ସହିଦଙ୍କ ବିଧବା ପତ୍ନୀ ମା’ ହେଲେ
ଦିଲ୍ଲୀ : ୨୦୧୮ ଡିସେମ୍ବର ୫ ତାରିଖରେ ଜାମ୍ମୁ କାଶ୍ମୀରରେ ରାଜେଶ ଯାଦବ ପାକିସ୍ତାନୀ ସେନାଙ୍କ ଗୁଳିରେ ସହିଦ ହୋଇଥିଲେ । ମଙ୍ଗଳବାର(ଫେବୃଆରୀ ୧୯ ତାରିଖ) ସନ୍ଧ୍ୟାରେ ସହିଦଙ୍କ ପତ୍ନୀ ଏକ ଶିଶୁ ପୁତ୍ର ଜନ୍ମ ଦେଇଛନ୍ତି । ଶିଶୁ ପୁତ୍ରକୁ ପାଇ ପରିବାର ବହୁତ ଖୁସୀ ହୋଇଯାଇଛି । ପୁତ୍ର ସନ୍ତାନ…
