Odia News Portal
Yearly Archives

2019

ବିଜେପିର ଦ୍ୱିତୀୟ ପର୍ଯ୍ୟୟ ଲୋକସଭା ଏବଂ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା

ଭୁବନେଶ୍ବର : ରାଜ୍ୟର ପାଞ୍ଚଟି ଲୋକସଭା ଆସନ ପାଇଁ ବିଜେପିର ପ୍ରାର୍ଥୀ ତାଲିକା ଘୋଷିତ। ଏହାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁରୀ ଲୋକସଭା ଆସନରୁ ନିର୍ବାଚନ ଲଢୁଥିବା ହେଉଥିବା ଚର୍ଚ୍ଚାରେ ମଧ୍ୟ ପୁର୍ଣ୍ଣଛେଦ ପଡ଼ିଛି। ପୁରୀ ଲୋକସଭା ଆସନରୁ ବିଜେପି ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର…

ଆଜିଠୁ IPL ୨୦୧୯, ଏହି ଆପ୍ସ ମାନଙ୍କରେ ମଗଣାରେ ଦେଖନ୍ତୁ ମ୍ୟାଚ୍

ନୂଆଦିଲ୍ଲୀ : ଆଜି ଆରମ୍ଭ ହେବାକୁ ଯାଉଛି ୨୦୧୯ ମସିହାର ଆଇପିଏଲ ସିରିଜ୍। ଇଣ୍ଡିଆନ କ୍ରିକେଟ ଲିଗର ଦ୍ୱାଦଶ ସଂସ୍କରଣର ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ଦୁଇ ମହାରଥୀ ମହେନ୍ଦ୍ର ସିଂହ ଧୋନି ଓ ବିରାଟ କୋହଲି। ପ୍ରଥମ ମ୍ୟାଚ ଚେନ୍ନାଇର ଏମ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯିବ। ମ୍ୟାଚକୁ ନେଇ…

ଛକାପଞ୍ଝାରେ ତିନି ଦଳ

କିଏ କେଉଁ ଦଳ ଛାଡି କେଉଁ ଦଳକୁ ଡିଆଁ ମାରୁଛନ୍ତି ତାହା ଆକଳନ କରି ହେଉନି । ପ୍ରତିଦିନ ଦଳ ଡିଆଁ ଖବର ସାମ୍ନାକୁ ଆସୁଛି । ବିରୋଧ ବି କିଛି କମ୍ ହେଉନି । ପ୍ରଥମ ଓ ଦ୍ବୀତିୟ ପର୍ୟ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହୋଇସାରିଥିବା ବେଳେ ସବୁଦଳଙ୍କ ଭିତରେ ଛକାପଞ୍ଛା ରାଜ୍ୟ…

ଭାରତ ଫେରିବେ ନିରବ୍ ମୋଦି

ବହୁ ଦିନ ଧରି ଲୁଚକାଳି ଖେଳ ଏବଂ କଳ୍ପନାଜଳ୍ପନା ପରେ ଲଣ୍ଡନରେ ଗିରଫ ହୋଇ ଜେଲ୍ରେ ଥିବା କୁଖ୍ୟାତ ହୀରା ବ୍ୟବସାୟୀ ନିରବ୍ ମୋଦିଙ୍କୁ ଭାରତ ଆଣିବାକୁ ଆରମ୍ଭ ହୋଇଛି କସରତ୍। କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏବଂ ଆୟକର ବିଭାଗ ମିଳିତ ଭାବରେ…

‘ନା ନିର୍ବାଚନ ଲଢବି ନା କୌଣସି ଦଳ ପାଇଁ ପ୍ରଚାର କରିବି’: ସଲମାନ୍

ଗାମୀ ୨୦୧୯ ନିର୍ବାଚନରେ ବିଜେପିରୁ ପ୍ରାର୍ଥୀ ହେବେ ସଲମାନ୍ ! କିଛି ଦିନ ଧରି ଏଭଳି ଖବର ଭାଇରାଲ ହେବାରେ ଲାଗିଥିଲା । ତେବେ ସୋସିଆଲ ମିଡିଆରେ ହେଉଥିବା ଏଭଳି ଚର୍ଚ୍ଚା ଉପରେ ବିରାମ ଲଗାଇଛନ୍ତି ବଲିଉଡର ଭାଇଜାନ ସଲମାନ୍ ଖାନ । ସେ ଟ୍ୱିଟ୍ କରି କହିଛନ୍ତି, ନା ସେ ନିର୍ବାଚନ ଲଢିବେ ନା…

ବିଜେଡି ସାଂସଦଙ୍କ ପୁଅ ବିଜେପିରେ

ବିଜେଡି ସାଂସଦ ପ୍ରଶାନ୍ତ ନନ୍ଦଙ୍କ ପୁଅ ରିଷଭ ନନ୍ଦ ଆଜି ଭାରତୀୟ ଜନତା ପାର୍ଟିରେ ଆନୁÂାନିକ ଭାବେ ଯୋଗ ଦେଇଛନ୍ତି । ରାଜ୍ୟ ବିଜେପି କାର୍ଯ୍ୟାଳୟ ଠାରେ ଅନୁÂିତ ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ,ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା, ବିଧାୟକ ଦଳର ନେତା କନକ…

ଆଜିଠୁ ଦୁଇ ଦିନ ବର୍ଷା, ଘଡଘଡି ଓ ଝଡତୋଫାନ

ଆଜି ବି ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିବ ।ଉପକୂଳ, ଉତ୍ତର ଏବଂ ଉତ୍ତର-ଦକ୍ଷିଣ ଆଭ୍ୟନ୍ତରୀଣ ଓଡିଶାରେ ବର୍ଷା ସମ୍ଭାବନା ରହିଛି ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଗତକାଲି ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଯୋଗୁଁ…

ଦାମଙ୍କ ଘରେ ନବୀନ

ଭୁବନେଶ୍ବର () ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପ୍ରକୃତରେ ତାଙ୍କ ବଡ ପଣ ଦେଖାଇଛନ୍ତି । ଦଳରୁ ବହିଷ୍କୃତ ନେତା ଡାକ୍ତର ଦାମୋଦର ରାଉତଙ୍କ ପତ୍ନୀଙ୍କ ବିୟୋଗ ପରେ ତାଙ୍କ ବାସଭବନକୁ ଯାଇ ସମବେଦନା ଜଣାଇବା ସହ ଶୋକ ସନ୍ତପ୍ତ ପରିବାର ବିଶେଷ କରି ଦାମ ବାବୁ, ତାଙ୍କ ପୁଅ ଓ ଝିଅଙ୍କୁ…

କଣ ଆପଣ ସ୍ବାମୀଙ୍କ ହୃଦୟରେ ରାଜ କରିବାକୁ ଚାହୁଁଛନ୍ତି, ତେବେ ଏହି କଥା ଉପରେ ରଖନ୍ତୁ ଧ୍ୟାନ

ପ୍ରେମ ଏକ ଅତୁଟ ସମ୍ପର୍କ ଅଟେ। ଯଦି ଆପଣ ନିଜ ସାଥୀଙ୍କ ହ୍ରୁଦୟରେ ରାଜ କରିବା ପାଇଁ ଚାହୁଁଛନ୍ତି ତେବେ ଆପଣଙ୍କୁ କିଛି କଥାକୁ ନିଜ ଜୀବନରେ ସାମିଲ କରିବା ଆବଶ୍ୟକ। ସବୁ ସ୍ବାମୀ-ସ୍ତ୍ରୀଙ୍କର ବହୁତ ଆଶା ଥାଏ ଯାହାକୁ ସେ କରି ଦେଖାଇବା ପାଇଁ ଚେଷ୍ଟା କରିଥାନ୍ତି। ଏହି କଥା ଉପରେ ରଖନ୍ତୁ…

ସୁନାବେଶରେ ଦର୍ଶନ ଦେବେ ଶ୍ରୀଜିଉ

ପୁରୀ : ଆଜି ପବିତ୍ର ଦୋଳ ପୂର୍ଣ୍ଣମୀ। ଶ୍ରୀମନ୍ଦିରରେ ମହାପ୍ରଭୂଙ୍କ ସ୍ୱତନ୍ତ୍ର ରୀତିନୀତି ଅନୁଷ୍ଠିତ ହେବ। ଆଜି ଭକ୍ତଙ୍କୁ ସୁନାବେଶରେ ଦର୍ଶନ ଦେବେ ଶ୍ରୀଜିଉ। ଏଥିପାଇଁ ପୁରୀରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଜମିଛି। ଗତକାଲି ଫାଲଗୁନ ଶୁକ୍ଳ ତିଥିରେ ମହାପ୍ରଭୂଙ୍କ ଅଗ୍ନି ଉତ୍ସବ ନୀତି…