Odia News Portal
Yearly Archives

2019

ଫେବ୍ରୁଆରି ୨୨ରୁ ମାଟ୍ରିକ୍‌ ପରୀକ୍ଷା, ଏଥର ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଭୁବନେଶ୍ୱର : ଫେବ୍ରୁଆରି ୨୨ରୁ ଆରମ୍ଭ ହେବାକୁ ଥିବା ମାଟ୍ରିକ୍‌ ପରୀକ୍ଷାର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି ମାଧ୍ୟମିକ ଶିକ୍ଷା ପରିଷଦ। ଗତଥର ପରି ଏଥର ଯେମିତି ପ୍ରଶ୍ନପତ୍ର ଯେମିତି ଭାଇରାଲ ନ ହୁଏ, ସେଥିପାଇଁ ପରୀକ୍ଷା କେନ୍ଦ୍ରକୁ ମୋବାଇଲ୍‌ ପ୍ରବେଶ ଉପରେ କଟକଣା ଜାରି ହୋଇଛି।…

ଭୂମିହୀନ ଚାଷୀଙ୍କ ଆକାଉଣ୍ଟକୁ ଗଲା ‘କାଳିଆ’ ଟଙ୍କା

ଭୂମିହୀନ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଗଲା ପ୍ରଥମ ପର୍ୟ୍ୟାୟ ‘କାଳିଆ’ ଟଙ୍କା । କେନ୍ଦ୍ରାପଡ଼ା ‘କାଳିଆ’ ଚାଷୀ ମହାସମାବେଶରେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୂମିହୀନ ଚାଷୀଙ୍କୁ ଜୀବନଧାରଣ ପାଇଁ ପ୍ରଥମ ପର୍ୟ୍ୟାୟରେ ୫ ହଜାର ଟଙ୍କା ପ୍ରଦାନ କରାଯାଇଛି । ଏହି ଟଙ୍କାରେ ଚାଷୀ…

ସମ୍ପର୍କ ମଜବୁତ୍ ପାଇଁ କରନ୍ତୁ ଏହି କାମ 

କୌଣସି ବି ସମ୍ପର୍କକୁ ମଜବୁତ୍ ଭାବେ ନିଭାଇବା ପାଇଁ ପରସ୍ପର ମଧ୍ୟରେ କିଛି ଦୂରତା ରଖିବା ଆବଶ୍ୟକ । କିନ୍ତୁ କିଛି ସମୟରେ ଲୋକେ ଭୁଲ୍ କରି ବସନ୍ତି । ଭଲପାଇବା ଥିବା ସତ୍ତ୍ବେ ମଧ୍ୟ ନିଜର ସାଥୀଙ୍କ ସହିତ କିଛି ଦୂରତା ରଖିବା ଦରକାର । ବ୍ୟକ୍ତିଗତ ଦୂରତାକୁ ଭୁଲ୍ ଭାବେ ନେବା ଠିକ୍ ନୁହେଁ ।…

ପୁଲଓ୍ବାମା: ପୁଣି ବୟାନ ପାଇଁ ଅଡୁଆରେ ସିଦ୍ଧୁ

ପୁଲଓ୍ବାମାରେ ୪୦ ଜଣ ସିଆରପିଏଫ୍ ଯବାନ ସହିଦ ହେବାପରେ ଏହି ସମ୍ବେଦନଶୀଳ ଘଟଣାକୁ ନେଇ କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁଙ୍କ ମନ୍ତବ୍ୟକୁ ନେଇ ନୂଆ ବିବାଦ ଆରମ୍ଭ ହୋଇଛି। ସୋଶାଲ ମିଡିଆରେ ତମ୍ବି ତୋଫାନ ସୃଷ୍ଟି କରିଥିବା ଏହି ମନ୍ତବ୍ୟରେ ସିଦ୍ଧୁ କହିଥିଲେ, “ଆତଙ୍କବାଦର ଧର୍ମ ନଥାଏ କି…

ଦୁଇ ଓଡ଼ିଆ ସହିଦଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ୧୦ ଲକ୍ଷ ଟଙ୍କା ସହାୟତା ଘୋଷଣା

ଜମ୍ମୁ-କାଶ୍ମୀର ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୪୦ ଜଣ ଯବାନ ସହିଦ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ଦୁଇ ଜଣ ଓଡ଼ିଆ। ସେମାନେ ହେଲେ ଜଗତସିଂହପୁର ଜିଲ୍ଲା ନାଉଗାଁର ପ୍ରସନ୍ନ ସାହୁ ଓ କଟକ ଜିଲ୍ଲା ନିଆଳିର ରତନପୁର ଗାଁର ମନୋଜ କୁମାର ବେହେରା। ଏହି ଦୁଇ ସହିଦ୍ଙ୍କ ପରିବାର…

କୋହଲିଙ୍କ ଟୁଇଟକୁ ନେଇ ଦେଶବ୍ୟାପି ଆଲୋଡନ

ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ସ୍ତବ୍ଧ ସାରା ବିଶ୍ବ । ପ୍ରାୟ ୪୪ ଜଣ ଯବାନ ଏହି ଆକ୍ରମଣରେ ହୋଇଛନ୍ତି ସହିଦ୍ । ଏହି ଘଟଣା ପରେ ସାରା ଦେଶବାସୀଙ୍କ ମନରେ ଜଳୁଛି ପ୍ରତିଶୋଧର ବହ୍ନି । ଦେଶର ଏହି ଶୋକାକୂଳ ପରିବେଶରେ କ୍ୟାପଟେନ୍ କୋହଲି ଏମିତି କିଛି କରିଦେଇଛନ୍ତି ଯାହା ଫଳରେ…

‘ମୋଷ୍ଟ ଫେଭର୍ଡ ନେସନ୍’ ତାଲିକାରୁ ବାଦ୍ ପଡ଼ିଲା ପାକିସ୍ତାନ

ପାକିସ୍ଥାନର ଅଘୋଷିତ ସମର୍ଥନରେ ଚାଲୁଥିବା ଆତଙ୍କୀ ସଂଗଠନର ଆତ୍ମଘାତୀ ଆକ୍ରମଣରେ ପ୍ରାୟ ୩୭ ଜଣ ସିଆରପିଏଫ୍ ଯବାନ ସହିଦ ହେବାର କିଛି ଘଣ୍ଟା ପରେ ଭାରତ ସରକାର ପାକିସ୍ତାନକୁ ‘ମୋଷ୍ଟ ଫେଭର୍ଡ ନେସନ୍’ ତାଲିକାରୁ ବାଦ୍ ଦେଇଛନ୍ତି। ଆଜି ସରକାରଙ୍କ ମନ୍ତ୍ରୀମଣ୍ଡଳର ବରିଷ୍ଠ ସଦସ୍ୟ ଅରୁଣ ଜେଟଲୀ…

‘ମୁଁ ଆପଣଙ୍କ ସାଥୀରେ ଅଛି’ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  : ଜମ୍ମୁକାଶ୍ମୀର ପୁଲଓ୍ବାମାରେ ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ୩୭ଜଣ ଯବାନଙ୍କ ମଧ୍ୟରେ ଦୁଇ ଜଣ ଓଡିଆ ଯବାନ ରହିଛନ୍ତି । ଦୁଇ ଓଡିଆ ଯବାନ ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ଶିଖର ଗାଁର ପ୍ରସନ୍ନ କୁମାର ସାହୁ ଏବଂ କଟକ ଜିଲ୍ଲା ନିଆଳି ରତନପୁର ଗାଁରେ ମନୋଜ କୁମାର…

ଆଜି ମିଳିବ ଦ୍ୱିତୀୟ ପର୍ୟ୍ୟାୟ କାଳିଆ ଟଙ୍କା

ଆଜି କୃଷକଙ୍କୁ ମିଳିବ ଦ୍ୱିତୀୟ ପର୍ୟ୍ୟାୟ କାଳିଆ ଟଙ୍କା ।କେନ୍ଦ୍ରାପଡାରେ ଚାଷୀ ମହାସମାବେଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ହିତାଧିକାରୀଙ୍କୁ ଟଙ୍କା ବାଂଟିବେ । ୧୦ ଲକ୍ଷରୁ ଅଧିକ ଭୂମିହୀନଙ୍କୁ ଜୀବିକା ଅର୍ଜନ, ଆନୁସଙ୍ଗିକ କୃଷିକାର୍ୟ୍ୟ ପାଇଁ ୩ଟି କିସ୍ତିରେ ୧୨ ହଜାର ୫ଶହ…

ବିଏସଏନ୍‌ଏଲ୍‌ ବନ୍ଦ ଖବରକୁ ଖଣ୍ଡନ କଲେ : ଓଡିଶା ସର୍କଲର ସିଜିଏମ୍‌ ସତ୍ୟାନନ୍ଦ ନାୟକ

ଭୁବନେଶ୍ୱର  : ଭାରତ ସଞ୍ଚାର ନିଗମ ଲିମିଟେଡ-ବିଏସଏନ୍‌ଏଲ୍‌ର ସେବା ବନ୍ଦ ନେଇ ପ୍ରଚାରିତ ଖବର ମିଥ୍ୟା । ଏ ସଂପର୍କିତ ଖବରକୁ ଖଣ୍ଡନ କରିଛନ୍ତି ବିଏସଏନଏଲର ଓଡିଶା ସର୍କଲର ସିଜିଏମ୍‌ ସତ୍ୟାନନ୍ଦ ନାୟକ ।  ସେ କହିଛନ୍ତି ବିଏସଏନ୍‌ଏଲ ସବୁବେଳେ ଗ୍ରାହକଙ୍କୁ ଉତ୍ତମ ସେବା ଓ ସୁବିଧା ଯୋଗାଇ…