Odia News Portal
Yearly Archives

2019

ଛାତ୍ରଙ୍କୁ ପଛରେ ପକାଇଲେ ଛାତ୍ରୀ, ସିବିଏସ୍‌ଇ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ : ଶାଲିନୀ ଓଡ଼ିଶା ଟପର୍‌

ଭୁବନେଶ୍ବର : ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ତାରି ଏଜୁକେସନ (ସିବିଏସ୍‌ଇ) ଦ୍ବାରା ପରିଚାଳିତ ବିଦ୍ୟାଳୟଗୁଡ଼ିକର ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥର ଓଡ଼ିଶା, ପଶ୍ଚିମବଙ୍ଗ, ଛତିଶଗଡ଼କୁ ନେଇ ଗଠିତ ଭୁବନେଶ୍ବର ଜୋନ୍‌ର ପରୀକ୍ଷାର୍ଥୀ ଭଲ ପ୍ରଦର୍ଶନ କରିଛନ୍ତି। ଜୋନ୍‌ରୁ…

ସୁପର ଓଭରରେ ହାଇଦ୍ରାବାଦକୁ ହରାଇଲା ମୁମ୍ବାଇ

ମୁମ୍ବାଇ : ଆଇପିଏଲ୍‌ର ୫୧ତମ ମ୍ୟାଚ୍‌ଟି ଆଜି ରୋମାଞ୍ଚକର ଭାବେ ଶେଷ ହୋଇଛି । ମ୍ୟାଚ୍‌ ‘ଟାଇ’ ରହିବା ପରେ ସୁପର ଓଭର ଖେଳରେ ସନରାଇଜର୍ସ ହାଇଦ୍ରାବାଦକୁ ମୁମ୍ବାଇ ଇଣ୍ଡିଆନ୍ସ ପରାସ୍ତ କରିଛି । ମ୍ୟାଚ୍‌ରେ ନିର୍ଦ୍ଧାରିତ ଓଭର ମଧ୍ୟରେ ଉଭୟ ଦଳ ୧୬୨ ରନ୍‌ କରିଥିଲେ । ୧୬୩ ରନ୍‌ର ବିଜୟ…

କେମିତି ଫନୀରୁ ରକ୍ଷା ପାଇବା ! ଆସନ୍ତୁ ଜାଣିବା କିଛି …

ଏବେ ଧିରେ ଧିରେ ଭୂ-ଭାଗ ଆଡକୁ ଅଗ୍ରସର ହେଉଛି ସାମୁଦ୍ରିକ ଝଡ ଫନୀ । ସମୁଦ୍ରରେ ବାତ୍ୟାର ଗତି ଧିମା ରହିଛି, ହେଲେବି ଫନୀର ଫଣା ମେଲିବାରେ  ଲାଗିଛି ।  ଯାହାର ଆତଙ୍କ ଏବେ  ଦକ୍ଷିଣରୁ ଦିଲ୍ଲୀ ପର୍ଯ୍ୟନ୍ତ ଅନୁଭୂତ ହେଉଛି । ପ୍ରଥମରୁ ବାତ୍ୟାକୁ ନେଇ ଦୁଇଟି ରାଜ୍ୟ ଉପରେ ବିପଦ ଆଶଙ୍କା…

ଏୟାର ଡ୍ରପିଙ୍ଗ ପାଇଁ କଳିଙ୍ଗ ଷ୍ଟାଡିୟମରେ ଚାଲିଛି ଶୁଖିଲା ଖାଦ୍ୟ ପ୍ରସ୍ତୁତ

ଭୁବନେଶ୍ବର : ଏକ୍ସଟ୍ରିମ୍‌ଲି ସିରିଅସ୍ ସାଇକ୍ଲୋନିକ୍ ଷ୍ଟର୍ମ ଫୋନି ଆଶଙ୍କାକୁ ନେଇ ରିଲିଫ ଯୋଗାଣ ପାଇଁ ପ୍ରଶାସନିକ ସ୍ତରରେ ଯୋଜଦାର ପ୍ରସ୍ତୁତି ଚାଲିଛି। ଓଡ଼ିଶା ବିପର୍ଯ୍ୟୟ ପ୍ରଶମନ ବିଭାଗ ଓ ଯୋଗଣ ବିଭାଗ ପକ୍ଷରୁ  ଭୁବନେଶ୍ବର ଓ କଳିଙ୍ଗ ଷ୍ଟାଡିଅମ୍‌ରେ ଖାଦ୍ୟ ଓ ଅତ୍ୟାବଶ୍ୟକୀୟ…

ଶକ୍ତି ବିଭାଗର ବଡ ନିଷ୍ପତ୍ତି,ଜାଣନ୍ତୁ …

ଆସନ୍ତାକାଲି ସକାଳ ୮ଟାରୁ ୧୦ଟା ମଧ୍ୟରେ ପୁରୀରେ ମାଡ ହେବ ବାତ୍ୟା ଫୋନି । ଏହାସହ ଦିନ ୧୨ଟା ଯାଏଁ ବାତ୍ୟାର ପ୍ରଭାବ ଉପକୂଳବର୍ତ୍ତୀ ଜିଲ୍ଲାରେ ଅନୁଭୁତ ହେବ । ଏବେ ପୁରୀ ଠାରୁ ୩୨୦ କିଲୋମିଟର ଦୂରରେ ଏବଂ ବିଶାଖାପାଟଣା ଠାରୁ ୧୭୦ କିଲୋମିଟର ଦୂରରେ ବାତ୍ୟାର ଅବସ୍ଥିତି ରହିଛି । ବାତ୍ୟା…

ବାତ୍ୟା ମୁକାବିଲା ପାଇଁ ଅଣ୍ଟା ଭିଡିଲା ବିଏମସି

ଭୁବନେଶ୍ବର: ବାତ୍ୟାର ଭାୟବହତାକୁ ଦୃଷ୍ଟିରେ ରଖି ଆଜି ସନ୍ଧ୍ୟାରୁ ଭୁବନେଶ୍ବର ମହାନଗର ନିଗମ ଅଂଚଳରେ ସ୍ଥାନାନ୍ତରଣ ପ୍ରକ୍ରିୟା ଆରମ୍ଭ ହେବ । ଭୁବନେଶ୍ବର ମହାନଗର ନିଗମ ଅଂଚଳରେ ବିପଦ ଶଙ୍କୁଳ ଅବସ୍ଥାରେ ଥିବା ପ୍ରାୟ ୫୦ ହଜାର ଲୋକଙ୍କ ସ୍ଥାନାନ୍ତର କରାଯିବ । ଫ୍ରି କିଚେନ ମାଧ୍ୟମରେ ମିଳିବ…

‘ଫୋନି’ ଭୟରେ ୧୧ ଲକ୍ଷରୁ ଅଧିକ ଲୋକ ସ୍ଥାନାନ୍ତରିତ

ଭୁବନେଶ୍ବର () ଭୟଙ୍କର ରୂପରେ ଫନି ଓଡିଶା ଉପକୂଳକୁ ମାଡି ଆସୁଥିବାରୁ ରାଜ୍ୟ ସରକାର ଜିରୋ କାଜୁଆଲିଟି ଲକ୍ଷ୍ୟ ନେଇ ବିପଦ ଶଙ୍କୁଳ ଅଞ୍ଚଳରେ ଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି । 15ଟି ଉପକୂଳ ଜିଲ୍ଲାରେ 11 ଲକ୍ଷ 54 ହଜାର 475 ଜଣ ଲୋକଙ୍କୁ…

‘ଫନି’ ପାଇଁ ୨ ଏବଂ ୩ ତାରିଖ ବିମାନ ସେବା ବନ୍ଦ

ଆସନ୍ତାକାଲି ସକାଳ ୮ଟାରୁ ୧୦ ଭିତରେ ଲ୍ୟାଣ୍ଡଫଲ କରିବ ସାମୁଦ୍ରିକ ବାତ୍ୟା ‘ଫନି’। ଦିନ ୧୨ ଯାଏଁ ଲ୍ୟାଣ୍ଡଫଲ ପ୍ରକିୟା ଜାରି ରହିବ । ସମ୍ଭାବ୍ୟ ବାତ୍ୟା ‘ଫନି’କୁ ଦୃଷ୍ଟିରେ ରଖି ସତର୍କତା ଦୃଷ୍ଟିରୁ ବିମାନ ସେବାକୁ ବନ୍ଦ ରଖାଯାଇଛି । ଭିସ୍ତାରା ପକ୍ଷରୁ ୨ ଏବଂ ୩ ତାରିଖ ପାଇଁ ବାତ୍ୟା…

ଫୋନି’ ପାଇଁ +୨ ମୂଲ୍ୟାୟନ ବନ୍ଦ ରହିବ

ବାତ୍ୟା ‘ଫୋନି’ ପାଇଁ ପ୍ରଭାବିତ ଜିଲ୍ଲା ଗୁଡ଼ିକରେ କାଲିଠୁ +୨ ମୂଲ୍ୟାୟନ ବନ୍ଦ ରହିବ। କିନ୍ତୁ ପ୍ରଭାବିତ ହେବାକୁ ନ ଥିବା ଜିଲ୍ଲାରେ ମୂଲ୍ୟାୟନ ପୂର୍ବପରି ଚାଲିବ। ୪ ତାରିଖ ପରେ ବାତ୍ୟା ସ୍ଥିତି ଦେଖି ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ। ଏ ନେଇ ସୂଚନା ଦେଇଛନ୍ତି CHSE ଉପପରୀକ୍ଷା…

ଫୋନି ପାଇଁ ଗର୍ଭବତୀ ମହିଳାଙ୍କୁ ସ୍ଥାନାନ୍ତରଣ

ଭୁବନେଶ୍ବର()   ସାରା ବିଶ୍ୱର ନଜର ବାତ୍ୟା ଫୋନି ଉପରେ ରହିଛି । ଏହା ଏକ୍ସଟ୍ରିମଲି ସିଭିୟର ସାଇକ୍ଲୋନିକ ଷ୍ଟର୍ମର ରୂପ ନେଇସାରିଛି । ତେବେ ରାଜ୍ୟରେ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଅନେକ ପଦକ୍ଷେପ ନିଆଯାଇଛି ।ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶାଳୟରେ ୨୪ ଘଂଟିଆ କଣ୍ଟ୍ରୋଲ ରୁମ ଚାଲିଛି । ଲୋକଙ୍କ…