Odia News Portal
Yearly Archives

2019

ଭାରତର ଏହି ସ୍ଥାନରେ ବିବାହ ପରେ ମହିଳାମାନେ ୫ଦିନ ପୋଷାକ ପିନ୍ଧନ୍ତି ନାହିଁ, କାରଣ ଜାଣନ୍ତୁ

ଭାରତରେ ଏପରି ବହୁତ ସ୍ଥାନ ରହିଛି ଯେଉଁଠାରେ ବିଚିତ୍ର ପରମ୍ପରା ଚାଲିଥାଏ। ଏପରି ଏକ ପରମ୍ପରାଯୁକ୍ତ ସ୍ଥାନ ହେଉଛି ହିମାଚଳ ପ୍ରଦେଶ। ଏଠାରେ ସ୍ବାମୀ ସ୍ତ୍ରୀ ପରସ୍ପର ସହିତ କଥା କହିପାରନ୍ତି ନାହିଁ। ଏହା ସହିତ ବିବାହର ୫ଦିନ ଯାଏଁ ସ୍ତ୍ରୀ ବିବସ୍ତ୍ର ରହିଥାନ୍ତି। ଏହି ପ୍ରଥା ଏଠାରେ ଦୀର୍ଘ…

ସଂସଦକୁ ମହିଳା ସାଂସଦ ଏମିତି ଲୋ-କଟ ଡ୍ରେସ ପିନ୍ଧି ଆସିଲେ, ଲୋକେ କଣ କହିଲେ ପଢନ୍ତୁ

ବ୍ରାଜିଲର ଜଣେ ନେତ୍ରୀ ତଥା ସାଂସଦ ପିନ୍ଧିଥିବା ଡ୍ରେସକୁ ନେଇ ସେ ସୋସିଆଲ ମିଡ଼ିଆରେ ଟ୍ରଲର ଶିକାର ହୋଇଛନ୍ତି | ତାଙ୍କ ଡ୍ରେସକୁ ନେଇ ଲୋକେ ତାଙ୍କୁ ନାନା ସମାଲୋଚନା କରିଛନ୍ତି | ବ୍ରାଜିଲର ମହିଳା ସାଂସଦ ଏନା ପାଉଲା ଦି ସିଲଭା ଏକ କାର୍ୟ୍ୟକ୍ରମରେ ଲୋ-କଟ ଡ୍ରେସ ପିନ୍ଧି ସଂସଦକୁ…

ପ୍ରଥମ ଥର ପାଇଁ କମିଶନରେଟ୍ ପୋଲିସରେ ବଡ ବଦଳି ଝଡ

କମିଶନରେଟ୍ ପୁଲିସ୍ରେ ବଡ଼ ଧରଣର ଅଦଳବଦଳ ହୋଇଛି। ଏଡିସିପି, ଏସିପି ଏବଂ ଇନ୍ସପେକ୍ଟର ସ୍ତରରେ ଅଦଳବଦଳ କରାଯାଇଛି। ତେବେ କଟକ ଓ ଭୁବନେଶ୍ୱରର ମୋଟ ୨୬ଟି ଥାନାର ଆଇଆଇସିଙ୍କୁ ବଦଳି କରାଯାଇଛି। ଗିରିଜା ଶଙ୍କର ଚକ୍ରବର୍ତ୍ତୀ କ୍ୟାପିଟାଲ ଥାନାର ଆଇଆଇସି ହୋଇଛନ୍ତି। ଅରୁଣ କୁମାର ସ୍ୱାଇଁ…

ନିର୍ବାଚନକୁ ମୁକ୍ତ ଓ ନିରପେକ୍ଷ କରିବା ପାଇଁ ନିର୍ବାଚନ କମିଶନ ନିକଟରେ ବିଜେଡିର ଦାବି

ଭୁବନେଶ୍ବର ()  ତନି ଦିନିଆ ଓଡ଼ିଶାରେ ଗସ୍ତରେ ମୁଖ୍ୟ ନିର୍ବାଚନ କମିଶନର ଅଶୋକ ଲାଭାସା । ଆସନ୍ତା ସାଧାରଣ ନିର୍ବାଚନକୁ ଅବାଧ ଓ ମୁକ୍ତ କରିବା ପାଇଁ ନିଆଯାଇଥିବା ପଦକ୍ଷେପ ସଂପର୍କରେ ସମୀକ୍ଷା କରୁଛନ୍ତି । ଏହି କ୍ରମରେ ବିଭିନ୍ନ ରାଜନୈତିକ ଦଳର ନେତାମାନଙ୍କୁ ଭେଟିଛନ୍ତି ନିର୍ବାଚନ କମିଶନ…

ନିର୍ବାଚନ କମିଶନରଙ୍କ ସହ ବରିଷ୍ଠ ପୋଲିସ ଅଧିକାରୀଙ୍କ ଆଲୋଚନା

ଭୁବନେଶ୍ବର :  ଭୁବନେଶ୍ବରରେ ନିର୍ବାଚନ କମିଶନରଙ୍କ ଟିମ୍ । ନିର୍ବାଚନ କମିଶନର ଅଶୋକ ଲାଭାସାଙ୍କ ନେତୃତ୍ବରେ ୬ ଜଣିଆ ଟିମ୍ ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି । ସାଧାରଣ ନିର୍ବାଚନ ପ୍ରସ୍ତୁତି ନେଇ ନିର୍ବାଚନ କମିଶନର ସମୀକ୍ଷା କରୁଛନ୍ତି । ଆଜି ପ୍ରମୁଖ ରାଜନୈତିକ ଦଳର ପ୍ରତିନିଧିଙ୍କ…

ହୀନ ମାନସିକତାର ଆଉ ଏକ ନମୁନା, ଜନ୍ମ ପୂର୍ବରୁ ଭୃଣ ହତ୍ୟା କରି ପୋଖରୀକୁ ପିଙ୍ଗି ଦେଲା ମା’

ଗଞ୍ଜାମ : ହୀନ ମାନସିକତାର ଆଉ ଏକ ନମୁନା । ଜନ୍ମ ପୂର୍ବରୁ ଭ୍ରୁଣ ହତ୍ୟା କରି ପୋଖରୀକୁ ଫୋପାଡି ଦେଲା ମାଆ । ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ବୁଗୁଡା ଥାନା ଅନ୍ତରପଡା ଗାଁ ନିକଟରେ । ସକାଳୁ ଗାଁ ନିକଟରେ ଥିବା ପିଲିଖାଇ ନାଳରେ ଏକ ଅପରିପକ୍ୱ ପୁତ୍ର ସନ୍ତାନର…

ଭାଲେଂଟାଇନ୍ସ ଡେ’ରେ ବଜରଙ୍ଗ ଦଳର ଶାନ୍ତିପୂର୍ଣ୍ଣ ବିକ୍ଷୋଭ

ଭୁବନେଶ୍ୱର : ଆଜି ଭାଲେଂଟାଇନ ଡେ ବା ପ୍ରେମ ଦିବସ । ପ୍ରେମର ଦିବସ ମନାଇବାକୁ ପ୍ରେମୀ ଯୁଗଳ ମଧ୍ୟରେ ସ୍ୱତନ୍ତ୍ର ଉତ୍ସାହ । ଅନ୍ୟପଟେ ଏଥର ପ୍ରେମୀ ଯୁଗଳଙ୍କୁ ବିରୋଧ ନକରିବକୁ ଘୋଷଣା କରିଛି ବଜରଙ୍ଗ ଦଳ ।  ବଜରଙ୍ଗ ଦଳ ପକ୍ଷରୁ ଶାନ୍ତପୂର୍ଣ୍ଣ ଭାବେ ବିକ୍ଷୋଭ କରାଯାଉଛି । ପ୍ରେମକୁ ବିରୋଧ…

କୁନ୍ଦୁପୁର ଗାଁରେ ଗୋଷ୍ଠୀ ସଂଘର୍ଷ, ୮ ଆହତ

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା କୁନ୍ଦୁପୁର ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି । ସରସ୍ବତୀ ଭାସାଣିକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି । ଫଳରେ ଉଭୟ ଗୋଷ୍ଠୀର ୫ ଜଣ ଆହତ ହୋଇଛନ୍ତି । ଏମାନଙ୍କୁ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି…

ଯୁବତୀମାନଙ୍କ ଆଲ୍‌ମାରୀରେ ଏହି ୩ଟି ଜିନିଷ ରହିବା ନିହାତି ଆବଶ୍ୟକ

ମୁମ୍ବାଇ : ନିଜର ଭିନ୍ନ ଅଭିନୟ କଳା ପାଇଁ ଦର୍ଶକଙ୍କ ମନରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିବାରେ ସଫଳ ହୋଇ ପାରିଛନ୍ତି ଅଭିନେତ୍ରୀ ବିଦ୍ୟା ବାଲନ୍‌ । ଆରମ୍ଭରୁ ତାଙ୍କୁ ଦର୍ଶକଙ୍କ ଏତେ ଭଲ ପାଇବା ମିଳି ନ ଥିବା ବେଳେ ଧିରେ ଧିରେ ସେ ନିଜ ବ୍ୟକ୍ତିତ୍ୱକୁ ଚାହିଁ ଫିଲ୍ମ କରିବା ପରେ ସଫଳ…

ପୁଣି ଶାହାରୁଖ୍‌-ଦୀପିକାଙ୍କ ଯୋଡ଼ି

ମୁମ୍ବାଇ:ରୋହିତ ସେଟ୍ଟୀ ପ୍ରଡକ୍ସନ୍‌ସ ବ୍ୟାନରରେ ଜଣାଶୁଣା ନିର୍ଦ୍ଦେଶିକା ଫରାହ୍‌ ଖାନ୍‌ ଏକ ଫିଲ୍ମର ନିର୍ଦ୍ଦେଶନା ଦେବାକୁ ଯାଉଛନ୍ତି। ଫରାହ ଖାନ୍‌ ଏହି ହିନ୍ଦୀ ସିନେମାରେ ପୁଣି ଥରେ ତାଙ୍କର ପ୍ରିୟ ଯୋଡ଼ିଙ୍କୁ ନେବାକୁ ଚାହୁଁଛନ୍ତି। ଏହି ଯୋଡ଼ି ହେଲେ ଶାହାରୁଖ୍‌ ଖାନ୍‌ ଓ ଦୀପିକା…