ୧୨ତମ କିଟ ଇଣ୍ଟରନ୍ୟାସନାଲ ଚେସ ଫେଷ୍ଟିବାଲ – ୨୦୧୯ । ପ୍ରତିଯୋଗିତାରେ ୧୯ଟି ଦେଶର ଖେଳାଳି ଯୋଗ ଦେଇଛନ୍ତି । ଅଲ ଓଡ଼ିଶା ଚେସ ଆସୋସିଏସନ ଓ କିଟ୍‌ ବିଶ୍ୱବିଦ୍ୟାଳୟରେ ମିଳିତ ପ୍ରୟାସରେ ପ୍ରତିଯୋଗିତା ଆୟୋଜିତ ହୋଇଛି । ଏଥିରେ ୧୯ଟି ଦେଶର…

ଦିଲ୍ଲୀରେ ଅଟକିଲା କଳ୍ପନାଙ୍କ ମରଶରୀର, କାରଣ ଜାଣନ୍ତୁ…

ଭୁବନେଶ୍ୱର ()  ଆଜି ଭୁବନେଶ୍ୱର ଆସିବନି ପର୍ବତାରୋହିଣୀ କଳ୍ପନା ଦାସଙ୍କ ମରଶରୀର। କାଠମାଣ୍ଡୁରୁ ଦିଲ୍ଲୀ ଆସିଥିବା ବିମାନ ବିଳମ୍ବରେ ଦିଲ୍ଲୀରେ ପହଞ୍ଚିଥିଲା। ବିଳମ୍ବ କାରଣରୁ ଦିଲ୍ଲୀରୁ ଭୁବନେଶ୍ୱର ଆସୁଥିବା ବିମାନ ପଳାଇ ଆସିଥିଲା। ସେଥିପାଇଁ ଆସନ୍ତାକାଲି ସକାଳ ୭ଟାରେ ତାଙ୍କ ମରଶରୀର…

ମୋଦିଙ୍କ ସହ ଡିନର୍ କରିବାକୁ ଚାହୁଁଛନ୍ତି ଏହି ଅଭିନେତ୍ରୀ

ନୂଆଦିଲ୍ଲୀ()   ନରେନ୍ଦ୍ର ମୋଦି ଦ୍ୱିତୀୟଥର ପ୍ରଧାନମନ୍ତ୍ରୀ ହୋଇଛନ୍ତି। ୨୦୧୪ ରେ ପ୍ରଧାନମନ୍ତ୍ରୀ ହେବା ଦିନଠାରୁ ମୋଦିଙ୍କ ଲୋକପ୍ରିୟତା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି।ବଲିଉଡ୍ କୁଇନ୍ କ୍ୟାଟ୍ରିନା କୈଫ୍ ମଧ୍ୟ ମୋଦିଙ୍କ ଦିୱାନୀ ହୋଇ ଯାଇଛନ୍ତି। ମୋଦିଙ୍କ ବ୍ୟକ୍ତିତ୍ୱରେ…

ଏଣିକି ସରକାରୀ ବୈଠକକୁ ଫୋନ ମନା

ଲକ୍ଷ୍ନୌ()  ଏଣିକି ମନ୍ତ୍ରୀ କିମ୍ବା ସରକାରୀ ବାବୁମାନେ ସାଙ୍ଗରେ ମୋବାଇଲ୍ ଫୋନ ନେଇ ବୈଠକରେ ବସି ପାରିବେ ନାହିଁ । କ୍ୟାବିନେଟ୍ ମିଟିଂ ବେଳେ ମଧ୍ୟ ଏଭଳି ନିୟମ ଲାଗୁ ହେବ। ଆଜି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏଭଳି ନିୟମ ଲାଗୁ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅଫିସର…

ବିଧାନସଭାରେ ବିରୋଧୀଦଳ ନେତା ହେବେ ଜୟନାରାୟଣ

ଭୁବନେଶ୍ବର()  ୨୩ ବିଧାୟକଙ୍କ ସହ ପ୍ରଥମ ଥର ବିରୋଧୀ ଦଳ ଆସନରେ ବସିବ ବିଜେପି। ସେପଟେ ମିଶନ ୱାନ୍ ଟ୍ବେଣ୍ଟି ସଫଳ ହୋଇ ନ ଥିଲେ ବି ବିଜେପି ଲାଗି ପ୍ରଥମ ଥର ବିରୋଧୀ ଦଳ ନେତା ବାଛିବାର ସୁଯୋଗ ରହିଛି । ହେଲେ ଏ ପର୍ୟ୍ୟନ୍ତ ବିଜେପି ର ସେ ପ୍ରକ୍ରିୟା ଆରମ୍ଭ ହେଇପାରିନାହିଁ । ଏହା…

ବାଚସ୍ପତି ହେଲେ ସୂର୍ୟ୍ୟନାରାୟଣ

ଭୁବନେଶ୍ବର()  ବରିଷ୍ଠ ବିଜେଡି ନେତା ସୂର୍ୟ୍ୟ ନାରାୟଣ ପାତ୍ର ଆଜି ବିଧାନସଭା ବାଚସ୍ପତି ନିର୍ବାଚିତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ନାମ ପ୍ରସ୍ତାବ କରିଥିଲେ। ବିଧାନସଭାର ୨୨ତମ ବାଚସ୍ପତି ହୋଇଛନ୍ତି ସୂର୍ୟ୍ୟନାରାୟଣ । ଦୁଇ ବିରୋଧୀ ଦଳ ପକ୍ଷରୁ କୌଣସି ବାଚସ୍ପତି…

୩ରେ +୨ ବିଜ୍ଞାନ ରେଜଲ୍ଟ

ଭୁବନେଶ୍ବର()  ଜୁନ୍ ୩ରେ ଯୁକ୍ତ ଦୁଇ ବିଜ୍ଞାନ ରେଜଲ୍ଟ । ଦିନ ୧୨ଟା ବେଳେ ଭୁବନେଶ୍ୱର ସ୍ଥିତ ଗୀତଗୋବିନ୍ଦ ଭବନ ରେ ପରୀକ୍ଷା ଫଳ ପ୍ରକାଶ କରାଯିବ। ପରୀକ୍ଷାର୍ଥୀମାନେ www.chseodisha.nic.in ଓ http://orissaresults.nic.in ୱେବ୍ସାଇଟ୍ରେ ସେମାନଙ୍କ ପରୀକ୍ଷା ଫଳ ଦେଖିପାରିବେ। ରାଜ୍ୟ…

ଆଜି ଓଡିଶା ଆସିବ କଳ୍ପନାଙ୍କ ମରଶରୀର

ଭୁବନେଶ୍ବର()   ଆଜି ଭୁବନେଶ୍ୱରରେ ପହଞ୍ଚିବ ପର୍ବତାରୋହୀ କଳ୍ପନା ଦାସଙ୍କ ମରଶରୀର । ନେପାଳ କାଠମାଣ୍ଡୁରୁ ମରଶରୀର ଭୁବନେଶ୍ୱର ଆଣାଯାଉଛି ।ଏଠାରେ ଟିଚିଂ ହସ୍ପିଟାଲରେ କଳ୍ପନାଙ୍କ ମରଶରୀରକୁ ବେଶ୍ କିଛି ଘଂଟା ବାହାରେ ରଖିବା ପରେ ବ୍ୟବଚ୍ଛେଦ କରାଯାଇଛି । ଅନ୍ୟପଟେ ଆନୁସଙ୍ଗିକ କାଗଜପତ୍ର…

ପାକିସ୍ତାନର ଲଜ୍ଜାଜନକ ରେକର୍ଡ, ବିଜୟ ଅଭିଯାନ ଆରମ୍ଭ କଲା ୱେଷ୍ଟଇଣ୍ଡିଜ

ପାକକୁ ପାଣି ପିଆଇଲା ୱେଷ୍ଟଇଣ୍ଡିଜ୍ । ପ୍ରଥମ ମ୍ୟାଚକୁ ଅତ୍ୟନ୍ତ ସହଜରେ କରିନେଲା କବଜା । ପାକିସ୍ତାନକୁ ୭ ୱିକେଟରେ ପରାସ୍ତ କଲା ୱେଷ୍ଟଇଣ୍ଡିଜ୍ । ନଟିଂହାମର ଟେଣ୍ଟ ବ୍ରିଜଠାରେ ଚାଲିଥିବା ବିଶ୍ୱକପ କ୍ରିକେଟର ୨ୟ ମ୍ୟାଚରେ ଆଜି ସାମ୍ନସାମ୍ନି ହୋଇଥିଲେ ୱେଷ୍ଟଇଣ୍ଡିଜ ଓ ପାକିସ୍ତାନ । ଟସ୍…

ପୁଣି 4 ରାଜ୍ୟସଭା ଆସନ ବିଜେଡିର

ଭୁବନେଶ୍ବର () ଖୁବଶୀଘ୍ର ଓଡିଶାର 4ଟି ରାଜ୍ୟସଭା ଆସନ ଖାଲି ହେବ । ପ୍ରତାପ କେଶରୀ ଦେବ, ଅନୁଭବ ମହାନ୍ତି, ସୌମ୍ୟରଂଜନ ପଟ୍ଟନାୟକ ଓ ଅଚ୍ୟୁତ ସାମନ୍ତ ବିଧାନସଭା ଓ ଲୋକସଭାକୁ ନିର୍ବାଚିତ ହେବା ପରେ ଏହି ଚାରୋଟି ରାଜ୍ୟସଭା ଆସନ ଖାଲିହେବ । ତେବେ ଏହି ଆସନରୁ କିଏ ପ୍ରାର୍ଥୀ ହେବ ତାହା…