Odia News Portal
Yearly Archives

2019

୧୮୦ ଦିନ ପର୍ଯ୍ୟନ୍ତ ମନ ଖୋଲି କଥା ହୁଅନ୍ତୁ ଫ୍ରୀରେ

ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ଗତ କିଛି ମାସ ହେବ ପ୍ରାଇଭେଟ ଟେଲିକମ୍ କମ୍ପାନୀକୁ ଟକ୍କର ଦେବା ପାଇଁ ବହୁତ ପ୍ରି-ପେଡ ଏବଂ ପୋଷ୍ଟେପେଡ ପ୍ଲାନ ଜାରି କରୁଛି। କମ୍ପାନୀ ନିକଟରେ ଏକ ନୂଆ ପ୍ଲାନ ଜାରି କରିଛି, ଯାହର ଦାମ ରହିଛି ୫୯୯ ଟଙ୍କା। ଏହି ପ୍ଲାନର ବୈଧତା ହେଉଛି ୧୮୦ ଦିନ ଏବଂ…

ମୁମ୍ବାଇରେ ଭୁଶୁଡ଼ିଲା ଫୁଟ୍‌ ଓଭର ବ୍ରିଜ୍‌, ୨ ମୃତ ଓ ୨୦ରୁ ଅଧିକ ଆହତ

ଭୁଷୁଡ଼ିଲା ଫୁଟ୍ ଓଭରବ୍ରିଜ୍ । ମୁମ୍ବାଇ ମହାନଗରୀ ଛତ୍ରପୁର ସିବାଜୀ ଟର୍ମିନସ୍ ଷ୍ଟେସନ ଠାରେ ଫୁଟ ଓଭରବ୍ରଜ୍ ଭୁଷୁଡ଼ି ପଡ଼ିଥିବା ସୂଚନା ମିଳିଛି । ଏହି ଫୁଟ ଓଭରବ୍ରିଜ୍ ସିଏସଏମଟି ପ୍ଲାଟଫର୍ମ ୧ ଉତ୍ତରକୁ ଲାଗି ରହିଥିବା ବି,ଟି ଲେନ୍ କୁ ଲାଗି ରହିଥିବା ଫୁଟବ୍ରିଜ୍ ଭୁଷୁଡ଼ି ପଡ଼ିଥିବା ସୂଚନା…

ଶେଷରେ ପଦ୍ମ ଧରିଲେ ଦାମ

ଭୁବନେଶ୍ବର() ପୂର୍ବତନ ମନ୍ତ୍ରୀ ତଥା ଡାକ୍ତର ଦାମୋଦର ରାଉତ ଆଜି ବିଜେପିରେ ଯୋଗ ଦେଇଛନ୍ତି । ବିଜେଡିରୁ ବହିଷ୍କାର ହେବା ପରେ ଦାମ କେଉଁ ଦଳକୁ ଯିବେ ସେ ନେଇ ସେ ନିଜେ ଦ୍ୱନ୍ଦ ଥିଲେ ଏବଂ ରାଜନୈତିକ ମହଲରେ ମଧ୍ୟ ସସପେନ୍ସ ରହିଥିଲା । ହେଲେ ଆଜି ଦାମ ବିଜେପିରେ ମିଶିବା ପରେ ସେ ସବୁ ଦୂର…

ନିର୍ବାଚନ କମିଶନଙ୍କ ହସ୍ତକ୍ଷେପ ଲୋଡ଼ିଲା ବିଜେଡ଼ି

ଭୁବନେଶ୍ବର (): ଗତ ବିଜେପୁର ଉପନିର୍ବାଚନ ବେଳେ ପେଟ୍ରୋଲ୍ ପମ୍ପ ମାଲିକ ଓ ମ୍ୟାନେଜରମାନଙ୍କଠାରୁ ପୁଳା ପୁଳା ଟଙ୍କା ଜବତ କରାଯାଇଥିଲା । କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ଦ୍ଦେଶରେ ବିଜେପିର ନିର୍ବାଚନୀ ଖର୍ଚ୍ଚରେ ଲାଗିବା ପାଇଁ ଏହି ଟଙ୍କା ମହଜୁଦ ରହିଥିଲା ।…

ପପ୍ରିୟଙ୍କାଙ୍କୁ ୨.୭କୋଟି ଟଙ୍କାର ଉପହାର, ଜାଣନ୍ତୁ …

ବଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ପୁଣି ଚର୍ଚ୍ଚାରେ ରହିଛନ୍ତି । ସ୍ୱାମୀ ନିକ୍ ଜୋନ୍ସ ତାଙ୍କୁ ୨.୭କୋଟି ଟଙ୍କାର କାର୍ ଉପହାରରେ ଦେବା ପରେ ସେ ଖୁସି ହୋଇ ଏହାର ସୂଚନା ନିଜ ପ୍ରଶଂସକମାନଙ୍କୁ ଦେଇଛନ୍ତି । ଫଟୋ ସେୟାର କରି, “ଯେତେବେଳେ ସ୍ୱାମୀ ନମ୍ବର ଓ୍ଵାନ୍ ହୁଅନ୍ତି,…

ବିଜେଡିରୁ ଇସ୍ତଫା ଦେଲେ ନବରଙ୍ଗପୁର ସାସଂଦ ବଳଭଦ୍ର

ବିଜେଡିରୁ ଇସ୍ତଫା ଦେଲେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ । ଦଳ ଅଣଦେଖା କରିବାରୁ ବଳଭଦ୍ର ବିଜେଡିରୁ ଇସ୍ତଫା ଦେଇଛନ୍ତି ବୋଲି କହିଛନ୍ତି ବଳଭଦ୍ର । ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବଙ୍କୁ ଭେଟି ବଳଭଦ୍ର ନିଜର ଇସ୍ତଫାପତ୍ର ପ୍ରଦାନ କରିଛନ୍ତି । ନିର୍ବାଚନ ପୂର୍ବରୁ ବଳଭଦ୍ରଙ୍କ ଇସ୍ତଫା…

ଆଜିଠୁ ବଦଳିବ ପାଗ, ଆଗାମୀ ୧ ସପ୍ତାହ ପର୍ୟ୍ୟନ୍ତ ବର୍ଷା ସମ୍ଭାବନା

ଆଜିଠୁ ବଦଳିବ ପାଗ । ସପ୍ତାହକ ପର୍ୟ୍ୟନ୍ତ ଓଡ଼ିଶା ଉପରେ ବର୍ଷାର ପ୍ରଭାବ ରହିବାକୁ ଥିବାରୁ ତାପମାତ୍ରା କମିବ । ଦିନର ତାପମାତ୍ରା ୪ରୁ ୫ ଡିଗ୍ରି ପର୍ୟ୍ୟନ୍ତ ହ୍ରାସ ପାଇବ। ୨୦ ତାରିଖ ପର୍ୟ୍ୟନ୍ତ ଉତ୍ତର ଓ କେନ୍ଦ୍ରୀୟ ଓଡ଼ିଶାରେ କାଳବୈଶାଖୀ ବର୍ଷାର ପ୍ରଭାବ ଅଧିକ ରହିବ । ଉପକୂଳ ଓଡ଼ିଶାରେ…

ବିଜେଡିର ଇସ୍ତାହାର କିମିଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର () ବିଜେଡି ସୁପ୍ରିମୋ ନବୀନ ପଟନାୟକ ଆଜି 2019 ସାଧାରଣ ନିର୍ବାଚନ ପାଇଁ ଇସ୍ତାହାର କମିଟି ଗଠନ କରିଛନ୍ତି । 37 ଜଣିଆ ଇସ୍ତାହାର କମିଟିରେ ପୂର୍ବତନ ମନ୍ତ୍ରୀ ବେଦ ପ୍ରକାଶ ଅଗ୍ରୱାଲ ଅଧକ୍ଷ ଅଛନ୍ତି । ଆଜି ନବୀନ ପଟନାୟକ ଏହି କମିଟି ଗଠନର ଘୋଷଣା କରିଛନ୍ତି । ସଂସଦ ସୌମ୍ୟ…

ପଦ୍ମ ଛାଡି ଶଙ୍ଖ ଧରିଲେ ଶଶୀ

ବିଜେପିଠାରୁ ମୁହଁ ଫେରାଇ ପୁଣି ଥରେ ବିଜେଡିକୁ ଫେରିଛନ୍ତି ଶଶୀ କୁମାର ସାହୁ । ୨୦୧୪ରେ ଶଶୀ ସାହୁ ବିଜେଡି ଛାଡି ବିଜେପିରେ ସାମିଲ ହୋଇ ବିଧାୟକ ପ୍ରାର୍ଥୀ ହୋଇଥିଲେ । ନିର୍ବାଚନରେ ପରାଜୟର ସମ୍ମୁଖୀନ ହୋଇଥିଲେ ଶଶୀ । କିନ୍ତୁ ପୂର୍ବତନ ମନ୍ତ୍ରୀ ପଦ୍ମଲୋଚନ ପଣ୍ଡା ବିଜେପିରେ ସାମିଲ ହେବା…

ଗୁରୁ ହତ୍ୟାକାରୀ ଏବେ ପୋଲିସ୍‍ ସେବାକାରୀ

ଭୁବନେଶ୍ୱର : ଛାତ୍ର ରାଜନୀତିରେ ଆଗକୁ ବଢିବାପାଇଁ ନିଜର ଦୁଇ ଦୁଇଜଣ ଗୁରୁଙ୍କୁ ଏକ ପ୍ରକାର ହତ୍ୟା କରିଥିବା ଜଣେ ଛାତ୍ରନେତା ଏବେ କମିଶନରେଟ ପୁଲିସ୍‍ ସେବାକାରୀ ସାଜିଥିବା ଅଭିଯୋଗ ହେଉଛି । ବାଣୀବିହାରର ପୂର୍ବତନ ସଭାପତି ପ୍ରକାଶ ତ୍ରିପାଠୀଙ୍କୁ ସିଲଟ ଧରାଇ ହରଡଘଣାରେ ପଡିଥିବା କମିଶନରେଟ…