Odia News Portal
Yearly Archives

2019

ବିଜେପି ଲୋକସଭା ପ୍ରାର୍ଥୀଙ୍କ ନାଁରେ ମାମଲା ରୁଜୁ

ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ନାଁରେ ମାମଲା ରୁଜୁ ।ଧର୍ମୀୟ ଭାବନା ଉପରେ ଆଘାତକୁ ନେଇ ମାମଲା ରୁଜୁ କରିଛନ୍ତି ଫ୍ଲାଇଂ ସ୍କ୍ବାର୍ଡ ଅଧିକାରୀ । ଜଗନ୍ନାଥଙ୍କ ନାଁ ନେଇ ପ୍ରଚାର କରୁଥିବା ଅଭିଯୋଗ ହୋଇଛି । ପୂର୍ବରୁ ଖୋଲା ଜିପ୍ ରେ ଜଗନ୍ନାଥଙ୍କୁ ଧରି ସମ୍ବିତ ପାତ୍ର ରୋଡ୍ ସୋ’…

ବିଜେପି ନେତାଙ୍କୁ ଜୋତା ମାଡ

ବିଜେପି ମୁଖପାତ୍ର ଜି.ବି.ଏଲ. ନରସିଂହା ରାଓଙ୍କୁ ଉପରକୁ ଜୋତା ଫିଙ୍ଗିଛନ୍ତି ଜଣେ ବ୍ୟକ୍ତି । ସାମ୍ବାଦିକ ସମ୍ମିଳନୀ ବେଳେ ନରସିଂହାଙ୍କ ଉପରକୁ ଜୋତା ଫିଙ୍ଗିଛନ୍ତି ଜଣେ ବ୍ୟକ୍ତି । ସୂଚନା ଅନୁସାରେ ଭାରତୀୟ ଜନତା ପାର୍ଟିର ମୁଖ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରୁଥିଲେ ବିଜେପି…

ଡବଲ ଇଞ୍ଜୀନ ଥିବା ରାଜ୍ୟରେ ବିଜେପି କାହିଁକି ହାରିଲା ?: ନବୀନ

ବାଙ୍କି () ବିଜେପିର ଡବଲ ଇଞ୍ଜୀନ ସରକାର ଦାବିକୁ କଟୁ ସମାଲୋଚନା କରିଛନ୍ତି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଡବଲ ଇଞ୍ଜୀନ ଥିବା ରାଜ୍ୟରେ ବିଜେପି କାହିଁକି ହାରିଲା ବୋଲି ପ୍ରଶ୍ନ କରିବା ସହ ମେ 23ରେ ଦିଲ୍ଲୀର ମେନ ଇଞ୍ଜୀନ ବି ଯିବ ବୋଲି କଟାକ୍ଷ କରିଛନ୍ତି…

ଅଚଳ ହେଲା ଇଭିଏମ, ବାତିଲ ହେଲା ନିର୍ବାଚନ

ଦ୍ୱିତୀୟ ପର୍ୟ୍ୟାୟରେ ଆଜି ସୁନ୍ଦରଗଡରେ ଭୋଟଗ୍ରହଣ ଚାଲିଥିବା ବେଳେ ରଙ୍ଗାଢିପାର ୨୧୩ ନମ୍ବର ବୁଥରେ ପ୍ରଥମେ ଇଭିଏମ ଅଚଳ ହେବା ନେଇ ଖବର ସାମ୍ନାକୁ ଆସିଥିଲା । ଭୋଟର ମାନେ ଲମ୍ବା ଲାଇନରେ ଛିଡା ହୋଇ ରହିଥିଲେ ମଧ୍ୟ ଠିକ୍ ହୋଇପାରିନଥିଲା ଇଭିଏମ । ଫଳରେ ମତଦାନ ନ କରି ଫେରି ଯାଇଥିଲେ ଭୋଟର ।…

ବିଜେପି ନେତାଙ୍କ ସ୍ୱାର୍ଥ ପାଇଁ ଓଡ଼ିଶା ତାର ହକରୁ ବଞ୍ଚିତ ହେଉଛି : ନବୀନ

ଭୁବନେଶ୍ୱର ()  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାରାଥନ ପ୍ରଚାର । ତୃତୀୟ ପର୍ୟ୍ୟାୟ ପାଇଁ ପ୍ରଚାର କରୁଛନ୍ତି ନବୀନ । ଅନୁଗୁଳ, ଢେଙ୍କାନାଳ ଓ କଟକ ଜିଲ୍ଲାରେ ପ୍ରଚାର କରୁଛନ୍ତି । ଢେଙ୍କାନାଳର ପରଜଙ୍ଗ ଓ ଅନୁଗୁଳର ବନ୍ତଳା ନିର୍ବାଚନ ସଭାରେ ଜୋରଦାର ବର୍ଷିଛନ୍ତି ନବୀନ। ବିଜେପି…

କଟକରେ ନବୀନଙ୍କ ରୋଡ୍ ଶୋ

ସିଲଭର ସିଟିରେ ମେଗା ରୋଡ ସୋ’ କରିଛନ୍ତି ସୁପ୍ରିମୋ । କଟକ ସହରରେ ଜନ୍ମିତ ନବୀନ ହଜାର ବର୍ଷର ନଗରରେ ରୋଡ ସୋ’ କରିଛନ୍ତି । ପ୍ରାୟ ୪୩ଟି ଛକରେ ନବୀନ ରୋଡ ସୋ’ କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି ନବୀନ । ବିଜେଡି ସୁପ୍ରିମୋଙ୍କ ଟିକିଏ ଝଲକ ପାଇବା ପାଇଁ କଟକ ବିଭିନ୍ନ ଛକରେ…

ମୋଦିଙ୍କର ପତ୍ନୀ କି ପିଲା ନାହାନ୍ତି । ତେଣୁ ସେ ପରିବାରର ଗୁରୁତ୍ୱ ବୁଝି ପାରିବେ କେମିତି ? : ଶରଦ

ଏନ୍ସିପି ମୁଖ୍ୟ ଶରଦ ପାଓ୍ଵାର ଏମିତି କିଛି କହିଛନ୍ତି ଯାହା ହୁଏତ ମୋଦି ପ୍ରେମୀଙ୍କୁ ବାଧି ପାରେ । ହେଲେ ପାଓ୍ଵାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଖାଲି ଜବାବ ଦେଇଛନ୍ତି । କହିଛନ୍ତି, ମୋଦିଙ୍କର ପତ୍ନୀ କି ପିଲା ନାହାନ୍ତି । ତେଣୁ ସେ ପରିବାରର ଗୁରୁତ୍ୱ ବୁଝି ପାରିବେ କେମିତି ?…

କେନ୍ଦ୍ରମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

ଭୁବନେଶ୍ବର (): ନିର୍ବାଚନ କମିଶନଙ୍କ ତତ୍ବାବଧାନରେ କାର୍ଯ୍ୟରତ ସରକାରୀ ଅଧିକାରୀ ମାନଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୁର୍ବ୍ୟବହାର କରିବା ସହ ସେମାନଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରୁଛନ୍ତି । ଆଜି ବିଜେଡ଼ି ପକ୍ଷରୁ ଏକ ପ୍ରତିନିଧି ଦଳ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି…

ମାଓବାଦୀଙ୍କ ଆକ୍ରମଣରେ ଟଳିଲେ ପୋଲିଂ କର୍ମଚାରୀ

ଆସନ୍ତାକାଲି ହେବାକୁ ଥିବା ଭୋଟ ଗ୍ରହଣ ପାଇଁ ଯାଉଥିବା ଏକ ପୋଲିଂ ପାର୍ଟି ଉପରକୁ ମାଓବାଦୀ ମାନେ ଗୁଳି ମାଡ କରିବା ଫଳରେ ଜଣେ ପୋଲିଂ କର୍ମଚାରୀଙ୍କା ମର୍ମନ୍ତୁଦ ମୃତ୍ୟୁ ଘଟିଛି । ଫୁଲବାଣୀ ଜିଲ୍ଲା ଗୋଚ୍ଛାପଡା ନିକଟସ୍ଥ ବାରାଲା ଗ୍ରାମ ନିକଟରେ ଏହି ଘଟଣା ଘଟିଛି । ଗ୍ରାମ ରୋଜଗାର ସେବକ…

କାଲି ହେବ ୫ ଲୋକସଭା ଓ ୩୫ ବିଧାନସଭା ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା

ସରିଲା ପ୍ରଚାର, ଆସନ୍ତାକାଲି ଦ୍ୱିତୀୟ ପର୍ୟ୍ୟାୟ ମତଦାନ । ୫ଟି ଲୋକସଭା ଆସନ ଓ ୩୫ବିଧାନସଭା ଆସନ ପାଇଁ ହେବ ଭୋଟିଂ । ୫ ସଂସଦୀୟ କ୍ଷେତ୍ର ପାଇଁ ମଇଦାନରେ ଅଛନ୍ତି ୩୫ ସାଂସଦ ପ୍ରାର୍ଥୀ। ସେହିପରି ୩୫ ଟି ବିଧାନସଭା ଆସନ ପାଇଁ ଓ ୨୪୪ ବିଧାୟକ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ଏଥର…