Odia News Portal
Yearly Archives

2019

ତତଲା କଡ଼େଇରେ ସିଝୁଛି ଓଡ଼ିଶା, ଟିଟିଲାଗଡ଼ ସବୁଠି ଉତ୍ତପ୍ତ ସହର

ଭୁବନେଶ୍ବର  : ରାଜ୍ୟରେ ଅଗ୍ନିବର୍ଷା। ତତଲା କଡ଼େଇରେ ସିଝୁଛି ଓଡ଼ିଶା। ଗତକାଳି ସବୁଠି ଉତ୍ତପ୍ତ ସହର ପାଲଟିଛି ଟିଟିଲାଗଡ଼। ଏଠାରେ ତାପମାତ୍ରା ୪୫.୫ ଡିଗ୍ରୀ ସେଲସିୟସ୍‌ ରେକର୍ଡ କରାଯାଇଛି। ସେହିପରି ୪୦ ଡିଗ୍ରୀ ଉପରେ ରାଜ୍ୟର ୧୦ ସହରର ତାତି। ବଲାଙ୍ଗୀର- ୪୪.୬ ଡିଗ୍ରୀ, ସୋନପୁର- ୪୪…

ଦେହ ବେପାର କରୁଥିବା ସମୟରେ ଧରା ପଡ଼ିଥିଲେ ଏହି ଅଭିନେତ୍ରୀ

୨୦୧୪ ମସିହା ଅଭିନେତ୍ରୀ ମିଷ୍ଟି ମୁଖର୍ଜୀ ଦେହ ବେପାର କରୁଥିବା ସମୟରେ ଧରା ପଡ଼ିଯାଇଥିଲେ। ତାହା ପୁଣି ଜଣେ ବ୍ୟକ୍ତିଙ୍କ ସହିତ ଆପତ୍ତିଜନକ ଅବସ୍ଥାରେ ଧରିପଡ଼ିଥିଲେ ମିଷ୍ଟି। ୨୦୧୪ ମସିହାରେ ବେଷ୍ଟର ଜିଏମ୍ ଏବଂ ଆଇଏଏସ୍ ଅଧିକାରୀ ଓପି ଗୁପ୍ତାଙ୍କ ପାଖକୁ ଓଶିବରା ସ୍ଥିତ ମୀରା ଟାଓ୍ବରର…

କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ଯାଳୟର ଯୁକ୍ତ ୩ ପରୀକ୍ଷା ଫଳ ପ୍ରକାଶିତ

କେନ୍ଦ୍ରାପଡା : କେନ୍ଦ୍ରାପଡ଼ା ସ୍ଵୟଂ ଶାସିତ ମହାବିଦ୍ୟାଳୟର ଯୁକ୍ତ ୩ ଡିଗ୍ରୀ ପରୀକ୍ଷା ଫଳ ପ୍ରକାଶ ପାଇଛି । କଳାରେ ପାସ୍ ହାର ୯୫.୭୩  ପ୍ରତିଶତ ରହିଥିବାବେଳେ ବାଣିଜ୍ଯରେ ୯୨.୩୩ ଓ ବିଜ୍ଞାନରେ ୯୫.୩୩ ପ୍ରତିଶତ ପାସ୍ ହାର ରହିଛି । କଳା ବା ଆର୍ଟସରେ ବେଷ୍ଟ ଗ୍ରାଜୁଏଟ ହୋଇଛନ୍ତି ଅଙ୍କିତା…

‘ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ହେବା ପାଇଁ ଯୋଗ୍ୟ’ : ବିଜେଡି ଉପ-ସଭାପତି ସୂର୍ଯ୍ୟ ନାରାୟଣ ପାତ୍ର

ଭୁବନେଶ୍ୱର : ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାରତର ପ୍ରଧାନମନ୍ତ୍ରୀ ହେବା ପାଇଁ ଯୋଗ୍ୟ। ଆଜି ଗଣମାଧ୍ୟମ ଆଗରେ ଏଭଳି ଚାଞ୍ଚଲ୍ୟକର ମନ୍ତବ୍ୟ ଦେଇଛନ୍ତି ବିଜେଡି ଉପ-ସଭାପତି ସୂର୍ଯ୍ୟ ନାରାୟଣ ପାତ୍ର। ସେ କହିଛନ୍ତି,“ବିଜୁ ପଟ୍ଟନାୟକଙ୍କୁ ପ୍ରଧାନମନ୍ତ୍ରୀ କରିବା ପାଇଁ ଥରେ କଥା…

ଆଇପିଏସ ଅଫିସର ରାଜୀବ କୁମାରଙ୍କୁ ଝଟକା

ଆଇପିଏସ ଅଫିସର ରାଜୀବ କୁମାରଙ୍କୁ ଝଟକା ଦେଇଛନ୍ତି ସୁପ୍ରିମକୋର୍ଟ। ରାଜୀବଙ୍କୁ ଗିରଫ ନ କରିବାକୁ ଫେବୃଆରୀ ୫ ତାରିଖରେ ସୁପ୍ରିମକୋର୍ଟ ଯେଉଁ ଆଦେଶ ଦେଇଥିଲେ ତାହା ଆଜି ଉଠାଇ ଦେଇଛନ୍ତି। ତେବେ ହାଇକୋର୍ଟରେ ଆଗୁଆ ଜାମିନ ପାଇଁ ତାଙ୍କୁ ୭ ଦିନ ସମୟ ଦେଇଛନ୍ତି ସୁପ୍ରିମକୋର୍ଟ। ଯଦି ୭ ଦିନ…

ମୋଦି ନେତା ନୁହଁନ୍ତି ଅଭିନେତା: ପ୍ରିୟଙ୍କା

ପ୍ରିୟଙ୍କା ଗାନ୍ଧୀ ଶୁକ୍ରବାର ମିର୍ଜାପୁରରେ ଜନତାଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ୍ କରିଥିଲେ । ପ୍ରିୟଙ୍କା କହିଥିଲେ ପ୍ରଧାନମନ୍ତ୍ରୀ ମୋଦି ନେତା ନୁହଁନ୍ତି ଅଭିନେତା । ଦୁନିଆର ସବୁଠାରୁ ବଡ ଅଭିନେତା ପ୍ରଧାନମନ୍ତ୍ରୀ ହେଲା । ଭଲ ହୋଇଥାନ୍ତା ଅମିତାଭ୍ ବଚ୍ଚନଙ୍କୁ…

ମହାତ୍ମା ଗାନ୍ଧୀ ରାଷ୍ଟ୍ରପିତା ଥିଲେ, କିନ୍ତୁ ପାକିସ୍ତାନ ରାଷ୍ଟ୍ରର :ବିଜେପି ପ୍ରବକ୍ତା

ମଧ୍ୟ ପ୍ରଦେଶ ବିଜେପି ପ୍ରବକ୍ତା ଅନିଲ ସୌମିତ୍ର ମହାତ୍ମା ଗାନ୍ଧୀଙ୍କ ଉପରେ ବିବାଦୀୟ ଟିପ୍ପଣୀ ଦେଇଛନ୍ତି । ଅନିଲ ସୌମିତ୍ର ନିଜ ଫେସବୁକ ପୋଷ୍ଟରେ ଲେଖିଛନ୍ତି- ରାଷ୍ଟ୍ରପିତା ଥିଲେ, କିନ୍ତୁ ପାକିସ୍ତାନ ରାଷ୍ଟ୍ରର । ଭାରତ ଦେଶରେ ତାଙ୍କ ଭଳି କୋଟି କୋଟି ପୁତ୍ର ଅଛନ୍ତି । କିଛି ଯୋଗ୍ୟ ତ…

କଂଗ୍ରେସ ପ୍ରାର୍ଥୀ ପ୍ରଧାନମନ୍ତ୍ରୀ ହେବା ଉଚିତ: ଗୁଲାମନବୀ

୨୦୧୯ ଯୁଦ୍ଧ ଜିତି କିଏ ରାଜଗାଦି ଅଳଙ୍କୃତ କରିବ ସେନେଇ କଳ୍ପନାଜଳ୍ପନା ଜାରି ରହିଛି । ଛୋଟ ଠାରୁ ବଡ଼ ରାଜନୈତିକ ଦଳ ଗୁଡ଼ିକ ସରକାର ଗଢ଼ିବା ପାଇଁ ଆଶାବାଦୀ । ମହାଯୁଦ୍ଧର ଫଳାଫଳ ଆସିବା ପୂର୍ବରୁ ପ୍ରଧାନମନ୍ତ୍ରୀ ପଦ ପାଇଁ ଚାଲିଛି ବିତର୍କ । ସମସ୍ତେ ନିଜକୁ ପ୍ରଧାନମନ୍ତ୍ରୀ ପଦ ପାଇଁ ସୁଯୋଗ…

ପରଦାକୁ ଆସିଲା ଫିଲ୍ମ ‘ଦେ ଦେ ପ୍ୟାର୍ ଦେ’

ଭୁବନେଶ୍ବର : ଫ୍ରାଇଡେ ରିଲିଜରେ ଆଜି ପରଦାକୁ ଆସିଛି ‘ଦେ ଦେ ପ୍ୟାର୍ ଦେ’ । ୫୦ବର୍ଷରେ ପଦାର୍ପଣ କରିସାରିଥିବା ଜଣେ ବ୍ୟକ୍ତି ବିବାହ ପାଇଁ ତାଙ୍କ ସମବୟସ୍କ ମହିଳାଙ୍କୁ ଖୋଜିବା କାହାଣୀକୁ ନେଇ ଫିଲ୍ମଟି ନିର୍ମାଣ କରାଯାଇଛି । ଟି-ସିରିଜ ବ୍ୟାନରରେ ମୁକ୍ତିଲାଭ କରିଥିବା ଏହି ଫିଲ୍ମର…

ମାର୍ଶାଘାଇରେ ମଦ ଦୋକାନ ଭଙ୍ଗାରୁଜା

କେନ୍ଦ୍ରାପଡ଼ା  : ଜିଲ୍ଲା ମାର୍ଶାଘାଇ ଥାନା ବଡ଼ପାଳ ସରକାରୀ ମଦ ଦୋକାନରେ ଭଙ୍ଗାରୁଜା । ବ୍ୟବସାୟିକ ଶତ୍ରୁତାକୁ କେନ୍ଦ୍ର କରି ୩୦ରୁ ୪୦ ଯୁବକ ସଂଘବଦ୍ଧ ଭାବେ ଭଙ୍ଗାରୁଜା କରିଥିବା ଜଣାପଡ଼ିଛି । ହିଂସାକାଣ୍ଡରେ ପ୍ରାୟ ୭ ଲକ୍ଷରୁ ଅଧିକ ଟଙ୍କାର ବିଦେଶୀ ମଦ ନଷ୍ଟ ହେବା ସହ ନଗଦ ୫ ଲକ୍ଷରୁ…