Odia News Portal
Yearly Archives

2019

ରାଜ୍ୟରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ଭୁବନେଶ୍ବର ()  ଆଜି ରାଜ୍ୟରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି । ୧୧ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବାର ଆଶଙ୍କା ରହିଛି ।ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୩୦ରୁ ୪୦କିମି ରହିପାରେ ବୋଲି ସୋମବାର ଭୁବନେଶ୍ୱର ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏହି ଜିଲ୍ଲାଗୁଡ଼ିକ…

ଗ୍ରୀଷ୍ମପ୍ରବାହ ପାଇଁ ସତର୍କତା ଜାରି

ଗ୍ରୀଷ୍ମପ୍ରବାହ ପାଇଁ ସତର୍କତା ଜାରି ।ଆସନ୍ତା ୨୨ ତାରିଖ ପର୍ୟ୍ୟନ୍ତ ଖରାର ପ୍ରକୋପ ଅଧିକ ରହିବ । ୨ ଦିନ ଯାଏ ହିଟ ୱେଭ ଜାରି କରାଯାଇଛି । ତେଣୁ ଜଳ ଛତ୍ର ଓ ମେଡିକାଲରେ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି । ଝାଞ୍ଜି ପବନ ସାଙ୍ଗକୁ ଜୀବନ ଯାତ୍ରା ଅସ୍ତ…

କାଲି ଖୋଲିବ ନନ୍ଦନକାନନ

ଭୁବନେଶ୍ବର()  ଫୋନି ବାତ୍ୟା ପାଇଁ ବିଶେଷ ଭାବେ ପ୍ରଭାବିତ ହୋଇ ବନ୍ଦ ପଡିଥିବା ରାଜ୍ୟର ସବୁଠୁ ବଡ ପ୍ରାଣୀ ଉଦ୍ୟାନ ନନ୍ଦନକାନନକୁ ପୁଣି ଥରେ ଖୋଲାଯିବ । ମେ ୨୧ରେ ପ୍ରାଣୀଉଦ୍ୟାନ ଖୋଲିବ ବୋଲି କୁହାଯାଉଥିଲା ।ବୈଷୟିକ କମିଟି ପ୍ରାଣୀ ଉଦ୍ୟାନ ପରିଦର୍ଶନ ପରେ ଏପରି ନିଷ୍ପତ୍ତି ନେଇଛନ୍ତି ।…

୨୧ରେ ମାଟ୍ରିକ ରେଜଲ୍ଟ

ଭୁବନେଶ୍ବର()  ୨୧ରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ ।ବାତ୍ୟା ଫନି ପାଇଁ ବିଳମ୍ବିତ ହୋଇଥିବା ମାଟ୍ରିକ ପରୀକ୍ଷା ଫଳ ଖୁବ ଶୀଘ୍ର ବାହାରିବାକୁ ଯାଉଛି। ଚଳିତ ବର୍ଷ ୫ ଲକ୍ଷ ୮୭ ହଜାର ୭୨୦ ଜଣ ଛାତ୍ର ଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଛନ୍ତି । ପରୀକ୍ଷା ଫଳ ମେ ପ୍ରଥମ ସପ୍ତାହରେ ବାହାରିବା…

ଭୁବନେଶ୍ବରରେ ପହଞ୍ଚିଲେ ଭାରତୀୟ ହକି ଖେଳାଳି

ଭୁବନେଶ୍ବର : ଏଫଆଇଏଚ୍ ମେନ୍ ସିରିଜ୍ ଫାଇନାଲ ପାଇଁ ଭୁବନେଶ୍ୱରରେ ପହଂଚିଲେ ଭାରତୀୟ ହକି ଖେଳାଳି । ବିମାନବନ୍ଦରରେ ପହଂଚିବା ପରେ ତାଙ୍କୁ ସ୍ୱାଗତ କରାଯାଇଥିଲା । ପରେ କଡା ସୁରକ୍ଷା ମଧ୍ୟରେ ଖେଳାଳିଙ୍କୁ ହୋଟେଲଙ୍କୁ ଅଣାଯାଇଛି। ଜୁନ୍ ୬ରୁ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବ…

ଚର୍ଚ୍ଚାରେ ଦୂତୀଙ୍କ ସମଲିଂଗୀ ସଂପର୍କ

ଚର୍ଚ୍ଚାରେ ଦୂତୀଙ୍କ ସମଲିଂଗୀ ସଂପର୍କ ।ଜାତୀୟ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାର ବେଳେ ସେ ଏନେଇ ଖୁଲାସା କରିଛନ୍ତି ଦୂତୀଙ୍କର ସାଥୀ ଜଣକ ଜଣେ ଝିଅ ।ତାଙ୍କର ଏହି ସାଥୀ ତାଙ୍କ ନିଜ ସହରର । ଏହି ସାଥୀ ଜଣକ କିଏ, ସେ ନେଇ କିଛି ବି ଅଧିକ ଖୁଲାସା କରିନାହାନ୍ତି ସେ । ସୂଚନା ଅନୁସାରେ…

ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ହେବା ନେଇ ଡିଜିପିଙ୍କ ବୈଠକ

ଭୋଟ୍ ଗଣତି ବେଳେ ସୁରକ୍ଷା ବ୍ୟବସ୍ଥା କେମିତି ରହିବ, ସେ ନେଇ ପୁଲିସ୍ ଡିଜି ଆର.ପି.ଶର୍ମାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ୬୨ଟି ସ୍ଥାନରେ ଭୋଟ୍ ଗଣତି ହେବାକୁ ଥିବା ବେଳେ ସେଠାରେ ସୁରକ୍ଷା କଡ଼ାକଡ଼ି ହେବା ନେଇ ଏକ ପ୍ରେସ୍ ରିଲିଜ୍ ମାଧ୍ୟମରେ ଡିଜିପି ସୂଚନା…

ବିଜେଡି ପ୍ରାର୍ଥୀଙ୍କୁ ଧମକ ଦେଇ ଜଣେ ଗିରଫ

ଅଭିନେତା ତଥା ରାଜ୍ୟସଭା ସାଂସଦ ଅନୁଭବ ମହାନ୍ତିଙ୍କୁ ଧମକ ଅଭିଯୋଗରେ ଜଣେ ଲୋକ ଗିରଫ ହୋଇଥିବା ଜଣାଯାଇଛି। ଅଭିଯୁକ୍ତଜଣକ କଟକର ଝାଂଜିରିମଙ୍ଗଳାରେ ଏକ ଭଡ଼ା ଘରେ ରହି ମିସ୍ତ୍ରୀ କାମ କରୁଥିଲା ବୋଲି କୁହାଯାଉଛି। ଅଭିଯୁକ୍ତକୁ ଗୁଜୁରାଟରୁ ସ୍ପେଶାଲ ସ୍କ୍ୱାଡ୍ ପୁଲିସ୍ ଗିରଫ କରିଥିବା…

ଶେଷ ପର୍ୟ୍ୟାୟ ଭୋଟିଂ ଜାରି

ସପ୍ତମ ତଥା ଅନ୍ତିମ ପର୍ୟ୍ୟାୟରେ ୭ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ୫୯ ଆସନ ପାଇଁ ଭୋଟ ଗ୍ରହଣ ହେଉଛି । ୯୧୨ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରୁଛନ୍ତି ଭୋଟର । ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଏବଂ ଅନେକ ହେଭିୱେଟ୍ ନେତାଙ୍କ ଭାଗ୍ୟ ନିର୍ଣ୍ଣୟ କରୁଛନ୍ତି…

୩୪ଟି ବୁଥରେ ସାନି ମତଦାନ ଆରମ୍ଭ

ଭୁବନେଶ୍ବର() ଆଜି ରାଜ୍ୟରେ ସାନି ମତଦାନ । ରାଜ୍ୟର ୧୧ ଲୋକସଭା କ୍ଷେତ୍ର ଅନ୍ତର୍ଗତ ୩୪ଟି ବୁଥରେ ସାନି ମତଦାନ ଆରମ୍ଭ । ସକାଳ ୭ଟାରୁ ସଂଧ୍ୟା ୬ଟା ଯାଏ ଚାଲିବ ଭୋଟ ଗ୍ରହଣ । ତୃତୀୟ ପର୍ୟ୍ୟାୟର ୧୨ଟି ଏବଂ ଚତୁର୍ଥ ପର୍ୟ୍ୟାୟର ୨୨ଟି ବୁଥ୍ରେ ମତଦାନ ବେଳେ ଅନିୟମିତତା ଅଭିଯୋଗ ଆସିଥିଲା ।…