Odia News Portal
Yearly Archives

2019

ବିଜେପି ଦଳ ପାଇଁ ଓଡିଶାବାସୀ ନୁହେଁ ଓଡିଶାବାସୀଙ୍କ ଭୋଟ ମୂଲ୍ୟବାନ

ଭୁବନେଶ୍ବର () କେନ୍ଦ୍ରାପଡାରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦ୍ବିତୀୟ ଦିନ ପାଇଁ ରୋଡ ସୋ କରିଛନ୍ତି । ଏହି ଅବସରରେ ସେ ପଟ୍ଟାମୁଣ୍ଡାଇରେ ଏକ ନିର୍ବାଚନୀ ସଭାରେ ଉଦବୋଧନ ଦେଇ ବିଜେପିକୁ ଟାର୍ଗେଟ କରିଛନ୍ତି । ବିଜେପି ଦଳ ପାଇଁ ଓଡିଶାବାସୀଙ୍କ ସ୍ବାର୍ଥ ଗୁରୁତ୍ବପୂର୍ଣ୍ଣ ନୁହେଁ,…

ଭୋଟରଙ୍କୁ ପ୍ରଭାବିତ କରିବାକୁ ଟାଙ୍କା ବାଣ୍ଟୁଛନ୍ତି ବୈଜୟନ୍ତଙ୍କ ସହକାରୀ

ଭୁବନେଶ୍ବର () କେନ୍ଦ୍ରାପଡା ବିଜେପିର ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ଚାରି ଜଣ ସହଯୋଗୀ ଭୋଟରଙ୍କୁ ପ୍ରଭାବିତ କରିବାକୁ ଟାଙ୍କା ବାଣ୍ଟୁଛନ୍ତି । ଏହି ଚାରିଜଣ ସହଯୋଗୀ ଓ ସେମାନଙ୍କ ମୋବାଇଲକୁ ସର୍ଭେଇଲାନ୍ସରେ ରଖି ସେମାନଙ୍କ ନିର୍ବାଚନମଣ୍ଡଳୀରୁ ବାହାର କରିବାକୁ ବିଜେଡି ଦାବି…

ଚାଷୀ ବେଶରେ ବାବା ରାମଦେବ

ଯୋଗ, କୁସ୍ତି ଏବଂ ବ୍ୟବସାୟ କରି ଚର୍ଚ୍ଚାକୁ ଆସିଥିବା ବାବା ରାମଦେବ ଏବେ ଏକ ନୂଆ ଅବତାରରେ ସାମ୍ନାକୁ ଆସିଛନ୍ତି । ହରିଦ୍ୱାର ପତଞ୍ଜଳି ପୀଠ ନିକଟରେ ଥିବା ବିଲରେ ଗହମ କାଟିଛନ୍ତି ବାବା । ସୂଚନା ଅନୁସାରେ ହରିଦ୍ୱାରରେ ଥିବା ପତଞ୍ଜଳି ଯୋଗ ପୀଠରେ ସକାଳୁ ସକାଳୁ ମର୍ଣ୍ଣିଂ ୱାକରେ…

ବିଜେଡି ନେତ୍ରୀଙ୍କ ଗାଡ଼ିକୁ ବୋମାମାଡ଼

ଯାଜପୁର ଜିଲ୍ଲାରେ ବିଜେଡି ନେତ୍ରୀଙ୍କ ଗାଡିକୁ ବୋମାମାଡ଼ ଅଭିଯୋଗ । ୩୯ ନମ୍ବର ଜିଲ୍ଲା ପରିଷଦ ଜୋନ୍ ସଭ୍ୟା ସରୋଜିନୀ ରାଜଙ୍କ ଗାଡ଼ି ଉପରକୁ କେହି ଦୁର୍ବୃତ୍ତ ବୋମାମାଡ଼ କରିଥିବା କରିଥିଲେ । ଏଥିରେ ତାଙ୍କ ଗାଡ଼ି କ୍ଷତିଗ୍ରସ୍ତ ହୋଇଥିବା ବେଳେ ସେ ସାମାନ୍ୟ ଆହତ ହୋଇଛନ୍ତି । ସରୋଜିନୀ…

ବାଥଟବରେ ହଟ୍ ଲୁକ

କରିଶ୍ମା ଶର୍ମା ଅଧିକାଂଶ ସମୟ ନିଜ ବୋଲ୍ଡ ଲୁକ୍ ପାଇଁ ଚର୍ଚ୍ଚାରେ ଥାନ୍ତି। ପୁଣି ଥରେ ତାଙ୍କ ହଟ୍ ଅବତାରର ଫଟୋ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି। ୱେବ ସିରିଜ ରାଗିନୀ ଏମ୍ଏମ୍ଏସ୍ରୁ ସେ ଟିଭି ଇଣ୍ଡଷ୍ଟ୍ରିରେ ନିଜ ପରିଚୟ ତିଆରି କରିଥିଲେ। ଛୋଟ ପରଦାରୁ କ୍ୟାରିଅର ଆରମ୍ଭ କରିଥିବା…

ଡ଼ିପ୍ରେସନ୍ ରୂପ ନେଲା ‘ଫାନୀ’

ଆସନ୍ତା ୩୬ ଘଂଟା ମଧ୍ୟରେ ବାତ୍ୟାର ରୂପ ନେବ ‘ଫାନୀ’ ବୋଲି ସମ୍ଭାବନା ରହିଛି । ଉତ୍ତର ତାମିଲନାଡୁ ଓ ଦକ୍ଷିଣ ଆନ୍ଧ୍ର ଦେଇ ଗତି କରିବ ବାତ୍ୟା । ତେବେ ଓଡିଶାରେ ବାତ୍ୟାର ପ୍ରଭାବ ପଡିବନି ବୋଲି କହିଲେ ପାଣିପାଗ ବିଭାଗ । କିନ୍ତୁ ଏହାର ପ୍ରଭାବରେ ଦକ୍ଷିଣ ଓଡିଶାର ବିଭିନ୍ନ ସ୍ଥାନରେ ବର୍ଷା…

କାହିଁକି ରାଗିଗଲେ ବିଜେପି ନେତା ?

ଶିବରାଜଙ୍କ ହେଲିକପ୍ଟର ଉମରେଥରେ ଅବତରଣ କରିବାର ଥିଲା। କିନ୍ତୁ ତାଙ୍କୁ ଏଥିପାଇଁ ଅନୁମତି ମିଳିନଥିଲା। ଅପରାହ୍ନ ୫ଟା ମଧ୍ୟରେ ହିଁ ଶିବରାଜଙ୍କ ହେଲିକପ୍ଟର ଅବତରଣ କରିପାରିବ ଏବଂ ଏହି ସମୟ ଅତିକ୍ରମ କଲେ ଆଉ ଅନୁମତି ମିଳିବ ନାହିଁ ବୋଲି ଭୋପାଳ ଅଧିକାରୀମାନେ କହିବାପରେ ଏଥିରେ ଶିବରାଜ…

ବିପର୍ଯ୍ୟୟ ସମୟରେ ଦେଖା ମିଳିଲାନି, ଏବେ ଭୋଟ ପାଇଁ ଘନଘନ ଆସୁଛନ୍ତି ମୋଦି : ନବୀନ

ଜଗତସିଂହପୁର () ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଜଗତସିଂହପୁରରେ ପୁଣି ଥରେ ବିଜେପିକୁ ଟାର୍ଗେଟ କରିଛନ୍ତି । ଓଡିଶା ଓ ଓଡିଶାବାସୀଙ୍କ ବିକାଶ ବିଜେପି ପାଇଁ ମୁଲ୍ୟବାନ ନୁହେଁ । ଓଡିଶାବାସୀଙ୍କ ଭୋଟ ବିଜେପି ପାଇଁ ମୁଲ୍ୟବାନ ବୋଲି କହି ନବୀନ ବିଜେପିକୁ ସମାଲୋଚନା…

ନିର୍ବାଚନ ସମୟରେ ଅକ୍ଷୟଙ୍କ ସହ ଆଲୋଚନା କାହିଁକି ?

କେନ୍ଦ୍ରାପଡା () ଦେଶରେ ଏବେ ରାଜନୈତିକ ପାଣିପାଗ ଗରମ । କାରଣ 2019 ସାଧାରଣ ନିର୍ବାଚନ ସବୁ ରାଜନୈତିକ ଦଳ ପାଇଁ ସମ୍ମାନର ପ୍ରଶ୍ନ । ଏଭଳି ଏକ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଲିଉଡ ସୁପରଷ୍ଟାର ଅକ୍ଷୟ କୁମାରଙ୍କ ସହ ଅଣରାଜନୈତିକ ଆଲୋଚନା କାହିଁକି କଲେ । ଗତ କିଛି ମାସ ହେଲା…

ତ୍ରିବେଣୀ କପ୍ – ୨୦୧୯ ଉଦ୍ ଘାଟିତ କଲେ ପୂର୍ବତନ ପୁଲିସ ଡ଼ିଜି

ଭୁବନେଶ୍ବର : ସ୍ଥାନୀୟ ଆଇଆରସି ଭିଲେଜ୍ ସ୍ଥିତ ଏଲ୍ ଏଲ୍ ସି ସି ପଡ଼ିଆ ରେ ଗୁରୁବାର 'ତ୍ରିବେଣୀ କପ୍' ଟେନିସ୍ ବଲ୍ କ୍ରିକେଟ୍ ର ତ୍ରୟୋଦଶ ସଂସ୍କରଣ ଉଦ୍ ଘାଟିତ ହୋଇ ଯାଇଛି । ୨୫ରୁ ୨୮ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ୩୨ ଟି ଦଳ ଅଂଶଗ୍ରହଣ କରୁଛନ୍ତି ।…