୨ ସାଂସଦ ଓ ୬ ବିଧାୟକଙ୍କୁ ବହିଷ୍କାର କଲେ ବିଜେଡି ସଭାପତି
ଭୁବନେଶ୍ୱର : ଦଳୀୟ ଟିକେଟରୁ ବଞ୍ଚିତ ହୋଇ ଅନ୍ୟ ଦଳରେ ଯୋଗ ଦେଇଥିବା ୧୬ଜଣ ବିଜେଡି ନେତାଙ୍କ ବିରୋଧରେ ଆଜି ଦଳ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ହୋଇଛି। ଏହି ନେତାମାନଙ୍କୁ ବିଜେଡିରୁ ବହିଷ୍କୃତ କରାଯାଇଛି ଓ ଏମାନଙ୍କ ମଧ୍ୟରେ ଏବେ ୨ଜଣ ସାଂସଦ ଥିବାବେଳେ ୬ଜଣ ବିଧାୟକ ଅଛନ୍ତି ବୋଲି ଦଳର ରାଜ୍ୟ…
