Odia News Portal
Yearly Archives

2019

ପ୍ରଣବଙ୍କୁ ଆର୍ଶିବାଦ କରିବାକୁ ଅପିଲ କଲେ ମୁଖ୍ୟମନ୍ତ୍ରୀ

ଯାଜପୁର: ଆସନ୍ତା ସାଧାରଣ ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜିଠାରୁ ବିଧିବଦ୍ଧ ଭାବେ ନିର୍ବାଚନ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି । ଆଜି ଯାଜପୁର ଜିଲ୍ଲାରେ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମର ଉଦ୍ଘାଟନ ଓ ଶିଳାନ୍ୟାସ ଉତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଧର୍ମଶାଳା ବିଧାୟକ ପ୍ରଣବ…

ପୁଲଓ୍ଵାମା ଆକ୍ରମଣରେ ରହିଛି ପାକିସ୍ତାନ ସେନାର ହାତ

ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣ ପଛରେ ରହିଛି ପାକିସ୍ତାନ ସେନାର ହାତ । ଆତଙ୍କବାଦୀ ଜୈଶ-ଏ-ମହମ୍ମଦ ପାକିସ୍ତାନ ସେନାର ସନ୍ତାନ । ଜମ୍ମୁ-କାଶ୍ମୀରରେ ସେନା, ସିଆରପିଏଫ୍ ଓ ପୋଲିସର ମିଳିତ ସାମ୍ବାଦିକ ସମ୍ମିଳନୀରେ ଏହା କୁହାଯାଇଛି । ସେନା ପକ୍ଷରୁ କୁହାଯାଇଛି ଜୈଶ-ଏ-ମହମ୍ମଦକୁ ଆଇଏସ୍ଆଇ…

2196 କୋଟିର ପୁଂଜିନିବେଶ ଓ 3465 ନିଯୁକ୍ତି ସୁଯୋଗ

ଭୁବନେଶ୍ବର ()  ଓଡିଶାକୁ ପୂର୍ବ ଭାରତରେ ଏକ ଉତ୍ପାଦନ ହବ ଭାବେ ପରିଚିତ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆରମ୍ଭ କରିଥିବା ଅଭିଯାନରେ ଆଜି ଆଉ ଏକ ସଫଳତାର ଫର୍ଦ୍ଦ ଯୋଡି ହୋଇଛି । ଆଜି ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନସିଂ ଜରିଆରେ 18ଟି ନୂଆ ବୃହତ ଶିଳ୍ପର ଭୂମୀପୂଜା ଓ ଶିଳାନ୍ୟାସ…

ଧରା ପଡୁନି କଲରାପତରିଆ

ଭୁବନେଶ୍ୱର, ( ଚକ୍ରଧର ମାଝି ) :  ରାଜଧାନୀରେ ବାଘ ଧରିବାକୁ ଆରମ୍ଭ ହୋଇଥିବା ପ୍ରଥମ ପର୍ୟ୍ୟାୟ ଅପରେସନ ଶେଷ ହୋଇଛି । ବାଘକୁ ନପାଇ ଜଙ୍ଗଲରୁ ଫେରିଛନ୍ତି ନନ୍ଦନକାନନ ଓ ଓୟୁଏଟିର ସ୍ୱତନ୍ତ୍ର ବିଶେଷଜ୍ଞ ଦଳ । ବାଘଟି ବିମାନବନ୍ଦର ପାଖ ଜଙ୍ଗଲରେ ଥିବା ଅନୁମାନ କରାଯାଉଛି । ଖୁବଶୀଘ୍ର ବାଘକୁ…

ପାକିସ୍ତାନୀ ଗାୟକଙ୍କୁ ନିଜ ଫିଲ୍ମରୁ ବାହାର କଲେ ସଲମାନ

ପୁଲୱାମାରେ ସିଆରପିଏଫ ଯବାନଙ୍କ ଉପରକୁ ହୋଇଥିବା ଆତ୍ମଘାତୀ ହମଲାକୁ ନେଇ ସମଗ୍ର ଦେଶରେ ଆକ୍ରୋଶର ମାହୋଲ ଦେଖା ଦେଇଛି | ବଲିଉଡ ଇଣ୍ଡଷ୍ଟ୍ରି ମଧ୍ୟ ଏଥିରୁ ବାଦ ପଡିନି | ଅଧିକାଂଶ ବଲିଉଡ କଳାକାର ଏହାକୁ ନିନ୍ଦା କରିଛନ୍ତି | ଏହାସହ ଅନେକ ବଲିଉଡ କଳାକାର ସହିଦଙ୍କ ପରିବାରକୁ ଆର୍ଥିକ ସହାୟତା…

ପାକିସ୍ତାନୀ ଚୋରଙ୍କ ମୁହଁ ଟାଣ

ପୁଲୱାମା ଆତଙ୍କବାଦୀ ହମଲା ପରେ ସବୁଆଡୁ ଏକଘରିକିଆ ହେବା ଆଶଙ୍କାରେ ପାକିସ୍ତାନ ଏକ ନୂଆ ଚାଲ ଖେଳିବା ସହିତ ଚୋରଙ୍କ ମହଁ ଟାଣ ଭଳି ଏହାର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ବକୱାସ ଆରମ୍ଭ କରିଛି । ପୁଣି ଆତଙ୍କୀ ହମଲା ଘଟଣା ଉପରେ ଦୋଷ ଛଡ଼ାଇ ଇମ୍ରାନ କହିଲେ, ପ୍ରମାଣ ନଥାଇ ପାକିସ୍ତାନ ଉପରେ…

ମହିଳାଙ୍କୁ ଆଉ ଦେବାକୁ ପଡିବନି ଭର୍ଜିନିଟି ଟେଷ୍ଟ

ଏଥର ମହିଳା ମାନଙ୍କୁ ଦେବାକୁ ପଡିବନି ଭର୍ଜିନିଟି ଟେଷ୍ଟ, ଏବେ ମହାରାଷ୍ଟ୍ରରେ କୌଣସି ମହିଳାଙ୍କୁ ଭର୍ଜିନିଟି ଟେଷ୍ଟ କରିବାକୁ ବାଧ୍ୟ କଲେ ଉକ୍ତ ବ୍ୟକ୍ତିକୁ ଭୋଗିବାକୁ ପଡିବ କଠୋର ଦଣ୍ଡ । ମହାରାଷ୍ଟ୍ରର କିଛି ସ୍ଥାନରେ ପରମ୍ପରା ଅଛି ବିବାହ ପୁର୍ବରୁ ଝିଅମାନଙ୍କର ଭର୍ଜିନିଟି ଟେଷ୍ଟ…

ଜଳିଗଲା ସଂସାର

କନ୍ଧମାଳ ଜିଲ୍ଲା ବାଲିଗୁଡା ଠାରେ ଅଗ୍ନି ଦୁର୍ଘଟଣାରେ ଗୋଟିଏ ସଂସାର ଜଳିପୋଡି ଛାରଖାର ହୋଇଯାଇଛି । ମା’ ସହ ଦୁଇ ନିଷ୍ପାପ ଶିଶୁ ଜୀବନ୍ତ ଦଗ୍ଧ ହୋଇଥିବା ସମ୍ପର୍କରେ ଏକ କରୁଣ ସମ୍ବାଦ ବିଭିନ୍ନ ଅଂଚଳରେ ଶୋକର ଛାୟା ଖେଳାଇଦେଇଛି । ମୃତ୍ୟୁବରଣ କରିଥିବା ମହିଳାଙ୍କ ନାମ ୨୬ବର୍ଷିଆ ଝୁଲିମା…

୧୦.୯ କୋଟି ସହ ଜଣେ ମହିଳା ୩ଯୁବକ ଗିରଫ

ଓଡିଶା ସୀମାନ୍ତରୁ ୧୦ କୋଟିରୁ ଉର୍ଦ୍ଧ ଟଙ୍କା ଜବତ କରାଯାଇଛି । ଏହି ଟଙ୍କା ଛତିଶଗଡରୁ ଆଗ୍ରା ଯାଉଥିବା ଜଣାପଡିଛି । ଏହି ଟଙ୍କା ସହିତ ୩ଜଣ ଯୁବକ ଓ ଜଣେ ମହିଳାଙ୍କୁ ପୋଲିସ ଅଟକରଖି ପଚରାଉଚରା କରାଯାଉଛି । ମାଲକାନାଗିରି ଠାରେ ଏକ ଟୟଟା କାରରୁ ଏହି ଟଙ୍କା ଜବତ କରାଯାଇଛି । ଏହି କାରରୁ ଜବତ…

୩ ପେଟି ଚୋରା ମଦ ଜବଦ

ଚାନ୍ଦବାଲି  : ଚାନ୍ଦବାଲି ବ୍ଲକ ଚଡ଼ଦିଆ ପଂଚାୟତରେ ବେଆଇନ ଭାବେ ଚୋରା ମଦ କାରବାର କରୁଥିବା ୨ ବେପାରୀଙ୍କ ଠାରୁ ୩ ପେଟି ମଦ ମହିଳାମାନେ ଜବଦ କରିଥିବାବେଳେ ମଦ ପେଟିକୁ ଛାଡ଼ି ଅଭିଯୁକ୍ତମାନେ ଫେରାର ହୋଇ ଯାଇଛନ୍ତି । ଗାଁରେ ସରସ୍ବତୀଙ୍କ ଭଷାଣୀ ଚାଲୁଥିବା ସମୟରେ ଚୋର ମଦକୁ ୨ ଅଭିଯୁକ୍ତ…