ସୋସିଆଲ୍ ମିଡିଆର କୁପ୍ରଭାବରୁ ରକ୍ଷା ପାଇବା ଲାଗି ଆପଣାନ୍ତୁ ଏହି ସରଳ ଉପାୟ
ଆଜିକାଲି ଆମ ଭିତରୁ ଅନେକ ଲୋକ ସୋସିଆଲ୍ ମିଡିଆର କୁପ୍ରଭାବରେ ପ୍ରଭାବିତ। ଏହି କାରଣରୁ ଆମର ଜୀବନ ଶୈଳୀରେ ଅନେକ ପରିବର୍ତ୍ତନ ଘଟିଛି।ସୋସିଆଲ୍ ମିଡିଆରେ ସକ୍ରିୟ ରହୁଥିବା ହେତୁ ଅନେକଙ୍କୁ ଠିକ୍ ଭାବେ ନିଦ ମାଡ଼େନା, ଆଉ କେତେ ରାତି ସାରା ସେଥିରେ ପୋଷ୍ଟ୍ କରନ୍ତି ନା କମେଣ୍ଟ୍…
