Odia News Portal
Yearly Archives

2019

ଆଜି କୁହୁଡି ବଳୟରେ ରାଜଧାନୀ

ଭୁବନେଶ୍ବର : କୁହୁଡି ବଳୟରେ ରାଜଧାନୀ। ରାଜ୍ୟରେ ଶୀତର ପ୍ରକୋପ କମିଥିବାବେଳେ ଆଜି ସକାଳୁ ସକାଳୁ ପୁଣି ଘନ କୁହୁଡିର ଆସ୍ତରଣ ଦେଖିବାକୁ ମିଳିଛି। ୫୦ ମିଟର ପର୍ଯ୍ୟନ୍ତ ଜିରୋ ଭିଜିବିଲିଟି ଥିଲା। ଫଳରେ ଗାଡି ଚଳାଚଳରେ ବାଧା ସୃଷ୍ଚି ହୋଇଥିଲା। ଲୋକମାନେ ଗାଡି ଲାଇଟ୍‌ ଲଗାଇ ଯିବାଆସିବା…

କଶ୍ମୀରର ଆତ୍ମଘାତୀ କାର୍ ଆକ୍ରମଣ : ଦୁଇ ଜଣ ଓଡ଼ିଆ ଯବାନ ସହିଦ

ପୁଲଓ୍ଵାମା ଏନ୍‌କାଉଣ୍ଟରରେ ସହିଦ ହୋଇଥିବା ଯବାନଙ୍କ ମଧ୍ୟରେ ଅଛନ୍ତି ଓଡ଼ିଆ ପୁଅ । ଦୁଇ ଜଣ ଓଡ଼ିଆ ଯବାନ ସହିଦ ହୋଇଛନ୍ତି । ସହିଦ ଯବାନ ହେଉଛନ୍ତି ଜଗତସିଂହପୁର ଜିଲ୍ଲା ନାଉଗାଁ ଶିଖର ଗାଁର ପ୍ରସନ୍ନ କୁମାର ସାହୁ । ପ୍ରସନ୍ନ ସିଆରପିଏଫ୍‌ରେ ହେଡ୍‌ କନ୍‌ଷ୍ଟେବଳ ଭାବେ କାମ କରୁଥିଲେ । …

ଶସ୍ତା ହେଲା ସୁନା ମୂଲ୍ୟ

ଦିଲ୍ଲୀ : ଲଗାତାର ଚତୁର୍ଥ ଦିନ ଧରି ସୁନା ମୂଲ୍ୟ ହ୍ରାସ ପାଇଛି । ଆଜି ପୁଣି ସୁନା ୫୦ ଟଙ୍କା କମିଛି । ଆଜି ସୁନା ମୂଲ୍ୟ ୧୦ ଗ୍ରାମକୁ ୩୪ ହଜାର ଅଛି । ସୁନାର ଦାବି କମିଯିବା ହେତୁ ମୂଲ୍ୟ ହ୍ରାସ ପାଇଥିବା ଗହଣା ବ୍ୟବସାୟୀ କହିଛନ୍ତି । ସୁନା ସହ ରୂପା ମୂଲ୍ୟ ମଧ୍ୟ ହ୍ରାସ ପାଇଛି । ରୂପା…

ଆଜିଠୁ ଦେଶରେ ଲାଗୁ ହେବ ୪ଟି ନୂଆ ନିୟମ ; ଆସନ୍ତୁ ଜାଣିବା କ’ଣ

ଦିଲ୍ଲୀ : ମୋଦି ସରକାରଙ୍କ ଶାସନକାଳରେ ଦେଶରେ ଅନେକ ବଡ ବଡ ପରିବର୍ତ୍ତନ କରିଛନ୍ତି । ଚଳିତ ମାସରେ ମୋଦି ସରକାର ଅନେକ ବଡ ବଡ ଘୋଷଣା କରିଛନ୍ତି । ଗତ ୧୦ ତାରିଖରୁ ଆସନ୍ତା ୧୫ ତାରିଖ ମଧ୍ୟରେ ମୋଦି ସରକାର ୪ଟି ବଡ ଘୋଷଣା କରିଛନ୍ତି । ଆସନ୍ତାକାଲି ଠାରୁ ଦେଶରେ ନୂଆ ନିୟମ ଲାଗୁ ହେବ ।…

୧୫ ଓ ୧୬ ଦୁଇ ଦିନ ଯାଏଁ ରାଜ୍ୟରେ ବର୍ଷାର ସମ୍ଭାବନା

ଭୁବନେଶ୍ୱର : ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କିଛି ଅଞ୍ଚଳରେ ବର୍ଷାର ସମ୍ଭାବନା ରହିଛି । ଏହି ସମୟର ଘଡ଼ଘଡ଼ି ସହ କୁଆପଥର ପଡ଼ିବ । ୧୫ ଓ ୧୬ ତାରିଖ ଦୁଇ ଦିନ ଯାଏଁ ରାଜ୍ୟରେ ବର୍ଷାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ସୂଚନା ଦେଇଛି । ତେବେ ଶୁକ୍ରବାର ତୁଳନାରେ ଶନିବାର ଦିନ ଅଧିକ…

ଆଜି ମୁଖ୍ୟମନ୍ତ୍ରୀଙ୍କ କେନ୍ଦ୍ରାପଡ଼ା ଗସ୍ତ : କାଳିଆ ଯୋଜନାରେ ଭୂମିହୀନ ଚାଷୀଙ୍କୁ ପ୍ରଥମ କିସ୍ତିର ଶୁଭାରମ୍ଭ

ଆଜି  କାଳିଆ ଯୋଜନାରେ ଭୂମିହୀନ ଚାଷୀଙ୍କୁ ବଣ୍ଟାଯିବ ଟଙ୍କା । ପ୍ରଥମ କିସ୍ତିରେ ସେମାନଙ୍କ ଆକାଉଣ୍ଟକୁ ୫ ହଜାର ଟଙ୍କା ଲେଖାଏଁ ପଠାଯିବ । କେନ୍ଦ୍ରାପଡ଼ାରେ ଚାଷୀ ସମାବେଶରେ ମୁଖ୍ୟମନ୍ତ୍ରୀ ଏହାର ଶୁଭାରମ୍ଭ କରିବେ । ଏହାପୂର୍ବରୁ ଭୁବନେଶ୍ୱରରେ ଆଜି ଜିଲ୍ଲାସ୍ତରୀୟ ପ୍ରଶିକ୍ଷକଙ୍କ ପାଇଁ…

ଗଞ୍ଜାମରେ ପୁଣି ଏନ୍‌କାଉଣ୍ଟର

ଗଞ୍ଜାମ : ଗଞ୍ଜାମରେ ପୁଣି ଏନ୍‌କାଉଣ୍ଟର। ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ମହମ୍ମଦ ଇମ୍ରାନ୍‌ ଆହତ। ତାର ୨ଟି ଗୋଡରେ ଗୁଳି ବାଜିଛି। ଆହତ ଅବସ୍ଥାରେ ତାକୁ ଭଞ୍ଜନଗର ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଭଞ୍ଜନଗର ନିକଟସ୍ଥ ଗଣ୍ଡିଶୁଳା ନିକଟରେ ଏହି ଏନ୍‌କାଉଣ୍ଟର ହୋଇଛି। ସେ…

ସ୍ପୋର୍ଟସ ଷ୍ଟାର ଆୱାର୍ଡ : ଶ୍ରେଷ୍ଠ, ସର୍ବଶ୍ରେଷ୍ଠ ନବୀନ ଓଡିଶା

ସ୍ପୋର୍ଟସ ଷ୍ଟାର କ୍ରୀଡା ପକ୍ଷରୁ ଆୟୋଜିତ ଉତ୍ସବରେ ମୁଖ୍ୟମନ୍ତ୍ରୀ ଗ୍ରହଣ କଲେ ପୁରସ୍କାର ପୁରସ୍କାରକୁ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କଲେ ମୁଖ୍ୟମନ୍ତ୍ରୀ ସଫଳତାର ଝୁଙ୍କ ଆପଣଙ୍କୁ ସଫଳ କରିବ ଭୁବନେଶ୍ବର () ସ୍ପୋର୍ଟସ ଷ୍ଟାର କ୍ରୀଡା ପତ୍ରିକା ପକ୍ଷରୁ ମୁମ୍ବାଇରେ ଆୟୋଜିତ…

ଭ୍ୟାଲେଣ୍ଟାଇନ୍ସ ଡେ କେମିତି ପାଳିଳେ ବିରୁଷ୍କା,ଜାଣନ୍ତୁ …

ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ୍ କୋହଲି ଓ ତାଙ୍କ ଅଭିନେତ୍ରୀ ପତ୍ନୀ ବିରୁଷ୍କା ଶର୍ମା ଦ୍ୱିତୀୟ ଥର ପାଇଁ ଚଳିତ ବର୍ଷ ଏକାଠି ପ୍ରେମ ଦିବସ ବା ଭ୍ୟାଲେଣ୍ଟାଇନ୍ସ ଡେ’ ପାଳନ କରିଛନ୍ତି। ଉଭୟ ଦମ୍ପତି ଭ୍ୟାଲେଣ୍ଟାଇନ୍ସ ଡେ’ ପୂର୍ବ ରାତିରେ ଦିଲ୍ଲୀର ପ୍ରସିଦ୍ଧ ରେଷ୍ଟୁରାଣ୍ଟ ନ୍ୟୁଏଭାରେ…

ଜମ୍ମୁ କାଶ୍ମୀରରେ ଆତଙ୍କୀ ହମଲା, ୪୨ ଯବାନ ସହିଦ

ଜମ୍ମୁ କାଶ୍ମୀରରେ ଆତଙ୍କୀ ହମଲା। ଏହି ଆତଙ୍କୀ ହମଲାରେ ଘଟଣାସ୍ଥଳରେ ୪୨ ଯବାନ ସହିଦ୍ ହୋଇଥିବା ସୂଚନା ମିଳିଛି । ପୁଲୱାମାର ହାଇୱେ ଉପରେ ଆଇଇଡ଼ି ବିସ୍ଫୋରଣ କରିଛନ୍ତି ଆତଙ୍କବାଦୀ । ସୂଚନା ମୁତାବକ ରାସ୍ତାରେ ଛିଡ଼ା ହୋଇଥିବା ସିଆରପିଏଫ ଯବାନଙ୍କ ଗାଡ଼ିରେ ଖଞ୍ଜା ହୋଇଥିଲା ଆଇଇଡ଼ି । ଏହାର…