Odia News Portal
Yearly Archives

2019

କଳ୍ପନାଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ବର()  ପର୍ବତାରୋହୀ କଳ୍ପନା ଦାଶଙ୍କ ମରଶରୀର ଉଦ୍ଧାର କରାଯାଇଛି। ଏନେଇ ରାଜ୍ୟ କ୍ରୀଡ଼ା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବେସ୍ କ୍ୟାମ୍ପରେ ଆସନ୍ତାକାଲି ସମସ୍ତ ଫର୍ମାଲିଟି ପୂରଣ କରାଯିବା ପରେ ମରଶରୀରକୁ କାଠମାଣ୍ଠୁ ନିଆଯିବ ଏବଂ ସେଠାରେ ଥିବା ଭାରତୀୟ ଦୂତାବାସ ଓ ଉଦ୍ଧାରକାରୀ…

୧୧ଟି ଜିଲ୍ଲାକୁ କାଳବୈଶାଖୀ

ଭୁବନେଶ୍ବର()  ରାଜ୍ୟର ୧୧ଟି ଜିଲ୍ଲାରେ ବର୍ଷା ସହ ବଜ୍ରପାତ ହେବା ବୋଲି ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ତେବେ ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ରହିଛି- ସୁନ୍ଦରଗଡ଼, ବୌଦ୍ଧ, ଝାରସୁଗୁଡ଼ା, ଦେବଗଡ଼, ବରଗଡ଼, ସମ୍ବଲପୁର, କେନ୍ଦୁଝର, ଅନୁଗୁଳ, କନ୍ଧମାଳ,…

ଭାରତୀୟ ହକି ଦଳ ଘୋଷଣା, ଖେଳିବେ ୨ ଓଡିଆ

ଭୁବନେଶ୍ୱର :  ଜୁନ୍ ୬ରୁ କଳିଙ୍କ ଷ୍ଟାଡିୟମରେ ଏଫଆଇଏଚ୍ ପୁରୁଷ ହକି ସିରିଜ୍ ଫାଇନାଲ ଅନୁଷ୍ଠିତ ହେବାକୁ ଯାଉଛି । ଏଥିପାଇଁ ଭାରତୀୟ ଦଳ ଘୋଷଣା କରାଯାଇଥିବା ବେଳେ ଏହି ଦଳରେ ୨ ଜଣ ଓଡିଆ ରହିଛନ୍ତି । ଭାରତୀୟ ହକିର ମୋଟ୍ ୧୮ ଜଣିଆ ଦଳରେ ୨ ଓଡିଆ- ବୀରେନ୍ଦ୍ର ଲାକ୍ରା ଓ ଅମିତ…

ବଢ଼ିଚାଲିଛି ଖରାର ପ୍ରକୋପ

ଭୁବନେଶ୍ବର()  ସାରା ରାଜ୍ୟରେ ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳି ଜାରି ରହିଛି । ସକାଳ ୮ଟା ବେଳକୁ ମାଡି ଆସୁଛି ଖରା । ଅପରାହ୍ନ ୪ଟା ପର୍ୟ୍ୟନ୍ତ କଲବଲ କରୁଛି । ଗତ ଦୁଇ ସପ୍ତାହ ହେଲା ପ୍ରବଳ ଖରା ସାଙ୍ଗକୁ ଗୁଳୁଗୁଳି ଜନ ଜୀବନକୁ ଅସ୍ତବ୍ୟସ୍ତ କରିପକାଇଲାଣି । ଆଜିବି ଲାଗି ରହିବ ସମାନ…

ଝାରଖଣ୍ଡରେ ନକ୍ସଲ ଆକ୍ରମଣ: ୧୫ ଯବାନ ଆହତ

ରାଞ୍ଚି()  ଝାରଖଣ୍ଡ ଷଢ଼େଇକଳା ଜିଲ୍ଲାରେ ଆଜି ମାଓବାଦୀ ଆଇଇଡି ବିସ୍ଫୋରଣ କରିଛନ୍ତି। ଭୋର ୪ଟା ସମୟରେ ଏହି ବିସ୍ଫୋରଣ ହୋଇଥିବା ସୂଚନା ରହିଛି। ଆଇଡି ବିସ୍ଫୋରଣରେ ୧୫ ଜଣ ସୁରକ୍ଷାକର୍ମୀ ଗୁରୁତର ଆହତ ହୋଇଛନ୍ତି। ସମସ୍ତ ଯବାନଙ୍କୁ ହେଲିକପ୍ଟର୍ ଯୋଗେ ରାଞ୍ଚିକୁ ସ୍ଥାନାନ୍ତର କରାଯାଇଛି ।…

ରାଜନୀତିକୁ ଆସିବେ ନାହିଁ ଅରୁଣ ପଟ୍ଟନାୟକ

ଭୁବନେଶ୍ବର()  ଆସନ୍ତାକାଲି ୫ଥର ପାଇଁ ମୁଖ୍ୟମନ୍ତ୍ରୀଭାବେ ଶପଥ ନେବେ ନବୀନ ପଟ୍ଟନାୟକ । ସେଥିପାଇଁ ଭୁବନେଶ୍ବର ପ୍ରଦର୍ଶନୀ ପଡିଆଠାରେ ବ୍ୟାପକ ଆୟୋଜନ ହୋଇଛି । ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିମନ୍ତ୍ରଣ କରାଯାଇଛି । ତେବେ ଏତେସବୁ ଭିତରେ…

ଆକ୍ସନ ମୋଡରେ ନବୀନ ! ପଛରୁ ଛୁରୀ ମାରିଥିବା ନେତାଙ୍କୁ ଖୋଜୁଛି ବିଜେଡି

ଭୁବନେଶ୍ୱର : ହାରିଥିବା ଲୋକସଭା ସିଟକୁ ନେଇ ସିରିୟସ ନବୀନ । ନିର୍ବାଚନ ଗୋଟି ଚାଳନାରେ ମାହିର ନବୀନଙ୍କ ଲୋକସଭା ଟାର୍ଗେଟ କିଭଳି ମିସ୍ ହେଲା ତାକୁ ନେଇ ଦଳ ଭିତରେ ହଲଚଲ । ଯେଉଁ ୯ ସିଟ୍ ରେ ଦଳର ପ୍ରାର୍ଥୀ ହାରିଲେ ସେଥିପାଇଁ କାରଣ କଣ ଏବଂ କିଏ ଦାୟୀ ତାଉପରେ ଫୋକସ କରୁଛି ଦଳ । ପରେ…

ଆସନ୍ତୁ ଜାଣିବା କମ୍ ବୟସରେ ଦୁଷ୍କର୍ମର ଶିକାର ହୋଇଥିବା ଏହି ୫ ଅଭିନେତ୍ରୀ

ବର୍ତ୍ତମାନ ଆମ ଦେଶରେ ଅପରାଧ ଏତେ ସଂଖ୍ୟାରେ ବଢ଼ିଯାଇଛି ଯେ ମଣିଷର ଅନ୍ୟର ବୟସ ସୀମାକୁ ବି ଭୁଲିଯାଉଛି। ସେ ୫ବର୍ଷ ହେଉ କି ୬ବର୍ଷ ଗୋଟିଏ ଶିଶୁକୁ ଦୁଷ୍କର୍ମ କରିବାକୁ ପଛାଉନାହିଁ।  ମହିଳା ଅପେକ୍ଷା ଏବେ ଅଧିକାଂଶ ଶିଶୁ ବା ନାବାଳିକା ଦୁଷ୍କର୍ମର ଶିକାର ହେଉଛନ୍ତି। ଆଉ ଯେତେବଳେ…

୮ଟି ଜିଲ୍ଲାକୁ ଘଡଘଡି ସହ ବର୍ଷା ସମ୍ଭାବନା

ଭୁବନେଶ୍ବର()  ୮ଟି ଜିଲ୍ଲାକୁ ଘଡଘଡି ସହ ବର୍ଷା ସମ୍ଭାବନା । ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ସନ୍ଧ୍ୟା ୫ଟା ୩୦ ମିନିଟ୍ ମଧ୍ୟରେ ରାଜ୍ୟର ୮ଟି ଜିଲ୍ଲାରେ ଘଡଘଡି ସହ ବର୍ଷା ହେବାର ପୂର୍ବାନୁମାନ କରି ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଅନ୍ୟପଟେ…

ଲୋକସଭା ଯିବେ ଏହି ସୁନ୍ଦରୀ …

କୋଲକତା()  ପେଶାରେ ଜଣେ ସଫଳ ଅଭିନେତ୍ରୀ ହୋଇ ପାରିଥିବା ମିମି ଚର୍କବର୍ତ୍ତୀ ଖୁବ୍ କମ୍ ବୟସରୁ ଆରମ୍ଭ କରିଛନ୍ତି ନିଜ ରାଜନୈତିକ କ୍ୟାରିଅର। ସୋଶାଲ ମିଡିଆରେ ତାଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। ପ୍ରାୟ ୩ ଲକ୍ଷ ଭୋଟ ବ୍ୟବଧାନରେ ନିର୍ବାଚନ ଜିତିଥିବା ମିମିଙ୍କ ଲାଗି ଏ ବର୍ଷ ବେଶ୍ ଲକି ।…