Odia News Portal
Yearly Archives

2019

ବିଡ଼ିଓଙ୍କୁ ଉଠେଇନେଲେ

ବଲାଙ୍ଗୀର ପୁଇଁତଳା ବିଡ଼ିଓଙ୍କୁ ଅପହରଣ କରିନେଲେ ଦୁର୍ବୃତ୍ତ । ସ୍ପଷ୍ଟ ଦିବାଲୋକରେ ୧୦ରୁ ୧୨ ଜଣ ଦୁର୍ବୃତ୍ତ ଆସି ବିଡ଼ିଓ ସରୋଜ କୁମାର ମିଶ୍ର । ଅଭିଯୋଗ ପରେ ଘଟଣାସ୍ଥଳରେ ଛାନଭିନ୍ ଜାରି ରଖିଛି ପୋଲିସ୍ । ସିସିଟିଭି ଆଧାରରେ ଯାଂଚ କରୁଛି ପୋଲିସ୍ । ଅପରାହ୍ନ ୪ରୁ ସାଢ଼େ ୪ଟା ମଧ୍ୟରେ ହୋଇଛି…

ଚୌକିଦାରକୁ ମୌକା ଦିଅ: ମୋଦି

ନିର୍ବାଚନ ତାରିଖ ଘୋଷଣା ହେବା ପରେ ଏହା ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଓଡିଶା ଗସ୍ତ । ଜୟପୁରରେ ମୋଦିଙ୍କ ନିର୍ବାଚନ ପ୍ରଚାର । ଜୟ ଜଗନ୍ନାଥ କହି ମୋଦି ଆରମ୍ଭ କଲେ ଅଭିଭାଷଣ । ଆମ ସରକାରର ସଫଳତାର ହକଦାର ଭାରତର ଜନତା । ମୋ ସରକାରର ୫ବର୍ଷର ସଫଳତାର ଶ୍ରେୟ ଦେଶବାସୀଙ୍କର । ପଦ୍ମ ପୁରସ୍କାର…

ବିଜେପି ପ୍ରାର୍ଥୀ ବିଜେଡିରେ

ବିଜେଡିରେ ଯୋଗଦେଲେ ଭାଗିରଥୀ ସେଠୀ । ନବୀନ ନିବାସରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ ବିଜେଡି ଦଳରେ ଯୋଗଦେଇଛନ୍ତି । ତେବେ ଭାଗିରଥୀ ଆନନ୍ଦପୁରରୁ ଲଢିବା ପାଇଁ ବିଜେପିରୁ ଟିକେଟ୍ ପାଇଥିଲେ । ତେବେ ସେ ବିଜେପି ଛାଡି ବିଜେଡିରେ ଯୋଗଦେଇଛନ୍ତି । ସୂଚାଯୋଗ୍ୟ ଯେ,…

ପୁରୀରେ ମୁହାଁମୁହିଁ ହେବେ ତିନି ଦଳର ତିନି ମୁଖପାତ୍ର

ପୁରୀ ଲୋକସଭା ପାଇଁ ଆଜି ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ପୁରୀ ଲୋକସଭା ନିର୍ବାଚନ ମଣ୍ଡଳୀରେ ଏଥର ଦେଖିବାକୁ ମିଳିବ ବିଭିନ୍ନ ଦଳର ମୁଖପାତ୍ରଙ୍କ ମଧ୍ୟରେ ଲଢେଇ। ଆଜି ୭ ଲୋକସଭା ଲାଗି କଂଗ୍ରେସର ପ୍ରାର୍ଥୀ ତାଲିକା ପ୍ରକାଶ ପରେ ଚିତ୍ର ସ୍ପଷ୍ଟ ହୋଇଛି । ପୁରୀ ପାଇଁ ସମ୍ବିତ…

ପ୍ରକାଶ ପାଇଲା କଂଗ୍ରେସର ୭ ଲୋକସଭା ଓ ୨୦ ବିଧାନସଭା ପ୍ରାର୍ଥୀ ତାଲିକା

ଭୁବନେଶ୍ୱର () ଆଜି କଂଗ୍ରେସ 7ଟି ଲୋକସଭା ଓ 20 ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ପୁରୀରୁ ସତ୍ୟ ପ୍ରକାଶ ନାୟକ, କେନ୍ଦ୍ରାପଡାରୁ ଧରଣୀଧର ନାୟକ, ଢେଙ୍କାନାଳରୁ କାମାକ୍ଷା ପ୍ରସାଦ ସିଂହଦେଓ, ଜଗତ୍‍ସିଂହପୁରରୁ ପ୍ରତିମା ନାୟକ, ବାଲେଶ୍ୱରରୁ ନବଜ୍ୟୋତି ପଟ୍ଟନାୟକ, ଭଦ୍ରକରୁ…

ମୋଟା ଝିଅଙ୍କୁ ବାହା ହେବାର ଫାଇଦା ଜାଣନ୍ତୁ …

ଅଫିସ ହେଉ କିମ୍ବା କଲେଜ ହେଉ ,ପୁଅମାନେ ପତଳି ଝିଅଙ୍କୁ ବେଶୀ ପସନ୍ଦ କରିଥାଆନ୍ତି। କିନ୍ତୁ ଆପଣ ଜାଣି ଆଶ୍ଚର୍ୟ୍ୟ ହେବେ ଯେ ପତଳି ଝିଅଙ୍କୁ ବିବାହ କରିବା ଅପେକ୍ଷା ମୋଟି ଝିଅଙ୍କୁ ବିବାହ କଲେ ଅଧିକ ଫାଇଦା ମିଳିଥାଏ। ନିକଟରେ କରାଯାଇଥିବା ଏକ ଅନୁଧ୍ୟାନରୁ ଏହା ଜଣା ପଡ଼ିଛି ଯେ ପତଳି…

ମର୍ୟ୍ୟାଦା ଉଲ୍ଲଘଂନ କରିଛନ୍ତି ମୋଦି: ରଣଦୀପ୍

କଂଗ୍ରେସ ପ୍ରବକ୍ତା ରଣଦୀପ୍ ସୁରଜେୱାଲା ଏକ ପ୍ରେସ୍ କନଫ୍ରେନ୍ସ କରି କହିଛନ୍ତି ଯେ ମୋଦି ଜୀଙ୍କୁ ଦିନରାତି ରାହୁଲ ଗାନ୍ଧୀ ଏବଂ କଂଗ୍ରେସର ହିଁ ସ୍ୱପ୍ନ ଆସୁଛି । ଯଦି ସେ ସ୍ୱଳ୍ପ ସମୟ ଦେଶ ପାଇଁ ଲଗାନ୍ତେ ତେବେ ତାଙ୍କର ଆଜି ଏଭଳି ଅବସ୍ଥା ହୋଇନଥାନ୍ତା । ପ୍ରଧାନମନ୍ତ୍ରୀ ମୋଦି ନ୍ୟାୟ…

କଂଗ୍ରେସରୁ ଇସ୍ତଫା ଦେଲେ ଜାକବ

ବିଧାୟକ ପଦରୁ ଇସ୍ତଫା ଦେଲେ ଜାକବ ପ୍ରଧାନ । ବୌଦ୍ଧରେ ବାଚସ୍ପତିଙ୍କୁ ଭେଟି ଇସ୍ତଫା ପତ୍ର ଦେଇଛନ୍ତି ଜାକବ । ଗତକାଲି ସେ କଂଗ୍ରେସ ଦଳରୁ ଇସ୍ତଫା ଦେଇଥିଲେ । ତେବେ ଜି.ଉଦୟଗିରିରୁ ପ୍ରାର୍ଥୀ ହେବାପାଇଁ ଜାକବ ପ୍ରଧାନ ଆଶାୟୀ ଥିଲେ। ମାତ୍ର କଂଗ୍ରେସ ସେଠାରେ ତାଙ୍କୁ ପ୍ରାର୍ଥୀ ନ କରି…

କୋଇଲା ଦୁର୍ନିତି ସହିତ ଧର୍ମେନ୍ଦ୍ରଙ୍କ କି ପ୍ରକାର ସଂପର୍କ ? : ବିଜେଡି

ଧର୍ମେନ୍ଦ୍ରଙ୍କର ବକ୍ତବ୍ୟ ସଇତାନର ବେଦପାଠ ଭଳି, ସେ ନିଜେ କଣ ଆଉ ସେ ବକ୍ତବ୍ୟ ଦେଉଛନ୍ତି କଣ । କିଛି ଏଭଳି ଢଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କଡା ଭାଷାରେ କଟାକ୍ଷ କରିଛି ବିଜେଡି । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଧର୍ମେନ୍ଦ୍ରଙ୍କ ଉପରେ ବର୍ଷିବା ସହ ମୁଖ୍ୟ…

ନିର୍ବାଚନ ଲଢ଼ିବେ ରବି କିଷନ

ଏଥର ଲୋକସଭା ନିର୍ବାଚନ ଲଢ଼ିବେ ଭୋଜପୁରୀ ଫିଲ୍ମର ଲୋକପ୍ରିୟ ଅଭିନେତା ତଥା ବିଜେପି ନେତା ରବି କିଷନ। ତେବେ ସେ କେଉଁଠୁ ନିର୍ବାଚନ ଲଢ଼ିବେ ସେ ନେଇ କୌଣସି ସୂଚନା ମିଳିପାରି ନାହିଁ। ସେ ଏହାର ନିଷ୍ପତ୍ତି ଦଳ ଉପରେ ଛାଡିଦେଇଛନ୍ତି। ଦେଶରେ ପ୍ରଧାନମନ୍ତ୍ରୀଙ୍କ ଲୋକପ୍ରିୟତା ୨୦୧୪ ତୁଳନାରେ…