Odia News Portal
Yearly Archives

2019

ମୋଦି ସମର୍ଥକଙ୍କ ନାଁରେ ଥାନାରେ ଏତଲା

ମୋଦି ସମର୍ଥକଙ୍କ ନାମରେ ଏତଲା ଦେଲେ କଂଗ୍ରେସ ପ୍ରାର୍ଥିନୀ ତଥା ବଲିଉଡ ଅଭିନେତ୍ରୀ ଉର୍ମିଲା ମାତୋଣ୍ଡକର । ମୁମ୍ବାଇର ବୋରିଭଲୀ ଥାନାକୁ ଯାଇ ମୋଦି ସମର୍ଥକଙ୍କ ନାମରେ ମାମଲା ରୁଜୁ କରିଛନ୍ତି । ଏହାପରେ ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରି ଉର୍ମିଲା ବିଜେପି ସରକାରଙ୍କ ଉପରେ ବର୍ଷିଥିଲେ ।…

ଓଡିଶାର ବିକାଶ କେବଳ ବିଜେପି ସରକାର ଆସିଲେ ହୋଇପାରିବ : ଯୋଗୀ

ଦିନିକିଆ ଓଡିଶା ଗସ୍ତରେ ଆସି ରାଉଲକେଲାଠାରେ ଆୟୋଜିତ ଏକ ଦଳୀୟ କାର୍ୟ୍ୟକ୍ରମରେ ସାମିଲ ହୋଇଛନ୍ତି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ । ସେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ସହ ବିଜେପିକୁ ବିପୁଳମାତ୍ରାରେ ଭୋଟ ଦେଇ ଜୟଯୁକ୍ତ କରାଇବାକୁ ଆହ୍ୱାନ ଦେଇଛନ୍ତି । ତେବେ ଯୋଗୀ ମଧ୍ୟ…

ବିଶ୍ୱକପ – ୨୦୧୯ ପାଇଁ ଜାଣନ୍ତୁ କିଏ ପାଇଲେ ସୁଯୋଗ, କିଏ ପଡିଲେ ବାଦ୍

ବିଶ୍ୱବିଜେତା ହେବା ପାଇଁ ଘୋଷଣା ହେଲା ଭାରତୀୟ ଟିମ୍ । ଇଂଲଣ୍ଡରେ ହେବାକୁ ଥିବା ବିଶ୍ୱକପ ପାଇଁ ଆଜି ଘୋଷଣା ହୋଇଛି ଭାରତୀୟ ଟିମ୍ । କ୍ରିକେଟର ମହାକୁମ୍ଭ ପାଇଁ ଭାରତୀୟ ଦଳ ଘୋଷଣା କରିଛି ବିସିସିଆଇ । ମୋଟ ୧୫ ଜଣିଆ ଟିମର ଘୋଷଣା କରିଛି ବିସିସିଆଇ । ବିଶ୍ୱକପ ପାଇଁ ବିରାଟ କୋହଲିଙ୍କୁ…

ଓଡ଼ିଶା ପକ୍ଷ ନେଇ ୨ ଓଡ଼ିଆ କେନ୍ଦ୍ରରେ ମୁହଁ ଖୋଲିଲେ ନାହିଁ: ନବୀନ

ଅତାବିରା ସାଧାରଣ ସଭାରେ ଯୋଗଦେଲେ ବିଜେଡ଼ି ସୁପ୍ରିମୋ । ଜୟ ଜଗନ୍ନାଥ କହି ଅଭିଭାଷଣ କଲେ ମୁଖ୍ୟମନ୍ତ୍ରୀ । ଖରାରେ ସଭାରେ ଯୋଗଦେଇଥିବାରୁ ଜନତାଙ୍କୁ ଧନ୍ୟବାଦ ଜଣାଇଲେ ଦେଲେ ମୁଖ୍ୟମନ୍ତ୍ରୀ । ବରଗଡ ଅତାବିରାରେ ସାଧାରଣ ସଭାରେ ପୁଣି କେନ୍ଦ୍ରକୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…

ବରିଷ୍ଠ ପର୍ୟ୍ୟବେକ୍ଷକ ଭାବେ ପ୍ରଫୁଲ୍ଲ ଘଡାଇଙ୍କୁ ନିଯୁକ୍ତ

ପ୍ରଫୁଲ ଘଡାଇଙ୍କୁ ନୂଆ ଦାୟିତ୍ୱ । ବହିଷ୍କୃତ ପ୍ରତ୍ୟାହାର ପରେ ପ୍ରଫୁଲ ଘଡାଇଙ୍କୁ ପ୍ରଥମ ଥର ପାଇଁ ଦାୟିତ୍ୱ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ତିନି ବିଧାନସଭା ଆସନ ପାଇଁ ତାଙ୍କୁ ବରିଷ୍ଠ ପର୍ୟ୍ୟବେକ୍ଷକ ନିଯୁକ୍ତ କରିଛନ୍ତି ନବୀନ ପଟ୍ଟନାୟକ । ବିଜେଡି ସୁପ୍ରିମୋଙ୍କ…

ଗଣତନ୍ତ୍ରରେ ହିଂସାର କୌଣସି ସ୍ଥାନ ନାହିଁ: ନବୀନ

ଭୁବନେଶ୍ୱର () ରାଜନୀତିରେ ହିଂସାର ସ୍ଥାନ ନାହିଁ । ଖୋର୍ଦ୍ଧାରେ ଗତକାଲି ହୋଇଥିବା ରାଜନୈତିକ ହତ୍ୟା ଘଟଣାରେ ପ୍ରତିକ୍ରିୟା ପ୍ରକାଶ କରି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଏହା କହିଛନ୍ତି । ଗତକାଲି ରାତିରେ ଖୋର୍ଦ୍ଧା ବିଜେପି ନେତାଙ୍କୁ କିଛି ଦୁର୍ବୁତ୍ତ ଗୁଳି କରି…

ନେତାଙ୍କ କାନ୍ଧରେ ଶବ, ବୋହି ନେଲେ ଶ୍ମଶାନ ….

ଜଗତସିଂହପୁର : ପାରାଦୀପ ନିର୍ବାଚନମଣ୍ତଳୀ ବିଜେଡି ପ୍ରାର୍ଥୀ ସମ୍ବିତ ରାଉତରାୟ ଦେଖାଇଲେ ମାନବିକତା । ସୃଷ୍ଟି କଲେ ଉଦାହରଣ । ଖବର ଅନୁୟାୟୀ ଆଜି ସେ ତିର୍ତ୍ତୋଲ ବ୍ଲକ୍ ରାଣୀତୁଳା ଗାଁରେ ଭୋଟ୍ ପ୍ରଚାର କରୁଥିବା ବେଳେ ସେହି ଗାଁର ମୋହନ ପାତ୍ର ନାମକ ଜଣେ ବ୍ୟକ୍ତିଙ୍କର ପରଲୋକ…

ବଡ ପରଦାରେ ଅନୁଷ୍କାଙ୍କୁ ଆଉ ଦେଖିବାକୁ ମିଳି ନପାରେ ! ଜଣାନ୍ତୁ କାହିଁକି ?

ମୁମ୍ବାଇ : ଆଉ ବଡ ପରଦାରେ ଦେଖିବାକୁ ମିଳି ନପାରେ ବିଲିଉଡର ଚର୍ଚ୍ଚିତ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ଜଲଓ୍ୱା । କାରଣ ସେ କିଛିବି ସୁଟିଂ କରିବାପାଇଁ ଇଛା ପ୍ରକାଶ କରୁ ନାହାନ୍ତି ବୋଲି ଜଣା ପଡିଛି । ତାଙ୍କ ଅଭିନୀତ ଶେଷ ସିନେମା ଥିଲା ‘ଜିରୋ’ ଯେଉଁଥିରେ ଲିଡ୍ ରୋଲରେ ଶାହରୁଖ ଖାନ ଓ…

ଏଥର ମୋଦି ପ୍ରଧାନମନ୍ତ୍ରୀ ହେବାକୁ ଯୋଗ୍ୟ ନୁହଁନ୍ତି : ବିଜେଡି ସଭାପତି

ଭୁବନେଶ୍ୱର : ନରେନ୍ଦ୍ର ମୋଦି ଦ୍ଵିତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ହେବାକୁ ଯୋଗ୍ୟ ନୁହଁନ୍ତି । ସେହିଭଳି ରାହୁଲ ଗାନ୍ଧୀ ଏଯାଏଁ ରାଜନୀତିରେ ପରିପକ୍ଵ ହୋଇନାହାନ୍ତି । ଏକ ଜାତୀୟ ଗଣମାଧ୍ୟମକୁ ଦେଉଥିବା ସାକ୍ଷାତକାରରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଏଭଳି ଟିପ୍ପଣୀ…

ତିନି ସୁନ୍ଦରୀ କଲିକତା ପ୍ରତିଯୋଗିତା ପାଇଁ ମନୋନୀତ

ଭୁବନେଶ୍ୱର : ଏଫ୍‌ବିବି କଲର୍ସ ମିସ୍‌‍ଇଣ୍ଡିଆ ଆରମ୍ଭ ହୋଇଛି। ଏଥିରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ପ୍ରାୟ ୧୦୦ରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ। ଏଥିରୁ ତମନ୍ନା ବ୍ୟାସ, ଶୀତଲ ସାହୁ ଏବଂ ଅରୂପା ରଥ ଏପ୍ରିଲ ୨୩ ତାରିଖରେ ୱେଷ୍ଟର୍ଣ୍ଣ ‍କୋଲକାତାରେ ଅନୁଷ୍ଠିତ ହେବାକୁ…