Odia News Portal
Yearly Archives

2019

ମୋଦି ଏବଂ ଶାହଙ୍କୁ ମମତାଙ୍କ ଚେତାବନୀ

ପଶ୍ଚିମବଙ୍ଗରେ ଆଜି ଶେଷ ନିର୍ବାଚନ ପ୍ରଚାର ହେବାକୁ ଯାଉଥିବା ବେଳେ ବଙ୍ଗଳାରେ ୯ ଟି ସିଟରେ ଆଜି ରାତି ୧୦ ଟା ଠାରୁ ନିର୍ବାଚନ ପ୍ରଚାର ଶେଷ ହେବାକୁ ଯାଉଛି ।ନିର୍ବାଚନ କମିଶନଙ୍କ ଆକଟ ପରେ ମମତା ବାନାର୍ଜୀ ନିଜ ରଣନୀତିକୁ ବଦଳାଇବାର ଦେଖାଯାଇଛି । ଶୁକ୍ରବାରକୁ ହେବାକୁ ଯାଉଥିବା ରାଲିକୁ…

ପାକିସ୍ତାନ କ୍ରିକେଟ୍ ତାରକାଙ୍କୁ ବିବାହ କରିବେ ଏହି ଅଭିନେତ୍ରୀ

ବଲିଉଡ ଅଭିନେତ୍ରୀ ଜରିନ୍ ଖାନ ପାକିସ୍ତାନୀ କ୍ରିକେଟ ତାରକାଙ୍କୁ ବିବାହ କରିବେ।ଜରିନ୍ ଖାନ ଓ ଫଖର ଜମାନ ଏବେ ତାଙ୍କ ରିଲେସନସିପକୁ ନେଇ ବେଶ ଚର୍ଚ୍ଚାରେ ଅଛନ୍ତି। ଉଭୟଙ୍କ ଲିଙ୍କ ଅପ୍ ଖବର ଇଣ୍ଡଷ୍ଟ୍ରିରେ ହଇଚଇ ସୃଷ୍ଟି କରିଛି। ଏହା ପୂର୍ବରୁ ମଧ୍ୟ ଜରିନ୍ଙ୍କ ନାଁ ସାହିଦ୍ ଆଫ୍ରିଦିଙ୍କ ସହ…

ନବୀନଙ୍କୁ ଶାହାଙ୍କର ପ୍ରଶଂସା

ଭୁବନେଶ୍ବର : କାଲି ଯାଏଁ ଥିଲେ ପୋଡ଼ା ଟ୍ରାନ୍ସଫର୍ମର । କିନ୍ତୁ ଏବେ ପୋଡ଼ା ଟ୍ରାନ୍‌ସଫରରେ ବିଜୁଳି ଜଳିଲା । ବାତ୍ୟା ବିଧ୍ବସ୍ତ ଅଞ୍ଚଳରେ ଅଧିକାଂଶ ଟ୍ରାନ୍‌ସଫରମର ମାଟିରେ ଶୋଇଯାଇଥିବା ବେଳେ ଆଜି ନବୀନଙ୍କ ଉପସ୍ଥିତିରେ ପୁରୀରେ ବିଜୁଳି ଜଳିଛି । ଆଉ ଠିକି ଏତିକିବେଳେ ବିଜେପି ସଭାପତି…

ବାତ୍ୟା ବିପନ୍ନଙ୍କୁ ସହାୟତାର ହାତ ବଢ଼ାଇଲେ ଯାତ୍ରା କଳାକାର

ଜଗତସିଂହପୁର : ଜଗତସିଂହପୁର ଜିଲାର କଂଟାପଡା ଓ ଆଳିପିଙ୍ଗଳ ଠାରେ ବାତ୍ୟାରେ କ୍ଷତିଗସ୍ତ ହୋଇଥିବା ବିପନ୍ନ ମାନଙ୍କୁ ଓଡିଶା ଯାତ୍ରା କଳାକାର ଓ କର୍ମଚରୀ ସଂଘ ପକ୍ଷରୁ ପଲିଥିନ ଓ ବାସନ ସାମଗ୍ରୀ ଆଦି ବଂଟନ କରା ଯାଇଛି । ଏହି ଅବସରରେ ସଂଘର ସଂପାଦକ ଆର.କେ ହିରାଲାଲଙ୍କ ସହ ଯାତ୍ରା…

ଶିଖର ଧୱନ ବ୍ୟାଟ୍ ଛାଡି ଧରିଲେ ବଂଶୀ

ଦେଢ ମାସ ହେଲା ଚାଲିଥିବା ଆଇପିଏଲ୍ ୨୦୧୯ ସରିବା ପରେ ଏବେ ସବୁ କ୍ରିକେଟ ପ୍ରେମୀ ବିଶ୍ୱକପ୍‌କୁ ଅପେକ୍ଷା କରି ରହିଛନ୍ତି । କିଛି ସପ୍ତାହ ପରେ ଆରମ୍ଭ ହେବାକୁ ଥିବା କ୍ରିକେଟର ମହାକୁମ୍ଭ ପାଇଁ ସବୁ ଟିମ୍ ନିଜ ନିଜର ପ୍ରସ୍ତୁତିରେ ଲାଗିପଡିଛନ୍ତି । ଏହି ମାମଲାରେ ଟିମ୍ ଇଣ୍ଡିଆ ମଧ୍ୟ…

ପୁରୀ ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କଲେ ସ୍ୱତନ୍ତ୍ର ପ୍ୟାକେଜ

ବାତ୍ୟା ଫନି ପ୍ରଭାବିତ ପୁରୀକୁ ବିଶ୍ୱସ୍ତରୀୟ ଐତିହ୍ୟ ସହର ଭାବରେ ଗଢ଼ାଯିବ । ଆଜି ପୁରୀରେ କ୍ଷୟକ୍ଷତି ଓ ପୁନରୁଦ୍ଧାର ଅଗ୍ରଗତିର ସମୀକ୍ଷା ପରେ ଏହି ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସ୍ୱତନ୍ତ୍ର ସହାୟତା ପ୍ୟାକେଜ ବି ଘୋଷଣା କରିଛନ୍ତି । ପ୍ରତି ପରିବାରକୁ ୧୦ଦିନରେ…

ଆଂଚଳିକ ଦଳ ଉପରେ ନିର୍ଭରଶୀଳ ବିଜେପି: ପିସିସି ସଭାପତି

ବାତ୍ୟା ସ୍ଥିତିର ମୁକାବିଲା ନେଇ ନବୀନଙ୍କୁ ମୋଦିଙ୍କ ପ୍ରଶଂସା । ନିର୍ବାଚନ ବେଳେ ପରସ୍ପର ବିରୋଧରେ ବିଷୋଦଗାର କରୁଥିବା ନବୀନ ଏବଂ ମୋଦିଙ୍କ ଏହି ଭାବଗତ ଆଦାନ ପ୍ରଦାନକୁ ଭିନ୍ନ ଦୃଷ୍ଟିରେ ଦେଖିଛନ୍ତି ପିସିସି ସଭାପତି । ସେ କହିଛନ୍ତି ଆଂଚଳିକ ଦଳକୁ ଆଖେଇଛି ବିଜେପି । କଂଗ୍ରେସ ପ୍ରଶ୍ନ…

କ୍ୟାନ୍ସର ରୋଗରେ ଆକ୍ରାନ୍ତ ଏହି ଓଡିଆ ଅଭିନେତ୍ରୀ

ଓଡ଼ିଆ ଟେଲିଭିଜନ ଅଭିନେତ୍ରୀ ରାଜେଶ୍ୱରୀ ରାୟ ମହାପାତ୍ରଙ୍କୁ କ୍ୟାନସର ହୋଇଛି। ସେ ତାଙ୍କ ଫେସବୁକ ପେଜରେ ଏହି ବିଷୟରେ ସୂଚନା ଦେଇଛନ୍ତି। ନିଜର ଫେସବୁକ ପେଜରେ ଦୁଇଟି ଫଟୋ ଶେୟାର କରି ସେ ଲେଖିଛନ୍ତି- “ମୁଁ ବ୍ରେନ୍ (ମସ୍ତିଷ୍କ) ଓ ଲଙ୍ଗ୍ (ଫୁସ୍ଫୁସ୍) କ୍ୟାନସର ସହିତ ଲଢ଼େଇ କରୁଛି। ମୁଁ…

ରାଜ୍ୟରେ କାଳବୈଶାଖୀ ଆଶଙ୍କା

ଭୁବନେଶ୍ବର() ଆଗାମୀ ୫ ଦିନ ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ସମ୍ଭାବନା ରହିଛି । ବିଶେଷ କରି ୩ ଦିନ ଯାଏଁ କେନ୍ଦୁଝର, ମୟୁରଭଞ୍ଜ, କୋରାପୁଟ, କନ୍ଧମାଳ, ବୌଦ୍ଧ ଜିଲ୍ଲାବାସୀଙ୍କ ପାଇଁ କାଳବୈଶାଖୀ ସତର୍କତା ଜାରି କରିଛି ପାଣିପାଗ ବିଭାଗ । ଏହି ସମୟରେ ଘଡଘଡି ବର୍ଷା ହେବା ସହ…

ଧରାପଡିଲା ମୋାଦିଙ୍କ ଗୁମର କଥା

ଦିଲ୍ଲୀ ()  ନିର୍ବାଚନ ପାଇଁ ପ୍ରଚାର ଚାଲିଥିବା ବେଳେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଣ୍ଟରଭ୍ୟୁ ଦେବାରେ ବ୍ୟସ୍ତ ଅଛନ୍ତି । ମୋଦି ମେ ୧୧ ତାରିଖରେ ନ୍ୟୁଜ ଚ୍ୟାନେଲ News Nation କି ଏକ ଇଣ୍ଟରଭ୍ୟୁ ଦେଇଥିଲେ । ମୋଦିଙ୍କ ଇଣ୍ଟରଭ୍ୟୁ ସାମ୍ବାଦିକ ଦୀପକ ଚୌରସିୟା ନେଇଥିଲେ ।…