Odia News Portal
Yearly Archives

2019

ମାଆମାନେ ହେଉଛନ୍ତି ବିକାଶର ଡବଲ୍‌ ଇଞ୍ଜିନ୍‌: ନବୀନ

ଆଜି ମୟୁରଭଞ୍ଜ ଏବଂ କେନ୍ଦୁଝର ଜିଲ୍ଲାରେ ବିଜେଡି ସୁପ୍ରିମୋ ତଥା ନବୀନ ପଟ୍ଟନାୟକଙ୍କ ନିର୍ବାଚନୀ ପ୍ରଚାର । ମୟୂରଭଞ୍ଜର ଜିଲ୍ଲାର ଠାକୁରମୁଣ୍ଡା ଠାରେ ଆୟୋଜିତ ସଭାରେ ଯୋଗଦେଇଛନ୍ତି ନବୀନ । ନିର୍ବାଚନୀ ପ୍ରଚାର ସଭାରେ ଜନତାଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନବୀନ…

ଜଣେ ଧମକ ଦେଲେ, ଆଉ ଜଣେ ସମଭ୍ରମତାର ସହ ସ୍ବାଗତ କଲେ

ଭୁବନେଶ୍ବର () ଅନେକ ସମୟରେ ରାଜନୈତିକ ମହଲରେ ଆଲୋଚନା ହୁଏ, ନବୀନ ପଟ୍ଟନାୟକ କାହିଁକି ଏବେ ବି ଲୋକପ୍ରିୟ ଏବଂ କ୍ରମାଗତ ଭାବେ କେମିତି 19 ବର୍ଷ ଧରି କ୍ଷମତାରେ ଅଛନ୍ତି । ଏହି ଭିଡିଓଟି ତାର ପ୍ରମାଣ । ଚାରି ଚାରି ଥରର ମୁଖ୍ୟମନ୍ତ୍ରୀଙ୍କୁ ନିର୍ବାଚନ କମିଶନଙ୍କ ଦ୍ବାରା ନିଯୁକ୍ତ ଫ୍ଲାଇଙ୍ଗ…

ରାଜଧାନୀରେ ମୋଦିଙ୍କ ରୋଡ୍ ସୋ’

ଭୁବନେଶ୍ବର () ରାଜଧାନୀ ରାଜରାସ୍ତାରେ ଶକ୍ତି ପ୍ରଦର୍ଶନ କଲା ବିଜେପି । ନିର୍ବାଚନୀ ପ୍ରଚାର ସମୟରେ ଓଡ଼ିଶାରେ ପ୍ରଥମ ଥର ପାଇଁ ଏଭଳି ଏକ ବିଶାଳ ରୋଡ୍ ସୋ କରିଛନ୍ତି ମୋଦି । ଏୟାରପୋର୍ଟରୁ ବାହାରିଥିବା ଏହି ରୋଡ୍ ସୋ ଗଙ୍ଗନଗର, ଓୟୁଏଟି ଦେଇ ବରମୁଣ୍ଡା ଅଭିମୁଖେ ଯାଇଛି । ମୋଦିଙ୍କ ବିଶାଳ…

ବିଜେପିର ଟଙ୍କିକିଆ ସ୍କିମ୍ ପ୍ରହସନ; ମିଛରେ ଚନ୍ଦ୍ରପୃଷ୍ଠକୁ ବି ନେଇଯିବେ

ଭୁବନେଶ୍ବର (): ଓଡ଼ିଶାବାସୀଙ୍କୁ ଟଙ୍କାକରେ ୫ କେଜି ଚାଉଳ, ଅଧ କିଲୋ ଡାଲି ଏବଂ ଲୁଣ ଦେବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିଶ୍ରୁତିର ଗୁମର ଖୋଲିଛି ବିଜୁ ଜନତା ଦଳ । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି, ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପରେ ଧର୍ମେନ୍ଦ୍ର ପ୍ରଧାନ…

୧୮ରୁ ଖରା ଛୁଟି

ଭୁବନେଶ୍ୱର() ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ତାପମାତ୍ରା ୪୦ ଡିଗ୍ରୀ ପାର ହେଲାଣି। ଦିନ ୯ଟା ବେଳକୁ ଖରା ଚାଇଁ ଚାଇଁ ଲାଗୁଛି। ରାସ୍ତା ଘାଟ ଶୂନ୍ଶାନ୍ ହୋଇଯାଉଛି। ଏହାକୁ ଲକ୍ଷ୍ୟ କରି ରାଜ୍ୟ ସରକାର ଆଗୁଆ ସ୍କୁଲ ଛୁଟି ଘୋଷଣା କରିଛନ୍ତି। ଏପ୍ରିଲ୍ ୧୮ ତାରିଖଠାରୁ ରାଜ୍ୟ…

୧୬ ରୁ ୨୦ ଯାଏଁ ରାଜ୍ୟରେ କାଳବୈଶାଖୀ ସମ୍ଭାବନା

ଭୁବନେଶ୍ୱର() ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ମଙ୍ଗଳବାର ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ଥିବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ମଙ୍ଗଳବାର ପ୍ରକାଶ ପାଇଛି । ପାଣିପାଗ ବିଭାଗ ପକ୍ଷରୁ ସୁନ୍ଦରଗଡ଼, ଝାରସୁଗୁଡା, ସମ୍ବଲପୁର, ଦେଓଗଡ଼, କେନ୍ଦୁଝର, ମୟୂରଭଞ୍ଜ ଓ…

ଓଡ଼ିଶାବାସୀଙ୍କୁ ପକ୍କା ଘର ଦେବାର ପ୍ରତିଶ୍ରୁତି ଦେଲେ ମୋଦି

ସମ୍ବଲପୁର() ଓଡ଼ିଶାରେ ନିର୍ବାଚନ ଚାଲିଥିବା ସମୟରେ ବାରମ୍ବାର ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ । ଏହି କ୍ରମରେ ଆଜି ସମ୍ବଲପୁର ସାଧାରଣ ସଭାରେ ଯୋଗଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସମ୍ବଲପୁରରେ ବିଜୟ ସଙ୍କଳ୍ପ ସମାବେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଓଡ଼ିଆରେ…

ବିଜେପୁରବାସୀ ମୋର ପରିବାର: ନବୀନ

ବରଗଡ() ଆସନ୍ତା ୧୮ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଦ୍ୱିତୀୟ ପର୍ୟ୍ୟାୟ ନିର୍ବାଚନ ପାଇଁ ରାଜ୍ୟର ପ୍ରମୁଖ ରାଜନୈତିକ ଦଳମାନେ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଲାଗିପଡିଥିବା ବେଳେ ବିଜେଡିର ମଙ୍ଗ ଧରିଛନ୍ତି ଖୋଦ୍ ଦଳର ସେନାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗତକାଲି ବଲାଙ୍ଗୀରରେ…

ଫ୍ଲାଇଙ୍ଗ ସ୍ବାର୍ଡର ଅଧିକାରୀଙ୍କୁ ଧର୍ମେନ୍ଦ୍ରଙ୍କ ଧମକ

ଭୁବନେଶ୍ୱର () ଦେଖନ୍ତୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବ୍ୟବହାର । ନିର୍ବାଚନ ପ୍ରଚାର ସମୟରେ ଫ୍ଲାଇଙ୍ଗ ସ୍ବାର୍ଡର ଅଧିକାରୀଙ୍କୁ କିଭଳି ଧମକ ଦେଉଛନ୍ତି । ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ପ୍ରବଳ ଭାଇରାଲ ହୋଇଛି । ଭିଡ଼ିଓକୁ କିଏ ଉତ୍ତୋଳିତ କରିଛନ୍ତି ଆଉ କେଉଁ…

ଦେଶ ଛାଡ଼ି ୩୬ ବ୍ୟବସାୟୀ ପାର୍‌ , ଆସନ୍ତୁ ଜାଣିବା ..

 ନୂଆଦିଲ୍ଲୀ : ନିରବ ମୋଦୀ ଓ ବିଜୟ ମାଲ୍ୟାଙ୍କ ଭଳି ୩୬ ଜଣ ବ୍ୟବସାୟୀ ଦେଶ ଛାଡ଼ି ପଳାଇଛନ୍ତି। ସେମାନଙ୍କ ବିରୋଧରେ ଦେଶରେ ଅପରାଧିକ ମାମଲା ରହିଛି ବୋଲି ଏକ ଅଦାଲତକୁ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଜଣାଇଛି। ଅଗଷ୍ଟା ୱେଷ୍ଟଲ୍ୟାଣ୍ଡ୍ ଭିଭିଆଇପି ହେଲିକପ୍ଟର କିଣାରେ ହୋଇଥିବା…