Odia News Portal
Yearly Archives

2019

ପୁଲଓ୍ଵାମା ଆକ୍ରମଣର ଖୋଳତାଡ କରୁଛି ଏନଆଇଏ

ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣର ଖୋଳତାଡ କରୁଛି ଏନଆଇଏ। ବିସ୍ଫୋରଣସ୍ଥଳରୁ ଯୋଗାଡ଼ କରାଯାଉଛି ତଥ୍ୟ ପ୍ରମାଣ। ୨୫ କିଲୋମିଟର ପରିଧି ଭିତରେ ସେଦିନ ଇଣ୍ଟରନେଟ୍ ସେବା, ମୋବାଇଲ୍ କଲ୍ ଡିଟେଲ୍, ଟେଲିଗ୍ରାମ୍ ମେସେକୁ କଡ଼ାକଡ଼ି ଯାଞ୍ଚ କରୁଛି ଏନଆଇଏ। ବିସ୍ଫୋରଣର ମାଷ୍ଟରମାଇଣ୍ଡ ଜୈସ-ଏ-ମହମ୍ମଦ…

ପାକିସ୍ଥାନ ସପକ୍ଷରେ ମନ୍ତବ୍ୟ ଦେଇ କପିଲ ଶର୍ମା ସୋ’ରୁ ଆଉଟ୍ ହେଲେ ସିଦ୍ଧୁ

ବହୁ ଚର୍ଚ୍ଚିତ କମେଡି ଧାରା ବାହିକ କପିଲ ଶର୍ମା ସୋ’ରୁ ବିଦା ହେଲେ ନବେଜ୍ୟାତି ସିଂ ସିଦ୍ଧୁ । ତେବେ ପୁଲୱାମା ଆତଙ୍କୀ ହମଲାକୁ ନେଇ ଦେଇଥିବା ବିବାଦୀୟ ମନ୍ତବ୍ୟକୁ ନେଇ ସିଦ୍ଧୁଙ୍କୁ କପିଲ ଶର୍ମାଙ୍କ ସୋ’ରୁ ବାହାର କରିଦିଆଯାଇଛି । ସୂଚନା ଅନୁସାରେ,ଦେଶର ଯବାନ ସହିଦ ହୋଇଥିବା କାରଣରୁ ସାରା…

ଭଲପାଇବା ଦେଖାଇବାର ଭଲ ଉପାୟ ଚୁମ୍ବନ

ସାଥିଙ୍କ ପାଇଁ ନିଜର ଭଲପାଇବା ଦେଖାଇବାର ସବୁଠାରୁ ଭଲ ଉପାୟ ରହିଥାଏ ଚୁମ୍ବନ। ଏହା ଦ୍ବାରା ଦୁହିଁଙ୍କ ପ୍ରତି ଥିବା ଭଳପାଇବା ଏବଂ ବିଶ୍ବାସ ବଢ଼ିଥାଏ। ଆପଣ ମଧ୍ୟ ଅନେକ ସମୟରେ ନିଜ ସାଥିଙ୍କ ପ୍ରତି ଭଲପାଇବା ଜଣାଇବା ପାଇଁ ତାଙ୍କୁ ଅନେକ ଥର ଚୁମ୍ବନ ଦେଉଥିବେ। ତେବେ ଶରୀରର ଭିନ୍ନଭିନ୍ନ…

ସହିଦ ପରିବାରକୁ ସହାୟତା ରାଶି ୨୫ ଲକ୍ଷକୁ ବଢିଲା

୨ ଓଡ଼ିଆ ଯବାନଙ୍କ ପରିବାର ପାଇଁ ଅନୁକମ୍ପା ସହାୟତା ରାଶି ବୃଦ୍ଧି କଲେ ରାଜ୍ୟ ସରକାର । ସହିଦ ମନୋଜ ବେହେରା ଓ ସହିଦ ପ୍ରସନ୍ନ ସାହୁଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ଅନୁକମ୍ପା ରାଶି ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ଦେଶପାଇଁ ବଳିଦାନ ଦେଇଥିବା ଏହି ଦୁଇ ବୀର ଓଡ଼ିଆ…

ଜନ୍ମମାଟିରେ ଶେଷ ସଲାମ

ପୁଲୱାମା ଆତଙ୍କୀ ହମଲାରେ ସହିଦ ହୋଇଥିବା ୨ ଓଡ଼ିଆ ଯବାନଙ୍କ ମଧ୍ୟରୁ କଟକ ରତନପୁର ଗାଁର ମାନୋଜ ବେହେରାଙ୍କ ପରିବାର । ଯେଉଁ ପୁଅ କିଛି ଦିନ ପୂର୍ବେ ଛୁଟି କଟାଇ ପୁଣି ଦେଶପାଇଁ ଲଢ଼ିବାକୁ ଅଣ୍ଟା ଭିଡ଼ି ଚାଲିଯାଇଥିଲା ସେ ଆଉ ଏ ଦୁନିଆରେ ନାହିଁ । ଆଉ ପୁଅର ମରଶରୀରକୁ ଦେଖି ଲୋତକ ଭରା ଚାହାଣୀରେ…

ସହିଦଙ୍କ ପାଇଁ ବିମାନ ବନ୍ଦର ପରିସରରେ ସ୍ୱତନ୍ତ୍ର ବ୍ୟବସ୍ଥା

ସହିଦଙ୍କ ପାଇଁ ଭୁବନେଶ୍ୱର ବିମାନବନ୍ଦର ପରିସରରେ ସ୍ୱତନ୍ତ୍ର ଆୟୋଜନ କରାଯାଇଛି । ମିଳିଥିବା ସୂଚନା ଅନୁସାରେ, ଦିଲ୍ଲୀରୁ ଏକ ସ୍ୱତନ୍ତ୍ର ବିମାନ ଯୋଗେ ମରଶରୀରକୁ ଭୁବନେଶ୍ୱର ଅଣାଯାଉଛି । ସହିଦଙ୍କୁ ଶେଷ ଶ୍ରଦ୍ଧାଞ୍ଜଳୀ ଦେବା ପାଇଁ ବିମାନବନ୍ଦର ପରିସରରେ ଭିଡ ମଧ୍ୟ ରହିଛି । ରାଜନେତାଠାରୁ…

ଥାନାଧିକାରୀଙ୍କୁ ହତ୍ୟା ଧମକ !

କନ୍ଧମାଳ : କନ୍ଧମାଳରେ କିଛିଦିନର ନିରବତା ପରେ ମାଓବାଦୀଙ୍କ ପାଦ୍ରୁଭାବ ପୁଣି ବଢିବାରେ ଲାଗିଛି । ଆଜି ଲାଲାବହିନୀ ଜିଲ୍ଲାର ବିଭିନ୍ନ ସ୍ଥାନରେ ପୋଷ୍ଟର ମାରି ନିଜର ଅସ୍ତିତ୍ୱ ଜାହିର କରିଛି । ଏପରିକି ପୋଷ୍ଟରରେ ଥାନା ଅଧିକାରୀଙ୍କୁ ଧମକ ମଧ୍ୟ ଦେଇଛି । ସୂଚନାନୁସାରେ, ଆଜି କନ୍ଧମାଳ…

ଅଧ୍ୟାପକଙ୍କ ଘରେ ଭିଜିଲାନ୍ସ ଚଢାଉ

ବାଲେଶ୍ୱର : ଅଧ୍ୟାପକଙ୍କ ଘରେ ଭିଜିଲାନ୍ସ ଚଢାଉ। ବାଲେଶ୍ୱର ଜିଲ୍ଲା ସୋର ତଳନଗର ମହାବିଦ୍ୟାଳୟର ବୋଟନୀ ଅଧ୍ୟାପକ ରାମଚନ୍ଦ୍ର ଉପାଧ୍ୟାୟଙ୍କ ଘର ସମେତ ୪ଟି ସ୍ଥାନରେ ଚଢାଉ କରାଯାଇଛି। ଭିଜିଲାନ୍ସ ପକ୍ଷରୁ ୫ଜଣ ଏହି ଚଢାଉ କରିଛନ୍ତି। ଚଢାଉ ବେଳେ ୩ ଲକ୍ଷରୁ ଅଧିକ ଟଙ୍କା ଜବତ ହୋଇଛି।…

ରାସ୍ତା କଡ଼କୁ ଓଲଟିଲା ବରଯାତ୍ରୀ ଗାଡି : ୬ଜଣ ଆହତ

ଘଟଗାଁ : ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟିଲା ବରଯାତ୍ରୀ ଗାଡି। ଦୁର୍ଘଟଣାରେ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ୬ଜଣ ଆହତ ହୋଇଥିବାର ଜଣାପଡିଛି । ସୂଚନା ଅନୁଯାୟୀ ହରିଚନ୍ଦନପୁର ଗ୍ରାମପଞ୍ଚାୟତ ରଘୁନାଥପୁର ଗ୍ରାମର ଜଣେ ଯୁବକର ବାହାଘରର ବରଯାତ୍ରୀ ନିମନ୍ତେ ଗ୍ରାମର ଯୁବକମାନେ…

୩୪ ଘଣ୍ଟା ଧରି ମୃତ୍ୟୁ ସହିତ ସଂଘର୍ଷ କରିବା ପରେ ଶେଷରେ ଆଖି ବୁଜିଲେ ଜ୍ୟୋତିର୍ମୟୀ

ଦୀର୍ଘ ୩୪ ଘଣ୍ଟା ଧରି ମୃତ୍ୟୁ ସହିତ ସଂଘର୍ଷ କରିବା ପରେ ହାରି ଯାଇଛନ୍ତି ହୀରାକୁଦର ଜ୍ୟୋତିର୍ମୟୀ ନାୟକ। ୨ ଝିଅ ଜନ୍ମ ଦେଇଥିବାରୁ ପରିବାର ଲୋକ ପେଟ୍ରୋଲ୍‌ ଢାଳି ନିଆଁ ଲଗାଇ ଦେଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଶେଷରେ, ଆଜି ସେ ଆଖି ବୁଜିଛନ୍ତି।…