Odia News Portal
Yearly Archives

2019

ଏହି ପୁରୁଷ କେବେ ବି ନାରୀଙ୍କୁ ଖୁସି ଦେଇପାରନ୍ତି ନାହିଁ ,ଜାଣନ୍ତୁ …

ଯେଉଁ ପୁରୁଷମାନେ ସବୁବେଳେ ମିଛ ବାହାନା କରିଥାଆନ୍ତି ତାଙ୍କଠୁ ଦୂରେଇ ରହିବା ଉଚିତ୍। କାରଣ ଏପରି ପୁରୁଷମାନେ କେବଳ ମିଛ କଥା କହିଥାଆନ୍ତି। ତାଙ୍କ କଥାର କୈାଣସି ଗ୍ୟାରେଣ୍ଟି ନଥାଏ ଯେ ସେ ବିବାହ ପରେ ଆପଣଙ୍କ ସବୁକଥା ଶୁଣିବେ ଏବଂ ରଖିବେ। ଯଦି ସେହି ପୁରୁଷ ଆପଣଙ୍କ କଥାକୁ ଗୁରୁତ୍ବ…

ଉଠାଦୋକାନୀ, କୁକୁଡା ଚାଷୀ ଓ ନଡିଆ ଚାଷୀଙ୍କ ପାଇଁ ସ୍ବତନ୍ତ୍ର ପ୍ୟାକେଜ

ଭୁବନେଶ୍ବର () ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ସବୁ ସ୍ତରର ଲୋକଙ୍କୁ ସହାୟତା ପ୍ରଦାନ କରାଯାଉଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାସ୍ତାଗଡର ଉଠାଦୋକାନୀ, କୁକୁଡା ଚାଷୀ ଓ ନଡିଆ ଚାଷୀଙ୍କ ପାଇଁ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ…

ମୁଖ୍ୟମନ୍ତ୍ରୀଙ୍କ 5 ବର୍ଷିଆ ଯୋଜନାରେ ଖର୍ଚ୍ଚ ହେବ 200 କୋଟି

ଭୁବନେଶ୍ବର () ବାତ୍ୟା ଫନିରେ ଉପକୂଳ ଅଂଚଳର ବନ ସମ୍ପଦର ବ୍ୟାପକ କ୍ଷୟକ୍ଷତି ଓ ସବୁଜିମା ନଷ୍ଟ ହୋଇଥିବା ଯୋଗୁଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଚିବାଳରେ ଉପକୂଳ ସବୁଜିମାର ପୁନରୁଦ୍ଧାର ପାଇଁ ଏକ ଉଚ୍ଚସ୍ତରୀୟ ବୈଠକରେ ବିସ୍ତ୍ରୁତ ଆଲୋଚନା କରିଛନ୍ତି । ବୈଠକରେ ମୁଖ୍ୟମନ୍ତ୍ରୀ…

କେବଳ ତରଭୁଜ ନୁହେଁ ଏହାର ମଞ୍ଜି ବି ଉପକାରୀ

ଫଳ ଏବଂ ପରିବା ଆମ ସ୍ବାସ୍ଥ୍ୟ ପାଇଁ ବହୁତ ଉପକାରୀ ହୋଇଥାଏ କିନ୍ତୁ କଣ ଆପଣ ଜାଣନ୍ତି ଫଳ ଏବଂ ପରିବା ଠାରୁ ଅଧିକ ତାଙ୍କ ମଞ୍ଜି ଅଧିକ ଲାଭଦାୟକ ହୋଇଥାଏ। ଫଳ ଏବଂ ପରିବା ମଞ୍ଜିରେ ବହୁତ ପ୍ରକାରର ଭିଟାମିନ୍ସ ଏବଂ ପୌଷ୍ଟିକ ତତ୍ତ୍ବ ରହିଥାଏ ଯାହା ଆମ ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ…

ନିଲମ୍ବିତ ହେଲେ ୪ ଡ଼ାକ୍ତର

୪ ଜଣ ଡ଼ାକ୍ତରଙ୍କୁ ନିଲମ୍ବିତ କଲେ ରାଜ୍ୟ ସରକାର । ସ୍ୱାସ୍ଥ୍ୟ ବିଭାଗର ପଦସ୍ଥ ଅଧିକାରୀମାନେ ‘ଫୋନି’ ବାତ୍ୟା ପରବର୍ତି ସ୍ୱାସ୍ଥ୍ୟସେବା କାର୍ୟ୍ୟ ତଦାରଖ କରିବାକୁ ପରିଦର୍ଶନରେ ଯାଇଥିବା ବେଳେ ଏହି ଡାକ୍ତରମାନେ କାର୍ୟ୍ୟକ୍ଷେତ୍ରରେ ଅନୁପସ୍ଥିତ ଥିଲେ । ବାତ୍ୟା ପ୍ରଭାବିତ ଅଂଚଳରେ ମହାମାରୀ…

ମାଓ ନେତା ସବ୍ୟସାଚୀ ପଣ୍ଡାଙ୍କୁ ଆଜୀବନ କାରାଦଣ୍ଡ

ମାଓ ନେତା ସବ୍ୟସାଚୀ ପଣ୍ଡାଙ୍କୁ ଆଜୀବନ କାରାଦଣ୍ଡ ।ଆଇପିସି ଧାରା ୧୨୧ ଦେଶଦ୍ରୋହ ମାମଲାରେ ସବ୍ୟସାଚୀଙ୍କୁ ଦଣ୍ଡାଦେଶ ଦିଆଯାଇଛି । ଏହାଛଡ଼ା ତାଙ୍କୁ ୧୦ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।ବେଆଇନ ଅସ୍ତ୍ରଶସ୍ତ୍ର ରଖିବା ଓ ଦେଶଦ୍ରୋହ ମାମଲାରେ ତାଙ୍କୁ ଅଦାଲତ ଏହି ଦଣ୍ଡ…

କଂଗ୍ରେସ ନେତ୍ରୀଙ୍କ ମୃତଦେହ ଉଦ୍ଧାର

ବେଙ୍ଗାଲୁରୁ()  ଶୁକ୍ରବାର ଦିନ କଂଗ୍ରେସ ନେତା ରେଶମା ପାଡେକନୁରାଙ୍କ ମୃତଦେହ ଏକ ଜଙ୍ଗଲରୁ ଉଦ୍ଧାର ହୋଇଛି । ପୂର୍ବରୁ ବିଜୟପୁରା ଜେଡିଏସର ଅଧ୍ୟକ୍ଷ ଥିବା ରେଶମା ବର୍ତ୍ତମାନ କଂଗ୍ରେସ ପାଇଁ ସକ୍ରିୟ ଭାବେ କାମ କରୁଥିଲେ । ୨୦୧୩ରେ ରେଶମା ଜେଡିଏସ୍ ଟିକେଟ୍ ରେ ବିଧାନସଭା ନିର୍ବାଚନ…

କୋର୍ଟଙ୍କ ଦ୍ୱାରସ୍ଥ ହେଲେ ସନ୍ନି ଦେଓଲ

ଚଣ୍ଡୀଗଡ()  ଶୁକ୍ରବାର ଦିନ ପଞ୍ଜାବରେ ସତ୍ତାରୁଢ ଥିବା କଂଗ୍ରେସ ସରକାର ଦ୍ୱାରା ସରକାରୀ ମେସିନାରୀର ଦୂରୁପଯୋଗ ଆଶଙ୍କାରେ ପଞ୍ଜାବ ଏବଂ ହରିୟାଣା ଉଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଥିଲେ ଅଭିନେତା ତଥା ବିଜେପି ପ୍ରାର୍ଥୀ ସନ୍ନି ଦେଓଲ । ଗୁର୍ଦାସପୁରକୁ ଅତି ସମ୍ବେଦନଶୀଳ ନିର୍ବାଚନ…

ଆସନ୍ତାକାଲି ୩୪ଟି ବୁଥରେ ହେବ ସାନି

ଆସନ୍ତାକାଲି ହେବ ସାନି ମତଦାନ । ବୁଥରେ ପହଞ୍ଚିଲେଣି ପୋଲିଂ ଅଧିକାରୀ । ତୃତୀୟ ପର୍ୟ୍ୟାୟର ୧୨ଟି ଏବଂ ଚତୁର୍ଥ ପର୍ୟ୍ୟାୟର ୨୨ଟି ବୁଥରେ ହେବ ପୁନଃ ଭୋଟିଂ । ସକାଳ ୭ଟାରୁ ଆରମ୍ଭ ହୋଇ ସଂଧ୍ୟା ୬ଟା ଯାଏ ଚାଲିବ ମତଦାନ ପ୍ରକ୍ରିୟା ।ରାଜ୍ୟରେ ତୃତୀୟ ଓ ଚତୁର୍ଥ ପର୍ୟ୍ୟାୟ ନିର୍ବାଚନ ବେଳେ ୧୧…

ଆଉ ହେବନି ସର୍ଭେରେ ଜାଲିଆତି

ଜୁନ୍ ମାସ ପହିଲାରୁ ହିତାଧୀକାରୀଙ୍କୁ କାର୍ୟ୍ୟାଦେଶ ପ୍ରଦାନ କରାଯିବ । ଏଥିପାଇଁ ସର୍ଭେ ବେଳେ ଏକ ନୂଆ ଉପାୟ ଆପଣେଇବ ପଂଚାୟତିରାଜ ବିଭାଗ ।ପଂଚାୟତିରାଜ ବିଭାଗର ସଚିବ ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଥିବା ଜଣାପଡ଼ିଛି ।ସର୍ଭେ ବେଳେ ନଷ୍ଟ ହୋଇଥିବା ଘରର ଜିଓ ଟାଗିଂ କରାଯିବ ।…