ଏଫଆଇଏଚ୍ ସିରିଜ୍ ଫାଇନାଲ୍ସ : ଆଜିଠୁ ଅନ୍ଲାଇନ୍ ଟିକେଟ୍ ବିକ୍ରି
ଭୁବନେଶ୍ୱର : ଓଡ଼ିଶା ହକି ପୁରୁଷ ୱାର୍ଲ୍ଡ କପର ସଫଳ ଆୟୋଜନ ପରେ ରାଜଧାନୀକୁ ପୁଣିଥରେ ହକି ଫିଭର୍ ଦେଖିବାକୁ ମିଳିବ। ଆସନ୍ତା ଜୁନ୍ ୬ ତାରିଖରୁ କଳିଙ୍ଗ ଷ୍ଟାଡିୟମରେ ଏଫଆଇଏଚ୍ ପୁରୁଷ ସିରିଜ୍ ଫାଇନାଲ୍ସ ଆରମ୍ଭ ହେବ। ଏହି ଟୁର୍ଣ୍ଣାମେଣ୍ଟ ପାଇଁ ମଙ୍ଗଳବାରଠାରୁ ଅନ୍ଲାଇନ୍ ଟିକେଟ୍ ବିକ୍ରି…
