ଚେନ୍ନାଇକୁ ହରାଇ ଚତୁର୍ଥ ଥର ପାଇଁ ଚାମ୍ପିୟନ ହେଲା ମୁମ୍ବାଇ
IPL୨୦୧୯ ର ହାଇ ଭୋଲ୍ଟେଜ ମ୍ୟାଚରେ ଚେନ୍ନାଇକୁ ୧ରନରେ ହରାଇ ଚତୁର୍ଥ ଥର ପାଇଁ ବିଜୟ କିତାବ ହାସଲ କରିଛି ମୁମ୍ବାଇ। ଶେଷ ଓଭରରେ ଚେନ୍ନାଇକୁ ବିଜୟ ପାଇଁ ୯ ରନର ଆବଶ୍ୟକତା ଥିବାବେଳେ, ଲସିଥ ମାଲିଙ୍ଗା ଶେଷ ବଲରେ ସାରଦୁଲ ଠାକୁରଙ୍କୁ ଆଉଟ କରି ମୁମ୍ବାଇ ପାଇଁ ଏହି ବିଜୟ ଲକ୍ଷ ହାସଲ କରିଥିଲେ।…
