ବିଜେଡିର ୯ ବିଧାନସଭା ଓ ଗୋଟିଏ ଲୋକସଭା ପ୍ରାର୍ଥୀ ଘୋଷଣା
ତୃତୀୟ ଓ ଚତୁର୍ଥ ପର୍ୟ୍ୟାୟର ଆଉ କିଛି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେଡି । ଏହାଛଡା ଗୋଟିଏ ଲୋକସଭା ଆସନ ପାଇଁ ମଧ୍ୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେଡି । କଟକ ଲୋକସଭା ଆସନ ପାଇଁ ଭର୍ତ୍ତୃହରି ମହତାବଙ୍କୁ ପ୍ରାର୍ଥୀ ଘୋଷଣା କରିଛି ଦଳ ।
ଘୋଷଣା…
