Odia News Portal
Yearly Archives

2019

ଭାଇଭଉଣୀଙ୍କ ସହ ସଚିବାଳୟ ଗଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର()  ରାଜ୍ୟ ସଚିବାଳୟ ଠାରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ ଭାଇ ପ୍ରେମ ପଟ୍ଟନାୟକ ଓ ବଡ ଭଉଣି ଗୀତା ମେହେଟ୍ଟାଙ୍କୁ ଦେଖିବାକୁ ମିଳିଥିଲା । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଜି କ୍ରମାଗତ ପଂଚମଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ଶପଥ…

ନବୀନଙ୍କୁ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ଶୁଭେଚ୍ଛା

 ଭୁବନେଶ୍ବର()   ବିଜେଡି ସୁପି୍ରମୋ ନବୀନ ପଟ୍ଟନାୟକ ସମଗ୍ର ଦେଶରେ ଏକ ବିରଳ ଇତିହାସ ସୃଷ୍ଟି କରି ପଂଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଆଜି ଦାୟୀତ୍ୱ ଗ୍ରହଣ କରିବା ପରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ଟ୍ୱଟ କରି ମୁଖ୍ୟମନ୍ତ୍ରୀଙ୍କୁ…

ଆଜି ଆସିବ କାଳିଆ ଟଙ୍କା

ଭୁବନେଶ୍ୱର ()  ଶପଥ ନେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନଙ୍କ ସହ ପଞ୍ଚମ ପାଳିର ନୂଆ ଟିମ୍ ତଥା ନବୀନଙ୍କ ମନ୍ତ୍ରୀମଣ୍ଡଳ ସମସ୍ତ ସଦସ୍ୟ ଗଣ ଶପଥ ନେଇଛନ୍ତି । ତେବେ ନିର୍ବାଚନ ବେଳେ ଦେଇଥିବା କଥା ରଖିବେ ନବୀନ। ‘କାଳିଆ’ ଯୋଜନାର ବଳକା ହିତାଧିକାରୀଙ୍କୁ ଟଙ୍କା ବାଣ୍ଟିବେ।…

ନବୀନଙ୍କ ପଂଚମ ଇଂନିସ୍ ଆରମ୍ଭ

ଭୁବନେଶ୍ବର : ଆରମ୍ଭ ହେଲା ମୁଖ୍ୟମନ୍ତ୍ରୀଙ୍କ ପଂଚମ ପାଳି । ରେକର୍ଡ଼ ପଂଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନବୀନ ପଟ୍ଟନାୟକ । ଲଗାତାର ପଚଂମ ଥର ପାଇଁ ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିବାକୁ ଯାଉଛନ୍ତି ନବୀନ ପଟ୍ଟନାୟକ । ବିଧାନସଭା ନିର୍ବାଚନରେ ବିଜେଡିର ବଡ ବିଜୟ ପରେ ଲଗାତର ପଂଚମ…

ପଞ୍ଚମ ପାଳିର ଶପଥ ନେଲେ : ନବୀନ

ଭୁବନେଶ୍ୱର ()   ପଞ୍ଚମ ପାଳିରଶପଥ ଗ୍ରହଣ ଗଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଶପଥ ସମାରୋହରେ ଭଉଣୀ ଗୀତା ମେହେଟ୍ଟା ଏବଂ ଭାଇ ପ୍ରେମ୍ ପଟ୍ଟନାୟକ ସାମିଲ ହୋଇଥିଲେ । ପ୍ରଦର୍ଶନୀ ପଡ଼ିଆରେ ଏହି ସମାରୋହରେ ହୋଇଛି । ସେପଟେ ନବୀନଙ୍କ ସହ ତାଙ୍କ ନୂଆ ମନ୍ତ୍ରୀମଣ୍ଡଳ ସଦସ୍ୟ ମଧ୍ୟ ଶପଥ…

ପ୍ରଦର୍ଶନୀ ପଡ଼ିଆ ଚଳଚଞ୍ଚଳ …

ଭୁବନେଶ୍ୱର : ପଞ୍ଚମ ଥର ପାଇଁ ବିଜେଡି ସରକାର ଗଠନ କରିବାକୁ ଯାଉଛି। ତେବେ ପ୍ରଥମ ଥର ଲାଗି ରାଜଭବନ ବାହାରେ ଅର୍ଥାତ ଭୁବନେଶ୍ୱରର ପ୍ରଦର୍ଶନୀ ପଡ଼ିଆରେ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ତାଙ୍କ ୨୦  ଜଣିଆ ମନ୍ତ୍ରିମଣ୍ଡଳ ଶପଥ ନେବେ। ତେବେ ନବୀନଙ୍କ ଏହି ଶପଥ ସମାରୋହ ଲାଗି କଡ଼ା…

ବାଂଲାଦେଶକୁ ୯୫ ରନରେ ହରାଇଲା ଭାରତ, ଧୋନୀ-ରାହୁଲଙ୍କ ଶତକ

କାର୍ଡିଫ : ମହେନ୍ଦ୍ର ସିଂହ ଧୋନୀ ଓ କେଏଲ ରାହୁଲଙ୍କ ଧମାକାଦାର ବ୍ୟାଟିଂ ପରେ କୁଲଦୀପ-ଚହଲଙ୍କ ଶାଣିତ ବୋଲିଂ ବଳରେ ଭାରତ ଏଠାରେ ଖେଳାଯାଇଥିବା ନିଜର ଦ୍ଵିତୀୟ ତଥା ଶେଷ ଅଭ୍ୟାସ ମ୍ୟାଚରେ ବାଂଲାଦେଶକୁ ୯୫ ରନରେ ପରାସ୍ତ କରିଛି। ଏହି ବିଜୟ ସହିତ ଭାରତ ଦୃଢ ମନୋବଳ ସହ ଜୁନ ୫ରେ ଦକ୍ଷିଣ…

ନବୀନଙ୍କ ନୂଆ ଟିମ୍

ଭୁବନେଶ୍ବର()  ଆସନ୍ତାକାଲି ନୂଆ ମନ୍ତ୍ରୀମଣ୍ଡଳ ସହ ପ୍ରଦର୍ଶନୀ ପଡିଆରେ ଶପଥଗ୍ରହଣ କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରୁ ଜଣକ ପରେ ଜଣେ ବିଧାୟକଙ୍କ ନିକଟକୁ ଫୋନ କଲ ଆସିବା ଆରମ୍ଭ ହୋଇଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଶପଥ ନେବା ପୂର୍ବରୁ ପୁରୀରେ…

କାହିଁକି ଦୁଃଖିତ ଅଛନ୍ତି ସଲମାନ,ଜାଣନ୍ତୁ

ସଲମାନ ଖାନଙ୍କର ବିବାହକୁ ନେଇ ସର୍ବଦା ଚର୍ଚ୍ଚା ଦେଖିବାକୁ ମିଳିଥାଏ। ସଲମାନ କାହିଁକି ବିବାହ କରିନାହାନ୍ତି ବୋଲି ସିଧା ଉତ୍ତର ରଖିଥିଲେ। ସଲମାନ କହିଛନ୍ତି ସେ ଆଜି ପର୍ୟ୍ୟନ୍ତ ବିବାହ ପାଇଁ କୌଣସି ଝିଅକୁ ପ୍ରପୋଜ କରିନାହାନ୍ତି। ଯାହାଫଳରେ ତାଙ୍କର ବିବାହ ହୋଇପାରିନାହିଁ। ତା ସହିତ…

ଶ୍ରୀକ୍ଷେତ୍ରରେ ନବୀନ

ପୁରୀ()  ଶପଥ ଗ୍ରହଣ ପୂର୍ବରୁ ଶ୍ରୀକ୍ଷେତ୍ର ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରି ଆଶୀର୍ବାଦ କାମନା କରିଛନ୍ତି ନବୀନ ପଟ୍ଟନାୟକ । ୫ମ ପାଳି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ସାରିବା ପରେ ନବୀନ କହିଛନ୍ତି ,…