ପ୍ରକାଶଙ୍କୁ ସିଲଟ ଧରାଇ ନିଜ ଜାଲରେ ଫସୁଛି ପୋଲିସ୍
ଭୁବନେଶ୍ୱର : ଉକ୍ରଳ ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ରସଂଘ ସଭାପତି ପ୍ରକାଶ ତ୍ରିପାଠୀଙ୍କୁ ସହିଦନଗର ଥାନା ଗଣ୍ଡଗୋଳ ଘଟଣାରେ ସିଲଟ ଧରାଇ କମିଶନରେଟ ପୁଲିସ୍ ଏବେ ହରଡଘଣାରେ । ବିଭିନ୍ନ ଛାତ୍ରସଂଘ ଏହି ଘଟଣାରେ ପ୍ରତିବାଦ ଆରମ୍ଭ କରିଥିବାବେଳେ ଭାବମୂର୍ତ୍ତି ରକ୍ଷାଲାଗି ପୁଲିସ୍ ଦେଉଥିବା…
