କଟକ ପୋଲିସର ଏନକାଉଣ୍ଟରରେ ଦୁର୍ଦାନ୍ତ ଅପରାଧୀ ମନୁ ଆହତ
କଟକ ମାଲଗୋଦାମ ଥାନା ପୋଲିସର ଏନକାଉଣ୍ଟର । ପୋଲିସ ଗୁଳିରେ ଆହତ ହୋଇଛି ଦୁର୍ଦାନ୍ତ ଅପରାଧୀ ମନୁ ମନୋଜ କୁମାର ସ୍ବାଇଁ । ବିଶ୍ବ ଗୁରୁ କଲେଜ ପଡିଆ ନିକଟରେ ଏହି ଏନକାଉଣ୍ଟର ହୋଇଛି । ଗତ ଶନିବାର ମାଲଗୋଦାମ ବ୍ୟବସାୟୀ ଦାମୋଦର ଭାଓ ସିଙ୍କାର ତଣ୍ଟି କାଟି ଟଙ୍କା ନେବାକୁ ଉଦ୍ୟମ କରିଥିଲା ମନୁ…
