Odia News Portal
Yearly Archives

2019

କୁମ୍ଭୀର କାନ୍ଦଣା କାନ୍ଦୁଛି କଂଗ୍ରେସ

ଭୁବନେଶ୍ବର () ମହିଳା ସଶକ୍ତିକରଣ ଏବଂ ସେମାନଙ୍କ ସୁରକ୍ଷା ନେଇ କଂଗ୍ରେସ କୁମ୍ଭୀର କାନ୍ଦଣା କାନ୍ଦୁଛି । ଆଜି ବିଜେଡି କଂଗ୍ରେସର ପ୍ରାର୍ଥୀ ତାଲିକାର ଉଦାହାରଣ ଦେଇ ଏଭଳି ଅଭିଯୋଗ କରିଛି । ଦଳର ପ୍ରଥମ 6ଟି ଲୋକସଭା ଏବଂ 36ଟି ବିଧାନସଭା ତାଲିକାରେ ମାତ୍ର ଜଣେ ମହିଳାଙ୍କୁ ପ୍ରାର୍ଥୀ…

ହୋଟେଲର ବିଲ୍ ନଦେଇ ଫେରାର ହେଲେ ଏହି ଅଭିନେତ୍ରୀ, ପରେ ପୋଲିସ…

କନ୍ନଡ ଅଭିନେତ୍ରୀ ପୁଜା ଗାନ୍ଧୀଙ୍କ ସହ ବିବାଦର ପୁରୁଣା ସଂପର୍କ ରହିଛି। କନ୍ନଡ ଛଡ଼ା ତାମିଲ, ମଲାୟଲମ୍ ଏବଂ ବଙ୍ଗାଳୀ ଫିଲ୍ମରେ ଅଭିନୟ କରିଥିବା ପୁଜାଙ୍କୁ ନେଇ ପୁଣି ଏକ ବିବାଦ ସାମ୍ନାକୁ ଆସିଛି।ଘଟଣାଅନୁଯାୟୀ, ସେ ନିକଟରେ ବାଙ୍ଗାଲୁରୁର ଏକ ମହଙ୍ଗା ହେଟୋଲରେ ରହିବା ସହ ତାହାର ବିଲ୍ ନଦେଇ…

ଦଳବଦନ ଓ ଅର୍ଥ କନ୍ଦଳ

ଭୁବନେଶ୍ବର ()ନିର୍ବାଚନ ପ୍ରକ୍ରୀୟା ଆରମ୍ଭରୁ ବର୍ତ୍ତମାନ ଦଳବଦଳ ପ୍ରକ୍ରୀୟା ନିର୍ବାଚନ ମାହୋଲ ଠାରୁ ରାଜନୀତିକୁ ଅଧିକ ସରଗରମ କରି ରଖିଛି ଏବଂ ଏହି ପ୍ରକ୍ରୀୟା ବର୍ତ୍ତମାନ ଗଣମାଧ୍ୟମର ମୁଖ୍ୟ ଶିରୋନାମା ହୋଇଛି । ଏହା ଦଳଡିଆଁ ମାନଙ୍କ ପାଇଁ ନିର୍ବାଚନ ପୂର୍ବରୁ ଏକ ପ୍ରକାରର ରୋଜଗାରର ବାଟ…

ମିଥ୍ୟା ଗୁଇନ୍ଦା ରିପୋର୍ଟ ମାମଲାରେ ଫସିଲେ ୩ ବିଜେପି ନେତା

ମିଥ୍ୟା ଗୁଇନ୍ଦା ରିପୋର୍ଟ ମାମଲାରେ ଫସିଛନ୍ତି ୩ ବିଜେପି ନେତା । ପୋଲିସ ସେମାନଙ୍କ ଉପରେ ନୋଟିସ ଜାରି କରି ଆସନ୍ତାକାଲି ସୁଧା ସେମାନଙ୍କ ବୟାନର ସତ୍ୟତା ଉପସ୍ଥାପନ କରିବାକୁ ପୋଲିସ ନିଦେ୍ର୍ଧଶ ଦେଇଛି । ବିଜେପି ଉପସଭାପତି ସମୀର ମହାନ୍ତି, ଗୋଲକ ମହାପାତ୍ର, ଟଙ୍କଧର ତ୍ରିପାଠୀଙ୍କୁ ପୋଲିସ…

ଗିରଫ ହେଲେ ମୋଦି

ଗିରଫ ହେଲେ ପିଏନବି ମହାଠକେଇର ମହାଠକ ନିରବ ମୋଦି । ଲଣ୍ଡନରେ ନିରବଙ୍କୁ ଗିରଫ କରାଯାଇଛି । ୧୩ ହଜାର କୋଟି ଟଙ୍କା ଠକେଇ କରି ଭାରତରୁ ଫେରାର ହୋଇଯାଇଥିବା ମହାଧୂର୍ତ୍ତ ନିରବଙ୍କୁ ଦୀର୍ଘ ୧୩ ମାସ ପରେ ଗିରଫ କରାଯାଇଛି । ଏନେଇ ଇଡି ପକ୍ଷରୁ ସ୍ପଷ୍ଟ କରାଯାଇଛି । ଗିରଫ ପରେ ତାଙ୍କୁ…

ପ୍ରାର୍ଥୀ ମିଳୁନଥିବାରୁ ଅନ୍ୟ ଦଳର ଅସନ୍ତୁଷ୍ଟଙ୍କୁ ଅପେକ୍ଷା କରିଛି କି ବିଜେପି: ସସ୍ମିତ

ବିଜେପିର ପ୍ରାର୍ଥୀତାଲିକା ଘୋଷଣା ନେଇ ଆଜି ପ୍ରଶ୍ନ ଉଠାଇଛି ବିଜେଡି । ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି, ପ୍ରାର୍ଥୀ ମିଳୁନଥିବାରୁ ଅନ୍ୟ ଦଳର ଅସନ୍ତୁଷ୍ଟଙ୍କୁ ଅପେକ୍ଷା କରିଛି । ବିଜେଡି ଓ କଂଗ୍ରେସ ପ୍ରାର୍ଥୀ ତାଲିକା ଘୋଷଣା କରିସାରିଛି । କିନ୍ତୁ ୧୨୦ କଥା କହୁଥିବା ବିଜେପି…

ନବ ବଧୂଙ୍କ ଆତ୍ମହତ୍ୟା ଉଦ୍ୟମ

କେନ୍ଦ୍ରାପଡା : କେନ୍ଦ୍ରାପଡା ସଦରଥାନା ବାହାକଣ୍ଡିଆ ଲୁଣା ନଦୀ ପୋଲ ଉପରୁ ଡେଇଁ ନବ ବିବାହିତା ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ । ପାରିବାରିକ କଳହ ଯୋଗୁ ସେ ଆତ୍ମହତ୍ୟା ଉଦ୍ୟମ କରୁଥିଲେ । ସେଠାରେ ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରି କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି…

ହିଞ୍ଜିଳି ବିଧାନସଭା ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ କଲେ ନବୀନ

ବ୍ରହ୍ମପୁର : ବ୍ରହ୍ମପୁର ହିଞ୍ଜିଳି ବିଧାନସଭା ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ରିରର୍ଣ୍ଣିଂ ଅଫିସର ତଥା ଛତ୍ରପୁର ଉପଜିଲ୍ଲାପାଳଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କଲେ ନବୀନ ପଟ୍ଟନାୟକ । ନିକଟରେ ବହୁ ନେତା କର୍ମୀ ଉପସ୍ଥିତ…

ଭୁବନେଶ୍ବର ବିମାନବନ୍ଦରରୁ ୨୦ ଲକ୍ଷ ୫୦ ହଜାର ଟଙ୍କାର ସୁନା ଜବତ

ଭୁବନେଶ୍ବର : ପୁଣି ଭୁବନେଶ୍ବର ବିମାନବନ୍ଦରରୁ ଜବତ ହେଲା ସୁନା । ୬୧୦ ଗ୍ରାମ୍ ସୁନା ଜବତ କଲା ସିଆଇଏସଏଫ । ଜବତ ସୁନାର ଆନୁମାନିକ ମୂଲ୍ୟ ୨୦ ଲକ୍ଷ ୫୦ ହଜାର ଟଙ୍କା ହୋଇଥିବା ଜଣାପଡିଛି । ବ୍ୟାଙ୍କକରୁ ଆସିଥିବା ଯାତ୍ରୀ ଅମରଜିତ୍ ସିଂହଙ୍କଠାରୁ ଏହି ସୁନା ଜବତ ହୋଇଥିବା ନେଇ ସୂଚନା ମିଳିଛି…

ତାରାତାରିଣୀ ମନ୍ଦିରରେ ମୁଖ୍ୟମନ୍ତ୍ରୀ

ଗଞ୍ଜାମ : ହିଞ୍ଜିଳି ବିଧାନସଭା ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିବା ପୂର୍ବରୁ ଗଞ୍ଜାମ ଜିଲ୍ଲା ତାରାରାରିଣୀ ମନ୍ଦିରରେ ପହଞ୍ଚିଛନ୍ତି ନବୀନ ପଟ୍ଟନାୟକ । ପ୍ରାୟ ୧୫ ମିନିଟ୍ ଧରି ମା’ଙ୍କ ପୂଜାର୍ଚ୍ଚନା କରି ସାରିବା ପରେ ନାମାଙ୍କନ ଦାଖଲ କରିବା ଅଭିମୁଖେ ବାହାରିଛନ୍ତି ନବୀନ ।…