ବେଡଶିଟ୍ କିଣିବା ସମୟରେ ଏହି ସବୁ ବିଷୟରେ ଧ୍ୟାନ ଦିଅନ୍ତୁ
ବ୍ୟସ୍ତ ଜୀବନରେ କାମ କରି ଫେରିଲା ପରେ ମଣିଷ ଟିକେ ଶାନ୍ତି ଖୋଜେ, ନିଜ ଘରେ ଆରାମ କରିବାକୁ ଚାହେଁ। କାରଣ ବିଶ୍ରାମ କରିଲେ ହିଁ ମଣିଷ ସୁସ୍ଥ ରୁହେ। ଆରାମ କରିବାର ସୁଖ କେବଳ ସେଜରେ ହିଁ ମିଳିଥାଏ। ଶୟନକକ୍ଷରେ ବିଶ୍ରାମଠୁ ଆନନ୍ଦ ଅନ୍ୟ କୌଣସି ଜାଗାରେ ମିଳେନି। କକ୍ଷରେ ସବୁ ଜିନିଷ ନିଜ…
