Odia News Portal
Yearly Archives

2019

ଦୋକାନ ଉପରକୁ ବୋମାମାଡ, ଜଣେ ଆହତ

ଭଞ୍ଜନଗର : ପୁଣି ଫୁଟିଲା ବୋମା। ଏକ ଦୋକାନ ଉପରକୁ ଦୁର୍ବୃତ୍ତମାନେ ବୋମାମାଡ କରିଛନ୍ତି। ଏଥିରେ ଜଣେ ଆହତ ହୋଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଛି। ଅଭିଯୋଗ ଅନୁଯାୟୀ, ଗତକାଲି ରାତି ପ୍ରାୟ ୧୦ଟା ବେଳେ ଦୁଇ ଜଣ ଦୁର୍ବୃତ୍ତ ଏକ ବାଇକରେ ଆସି ଏକ…

ପ୍ରେମ ସମ୍ପର୍କକୁ ମିଳିଲାନି ସ୍ବୀକୃତି : ବିଷପିଇ ଅତ୍ମହତ୍ୟା କଲେ ପ୍ରେମୀ ଯୁଗଳ

ସୁବର୍ଣ୍ଣପୁର :  ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ବଲାରଙ୍ଗା ଗାଁରେ ଅଭାବନୀୟ ଘଟଣା ଘଟିଛି  । ବିଷପିଇ ପ୍ରେମୀ ଯୁଗଳ ଅତ୍ମହତ୍ୟା କରିଛନ୍ତି  । ଚିକିତ୍ସାଧିନ ଅବସ୍ଥାରେ ସୋନପୁର ମୁଖ୍ୟ ଡାକ୍ତରଖାନାରେ ଉଭୟଙ୍କ ମୃତ୍ୟୁ ହୋଇଛି  । ଗାଁରେ ଜଣେ ନାବାଳିକୁ ଗାଁର ଅନ୍ୟ ଜଣେ ଯୁବକ ପ୍ରେମ…

ଟିଭିଏସ୍ ଦେଉଛି ଅଫର, ଆସନ୍ତୁ ଜାଣିବା ….

ଦେଶର ଅଗ୍ରଣୀ ମୋଟରସାଇକେଲ ନିର୍ମାତା ଟିଭିଏସ୍ ମୋଟର ସାଇକେଲ ଗ୍ରାହକଙ୍କ ପାଇଁ ଏବେ ଆକର୍ଷଣୀୟ ଅଫର ଦେଉଛି। ଯେଉଁମାନେ ଦୀର୍ଘ ବର୍ଷରୁ ମୋଟର ସାଇକେଲଟିଏ କିଣିବାକୁ ଚାହୁଁଛନ୍ତି ହେଲେ ଅର୍ଥାଭାବରୁ କ୍ରୟ କରିପାରୁନାହାନ୍ତି ସେମାନଙ୍କ ପାଇଁ ଅଫର ଅପୂର୍ବ ସୁଯୋଗ ସୃଷ୍ଟି କରିଛି। ମାତ୍ର ୪…

ଅଭିନନ୍ଦନଙ୍କ ବୀରତ୍ଵର କାହାଣୀ ପଢିବେ ଛାତ୍ର-ଛାତ୍ରୀ

ଜୟପୁର : ପୁଲଓ୍ଵାମା ହମଲା ପରେ ପାକିସ୍ତାନ ବିରୋଧରେ ହୋଇଥିବା ବାଲାକୋଟ୍ ଏୟାର ଷ୍ଟ୍ରାଇକ ଉପରେ କଂଗ୍ରେସ ଅନେକ ପ୍ରଶ୍ନ କରୁଥିଲେ ମଧ୍ୟ କଂଗ୍ରେସ ଶାସିତ  ରାଜସ୍ଥାନ ମାଧ୍ୟମିକ ଶିକ୍ଷା ବୋର୍ଡର ଏକ ପୁସ୍ତକରେ ଶତ୍ରୁ ଦେଶ ଯାଇ ନିଜର ଅଦ୍ୟମ ସାହାସ ଓ ଧୈର୍ଯ୍ୟ ଦେଖାଇଥିବା ଅଭିନନ୍ଦନଙ୍କ…

ମୋଦି ‘ରାଫେଲ ଚୁକ୍ତି’ର ଦଲାଲ: ସିଦ୍ଧୁ

ପୁଣି ଥରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଛନ୍ତି ପଂଜାବର ମନ୍ତ୍ରୀ ନବଜୋତ ସିଂହ ସିଦ୍ଧୁ । ସେ କହିଛି, “ମୁଁ ନରେନ୍ଦ୍ର ମୋଦିଙ୍କ ‘ନା ଖାଇବି ନା ଖାଇବାକୁ ଦେବି’ ବୟାନକୁ ନେଇ ଚ୍ୟାଲେଂଜ କରୁଛି । ଯଦି ମୁଁ ହାରିଯାଉଛି, ତେବେ ସବୁଦିନ ପାଇଁ ରାଜନୀତି ଛାଡିଦେବି । ମୋଦି ବର୍ଷ…

ପ୍ରଚାର ସମୟକୁ କମାଇ ମୋଦି ଓ ଶାହାଙ୍କୁ ଉପହାର ଦେଲେ ନିର୍ବାଚନ କମିସନ: ମମତା

ପଶ୍ଚିମବଙ୍ଗରେ ନିର୍ବାଚନ ପ୍ରଚାର ସମୟକୁ କମାଇବା ପରେ ତେଜିଲା ରାଜନୀତି। ସମସ୍ତ ବିରୋଧୀ ଦଳ ଏହାକୁ ତୀବ୍ର ନିନ୍ଦା କରିବା ସହ ନିର୍ବାଚନ କମିସନ ବିଜେପିକୁ ସୁହାଇବା ଭଳି ନିଷ୍ପତ୍ତି ନେଇଥିବା ଅଭିଯୋଗ କରିଛନ୍ତି। ଏହି ନିଷ୍ପତ୍ତି ମୋଦି ଓ ଶାହାଙ୍କୁ ନିର୍ବାଚନ କମିସନଙ୍କ ଉପହାର ବୋଲି…

ଚିନ୍ତାରେ ରଣବୀର କପୁର

ଚିନ୍ତାରେ ରଣବୀର କପୁର । ଏହାର କାରଣ ହେଉଛି ତାଙ୍କର ଆଗାମୀ ଫିଲ୍ମ ‘ବ୍ରହ୍ମାସ୍ତ୍ର’ । ରଣବୀର କପୁର ତାଙ୍କ ଅଭିନୀତ ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ରିଲିଜ୍ ତାରିଖ ଘୁଞ୍ଚିଥିବାରୁ ଚିନ୍ତାରେ ଅଛନ୍ତି। ରଣବୀରଙ୍କ ପୂର୍ବ ସିନେମା ‘ସଂଜୁ’ ରିଲିଜ୍ ହେବାର ବର୍ଷକରୁ ଅଧିକ ସମୟ ହୋଇଗଲାଣି। ଆଉ…

ପୁଣି ଥରେ ମୋଦି: ରାମଦେବ

ଯୋଗଗୁରୁ ବାବା ରାମଦେବ ବଡ ବୟାନ ଦେଇଛନ୍ତି । ରାମଦେବ କହିଛନ୍ତି, ମେ ୨୩ର ଫଳାଫଳ ଦେଶବାସୀଙ୍କ ପାଇଁ ମହତ୍ତ୍ୱପୂର୍ଣ୍ଣ ହେବାକୁ ଯାଉଛି । କାରଣ ଦେଶରେ ପୁଣିଥରେ ସରକାର ଗଢିବାକୁ ଯାଉଛି ଏନଡିଏ । ଏହାସହ ରାମଦେବ କହିଛନ୍ତି, ମେ ୨୩ରେ ଆସିବାକୁ ଥିବା ଫଳାଫଳ କିଛି ନେତାଙ୍କର ବ୍ଲଡ ପ୍ରେସର…

ଅନ୍ତର୍ଜାତୀୟ କେନ୍ଦ୍ର ଗଠନ ଲାଗି ନବୀନଙ୍କ ପ୍ରସ୍ତାବ

ଭୁବନେଶ୍ବର()  ମିଳିତ ଜାତିସଂଘ, ୱାର୍ଲ୍ଡ ବ୍ୟାଙ୍କ୍, ଏସିଆନ୍ ଡେଭେଲପ୍ମେଂଟ ବ୍ୟାଙ୍କର କର୍ମକର୍ତାମାନେ ଫୋନିର ପରବର୍ତୀ ସ୍ଥିତି ନେଇ ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ଅର୍ଥ ମନ୍ତ୍ରାଳୟର ଅର୍ଥନୈତିକ ବ୍ୟାପାର ବିଭାଗ ନେତୃତ୍ୱରେ ଏହି ବୈଠକ ହୋଇଥିଲା । ଏହି…

ପୁଲଓ୍ୱାମାରେ ପୁଣି ଆତଙ୍କୀ ହମଲା

ଜମ୍ମୁ କଶ୍ମୀରର ପୁଲଓ୍ୱାମାରେ ସୁରକ୍ଷା କର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ଜଣେ ଯବାନ ସହିଦ ହୋଇଥିବାବେଳେ ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଆତଙ୍କବାଦୀ ଲୁଚିଥିବା ଖବର ପାଇଁ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା ସେନା । ଲୁଚିଥିବା ଆତଙ୍କବାଦୀମାନେ ଯବାନଙ୍କ…