Odia News Portal
Yearly Archives

2019

ସମର୍ଥନ ପାଇଁ ନବୀନଙ୍କ ସର୍ତ୍ତ

ଭୁବନେଶ୍ବର()   ଆସନ୍ତା ୨୩ ତାରିଖରେ କି ରୂପ ନେବ, ତାହା ଏବେଠାରୁ ଆକଳନ କରିବା ମୁସ୍କିଲ। କିନ୍ତୁ କୌତୂହଳର ଏନଡିଏ ସରକାରକୁ ପୂର୍ଣ୍ଣ ବହୁମତ ମିଳିବ ବୋଲି ପୂର୍ବାନୁମାନ ପରେ ବି ଜାତୀୟ ଗଣମାଧ୍ୟମରେ ଆଞ୍ଚଳିକ ଦଳର ଭୂମିକା ନେଇ ଆଲୋଚନା ଥମୁନି। ବିଜେଡି ଭଳି ରାଜନୈତିକ ଦଳର କେନ୍ଦ୍ରୀୟ…

ଘୋଷଣା ହେଲା ପାକିସ୍ତାନ ବିଶ୍ବକପ୍ ଟିମ୍

ନୂଆଦିଲ୍ଲୀ : ପାକିସ୍ତାନ କ୍ରିକେଟ ବୋର୍ଡ ଆଇସିସି କ୍ରିକେଟ ବିଶ୍ବକପ ୨୦୧୯ ପାଇଁ ନିଜର ଦଳର ନାମ ଘୋଷଣା କରିଛି। ଏହି ଦଳର ଅଧିନାୟିକତା ସରଫରାଜ୍ ଅହମ୍ମଦ କରୁଥିବା ବେଳେ ବୋଲର ମହମ୍ମଦ ଆମିରଙ୍କ ସହ ବହାବ ରିୟାଜ ଏବଂ ଆସିଫ ଅଲ୍ଲି ଦଳରେ ପୁଣି ସାମିଲ ହୋଇଛନ୍ତି। ଯାହା କ୍ରିକେଟପ୍ରେମୀଙ୍କୁ…

ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷାଫଳ

ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷାଫଳ। ଚଳିତବର୍ଷ ପାସ ହାର ରହିଛି ୭୦.୭୮ ପ୍ରତିଶତ। ମୋଟ୍‌ ୩ ଲକ୍ଷ ୯୭ ହଜାର୧୨୫ ଜଣ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି। ଫେଲ ହୋଇଛନ୍ତି୧ ଲକ୍ଷ ୬୩ ହଜାର ୯୫୪ ଛାତ୍ରଛାତ୍ରୀ। ୨୮୯ଟି ସ୍କୁଲରେ ଶତ ପ୍ରତିଶତ ରେଜଲ୍ଟ ହୋଇଥିବା ବେଳେ ୮୨ଟି ସ୍କୁଲରେ ପାସହାର ଶୂନ…

୫ଟି ଓ୍ଵାଗନ୍ ଛାଡ଼ି ଛୁ ମାରିଲା ମାଲବାହୀ ଟ୍ରେନ୍

ସମ୍ବଲପୁର : ଓ୍ଵାଗନ୍ ଛାଡ଼ି ପଳାଇଲା ମାଲବାହୀ ଟ୍ରେନ୍ । ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ଧାରୁଆଡିହି-ବାମରା ଷ୍ଟେସନ ମଝିରେ ଘଟିଛି ଏଭଳି ଘଟଣା। ବ୍ରଜରାଜନଗରରୁ ପଶ୍ଚିମବଙ୍ଗର ପୋଲାଘାଟ ଯିବା ବେଳେ ଟ୍ରେନର ୫ଟି ଓ୍ଵାଗନ୍ ଛାଡ଼ି ପ୍ରାୟ ଅଧା କିଲୋମିଟର ଆଗକୁ ପଳାଇଥିଲା ଟ୍ରେନ୍। ପରେ…

ବିବାଦୀୟ ଟୁଇଟ ପ୍ରସଂଗ : ମୁହଁ ଖୋଲିଲେ ବିବେକ ଓବରାଏ, କହିଲେ ଭୁଲ କଣ ?

ମୁମ୍ବାଇ : ଏକଜିଟ ପୋଲ୍‌କୁ ନେଇ ଦେଶ ବ୍ୟାପୀ ହଇଚଇ ସୃଷ୍ଟି ହୋଇଥିବା ବେଳେ ଏକଜିଟ ପୋଲ୍‌ ବାବଦରେ ଟ୍ବିଟ୍‌ କରି ହରଡ଼ ଘଣାରେ ପଡିଛନ୍ତି ଅଭିନେତା ବିବେକ ଓବେରାଇ। ଟୁଇଟକୁ ନେଇ ଜାତୀୟ ମହିଳା କମିଶନ ବିବେକଙ୍କୁ ଆଜି ନୋଟିସ ଜାରୀ କରିଛନ୍ତି । ନୋଟିସ ପରିପ୍ରେକ୍ଷୀରେ ବିବେକ କହିଛନ୍ତି ଯେ,…

ମଡେଲ୍‌ଙ୍କ ଫଟୋ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା, ଦେଖିଲେ ଉଡିଯିବ ହୋସ

ମଡେଲିଂ ଜଗତରେ ସଫଳ ହେବା ପାଇଁ ମଡେଲ୍‌ସଙ୍କୁ କଠିନ ପରିଶ୍ରମ କରିବାକୁ ପଡେ। କିନ୍ତୁ ଆଡିକାଲି ସୋସିଆଲ ମିଡିଆ ମାଧ୍ୟମରେ ସୁନ୍ଦର ମଡେଲମାନେ  ନିଜ ଫଟୋ ପୋଷ୍ଟ କରି ଫେମସ ହେଉଛନ୍ତି। ଠିକ୍‌ ସେହିଭଳି ସୋସିଆଲ ମିଡିଆ ମାଧ୍ୟମରେ ଋଷର ଜଣେ ମଡେଲ ଏବେ ବେଶ ଚର୍ଚ୍ଚାରେ। ଏହି ମଡେଲ ସ୍ବେତଲାନା…

ସୋନିଆଙ୍କ ସହ ସାକ୍ଷାତ କରିବାକୁ ମନା କଲେ ମାୟାବତୀ

ନୂଆଦିଲ୍ଲୀ()  ଲୋକସଭା ନିର୍ବାଚନକୁ ନେଇ ପ୍ରକାଶ ପାଇଥିବା ଏକଜିଟ୍ ପୋଲ ଫଳାଫଳ ବିରୋଧୀଙ୍କ ହୋସ ଉଡ଼ାଇ ଦେଇଛି। ଚଳିତ ନିର୍ବାଚନରେ କୌଣସି ଦଳ ଏକକ ସଂଖ୍ୟା ଗରିଷ୍ଠତା ପାଇବେ ନାହିଁ ବୋଲି ପୂର୍ବରୁ ଆକଳନ କରାଯାଇଥିଲା। ହେଲେ ଏକଜିଟ୍ ପୋଲ ବିରୋଧୀଙ୍କ ସବୁ ଆକଳନକୁ ଓଲଟପାଲଟ କରି ଦେଇଛି।…

ରେକର୍ଡ କରିବେ ନବୀନ

ଭୁବନେଶ୍ବର () ଗତକାଲି ବିଭିନ୍ନ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ବୁଥ ଫେରନ୍ତା ବା ଏକଜିଟ ପୋଲ ରିପୋର୍ଟକୁ ନେଇ ତର୍ଜମା ଏବଂ ଆଲୋଚନା ପର୍ଯ୍ୟାଲୋଚନା ଚାଲିଥିବା ବେଳେ ଓଡିଶାରେ ଚିତ୍ର କିନ୍ତୁ ସୁସ୍ପଷ୍ଟ । ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ବିଜେଡି ପଂଚମ ଥର ପାଇଁ ଓଡିଶାରେ ସରକାର ଗଠନ…

ସୈଫ, ସୋନାଲି, ତବୁଙ୍କୁ ନୋଟିସ

ମୃଗ ଶିକାର ମାମଲାରେ ପୁଣିଥରେ ଫିଲ୍ମ ଅଭିନେତା ସୈଫ ଅଲି ଖାନ, ସୋନାଲି ବେନ୍ଦ୍ରେ, ତବୁ, ନିଲମଙ୍କ ଅଡୁଆ ବଢିଛି । ଏମାନଙ୍କୁ ନୋଟିସ ଜାରି କରିଛନ୍ତି ହାଇକୋର୍ଟ ।ମାମଲାର ଆସନ୍ତା ଶୁଣାଣି ୮ ସପ୍ତାହ ପରେ ହେବ । ଏହି ମାମଲାରେ ୨୦୧୮ ମସିହା ସେପ୍ଟେମ୍ବର ମାସରେ ଯୋଧପୁର ସିଜିଏମ କୋର୍ଟ…

କାଲି ମାଟି୍ରକ ରେଜଲ୍ଟ

ଆସନ୍ତାକାଲି ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ମାଧ୍ୟମିକ ଶିକ୍ଷା ପରିଷଦ କର୍ତ୍ତୃପକ୍ଷ । ଆସନ୍ତାକାଲି ସକାଳ ୯ଟା ବେଳେ ପ୍ରକାଶ ପାଇବ ମ୍ୟାଟ୍ରିକ ପରୀକ୍ଷା ଫଳ। ଚଳିତ ବର୍ଷ ୫ ଲକ୍ଷ ୮୭ ହଜାର ୭୮୦ ପିଲା ପରୀକ୍ଷା ଦେଇଛନ୍ତି। ଫେବ୍ରୁଆରୀ ୨୨ରୁ ମାର୍ଚ୍ଚ ୮…