Odia News Portal
Yearly Archives

2019

ନବନିର୍ମାଣ କୃଷକ ସଂଗଠନ ରାଜନୈତିକ ଦଳର ଅସ୍ତ୍ର

ନବ ନିର୍ମାଣ କୃଷକ ସଂଗଠନ ପ୍ରକୃତରେ କୃଷକ ମାନଙ୍କ ସ୍ୱାର୍ଥ ପାଇଁ ଲଢୁଛି ନା କିଛି ରାଜନୈତିକ ଦଳର ଅସ୍ତ୍ରଭାବେ କାର୍ଯ୍ୟକରୁଛି ସେ ନେଇ ଏବେ ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଛି । କୃଷକ ମାନଙ୍କ ପାଇଁ ରାଜ୍ୟ ସରକାର ଏକ ଯୁଗାନ୍ତକାରୀ ପଦକ୍ଷେପ ନେଇ କାଳିଆ ଯୋଜନା ଭଳି ଏକ ସର୍ବଜନାଦୃତ…

ଯୋଗୀଙ୍କ ବୃଥା ଆସ୍ଫାଳନ

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜଣେ ମିଛୁଆ ବୋଲି ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି । ଓଡିଶା ଓ ଓଡିଶା ମୁଖ୍ୟମନ୍ତ୍ରୀଙ୍କ ସମ୍ପର୍କରେ ଆଦିତ୍ୟନାଥ ଦେଇଥିବା ମନ୍ତବ୍ୟ ଉପରେ ପ୍ରତିକି୍ରୟା ରଖି ଶ୍ରୀ ଦେବ କହିଛନ୍ତି ଯେ ଯୋଗୀ ଆଦିତ୍ୟନାଥ ଓଡିଶା ସରକାରଙ୍କ କାଳିଆ…

କୃଷକ ଯୋଜନାରେ କେନ୍ଦ୍ର ସରକାର ଭାଗଚାଷୀ ଓ ଭୁମିହୀନ ଚାଷୀଙ୍କୁ ଠକିଛନ୍ତି

ଭୁବନେଶ୍ବର ()  ଚାଷୀଙ୍କ ପାଇଁ କେନ୍ଦ୍ର ସରକାର କରିଥିବା ଯୋଜନାରେ ଭୂମିହୀନ ଚାଷୀ, ଭାଗଚାଷୀ ଓ କୃଷି ଶ୍ରମିକଙ୍କୁ ସମ୍ପର୍ଣ୍ଣ ଭାବେ ଅଣଦେଖା କରାଯାଇଛି । ସେମାନଙ୍କ ପାଇଁ କେନ୍ଦ୍ରୀୟ ଯୋଜନାରେ କୌଣସି ସହାୟତା ବ୍ୟବସ୍ଥା ନଥିବା ଦୁଃଖର ବିଷୟ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…

କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ ଅସୁସ୍ଥ

ଭୁବନେଶ୍ବର : କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ ଅସୁସ୍ଥ ହୋଇ ପଡ଼ିଛନ୍ତି। ତାଙ୍କୁ ଦିଲ୍ଲୀର ରାମ ମନୋହର ଲୋହିଆ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେ ନିଃଶ୍ବାସ ନେବାରେ କଷ୍ଟ ଅନୁଭବ କରୁଥିଲେ। ଆଜି ଏସଟି କମିଶନର ମିଟିଂ ଚାଲିଥିବାବେଳେ ସେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ। ସେଠାରୁ ତୁରନ୍ତ…

୧୫ ବର୍ଷ ବୟସ୍କା ନାବାଳିକାକୁ ଗଣ ଦୁଷ୍କର୍ମ ଅଭିଯୋଗ

କଟକ : ଅନୁଗୋଳ ଜିଲ୍ଲାର ଜଣେ ୧୫ ବର୍ଷୀୟ ନାବାଳିକାକୁ କଟକରେ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ସଂପୃକ୍ତ ନାବାଳିକାକୁ ୫ ଜଣ ଯୁବକ ଶନିବାର ଠାରୁ ଅଟକ ରଖି ଗଣଦୁଷ୍କର୍ମ କରିଥିବା ଜିଆରପି ଥାନାରେ ଅଭିଯୋଗ ହୋଇଛି। ଏକ ରାଲିରେ ଯୋଗଦେବା ପାଇଁ ଅନୁଗୋଳ ଜିଲ୍ଲାର ବନ୍ତଳା ଅଂଚଳରେ…

ସମ୍ବଲପୁରରେ ଯୁବତୀ ଚାଲାଣ ଗ୍ୟାଙ୍ଗର ମୁଖ୍ୟ ଗିରଫ

ସମ୍ବଲପୁର : ସମ୍ବଲପୁରରୁ ଯୁବତୀଙ୍କୁ ସୁଦୁର ରାଜସ୍ଥାନରେ ବିକ୍ରି କରିବା ପରେ,ଏବେ ନୂତନ ଯୁବତୀ ସଂନ୍ଧାନରେ ଥିବା ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି, ଟାଉନ୍‌ଥାନା ପୋଲିସ୍‌। ହେଲେ ଏବେ ମଧ୍ୟ ଏହି ମାମଲାର ଦୁଇଜଣ ଅଭିଯୁକ୍ତ ଫେରାର୍‌ ଅଛନ୍ତି। ହେଲେ ପୋଲିସ୍‌ର କହିବା ହେଲା, ରାଜସ୍ଥାନରେ…

ସୁନ୍ଦରଗଡରେ ଆନ୍ତଃ ଜିଲ୍ଲା ବାଇକ ଚୋର ର‍୍ୟାକେଟ ଠାବ, ୧୩ ବାଇକ ଉଦ୍ଧାର ସହ ୧୪ ଗିରଫ

ସୁନ୍ଦରଗଡ : ଆନ୍ତଃ ଜିଲ୍ଲା ବାଇକ ଚୋର ର‍୍ୟାକେଟ ଠାବ । ୧୪ ଜଣ ଗିରଫ ହୋଇଥିବା ବେଳେ ୧୩ ବାଇକ ଉଦ୍ଧାର । ସୁନ୍ଦରଗଡ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବାଇକ୍‌ ଚୋରି ହୋଇ ଆସୁଥିଲା । ଏନେଇ ପୋଲିସ ପାଖରେ ଅଭିଯୋଗ ହୋଇଥିଲା। ଏସ୍‌ପିଙ୍କ ତତ୍ତ୍ୱାବଧାନରେ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇ ଆନ୍ତଃ…

କାବୁ ହେଲା ବାଘ : କଲରାପତରିଆ ବାଘକୁ କାବୁ କଲା ବନ ବିଭାଗ

ଭୁବନେଶ୍ବର : କାବୁ ହେଲା ବାଘ । ଜନ୍ତାରେ ପଡ଼ିଲା କଲରାପତରିଆ । ଅପରେସନ୍‌ ଟାଇଗରରେ ଭୁବନେଶ୍ୱର ବିମାନବନ୍ଦର ନିକଟରୁ କଲରାପତରିଆ ବାଘକୁ ଧରିଲା ବନ ବିଭାଗ । ଗତକାଲି ଦିନ ୧୧ଟାରୁ ବିଳମ୍ବିତ ରାତି ଯାଏଁ ଚାଲିଥିଲା ଅପରେସନ୍‌ । ଶେଷରେ ରାତି ପାଖାପାଖି ତିନିଟା ବେଳେ ବାଘକୁ…

ଆଜି ପୁରୀ ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ : ୨୦ଟି ପ୍ରକଳ୍ପର ଶୁଭ ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ

ପୁରୀ : ଆଜି ପୁରୀ ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରଥମେ ମୁଖ୍ୟମନ୍ତ୍ରୀ ୧୧ଟାରେ କଣାସ ବ୍ଲକ ଗଡ଼ସାହି ମେଳଣ ପଡିଆରେ ପହଞ୍ଚିବେ। ଏହାପରେ ବ୍ରହ୍ମଗିରି ଓ କୃଷ୍ଣପ୍ରସାଦରେ ୨୦ଟି ପ୍ରକଳ୍ପର ଶୁଭ ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏହାପରେ ଏକ ସାଧାରଣ…

କାଳିଆ ସ୍କଲରାସିପ ପୋର୍ଟାଲର ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ( ଚକ୍ରଧର ମାଝି ) :   ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଚିବାଳୟରେ କାଳିଆ ସ୍କଲରାସିପ୍ ଯୋଜନାର ୱେବ ପୋର୍ଟାଲ୍ ଓ ଲୋଗୋ ଉନ୍ମୋଚନ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ସ୍କଲାରସିପ୍ ଯୋଜନା ଦ୍ୱାରା ଚାଷୀ ପରିବାରର ପିଲାମାନେ ଡାକ୍ତର, ଇଞ୍ଜିନିୟର,…