Odia News Portal
Yearly Archives

2019

ତାରାଙ୍କ ମାଡରେ ହେମା ଟେରା

ବିଜେପି ନେତା ଗିରିଧର ଗମାଙ୍ଗଙ୍କ ପତ୍ନୀ ହେମା ଗମାଙ୍ଗ ଯେକି ସ୍ୱାମୀଙ୍କ ପଦାଙ୍କ ଅନୁସରଣ କରି ବିଜେଡିରେ ଯୋଗ ଦେଇଥିଲେ ମଧ୍ୟ ଏବେ ତାଙ୍କର ବିଜେଡି ମୋହ ଭଙ୍ଗ ହୋଇଛି । ହେମା ପୁଣି କଂଗ୍ରେସକୁ ଫେରିବା ପାଇଁ ଉଦ୍ୟମ କରୁଥିବା ବେଳେ ତାଙ୍କୁ ଜିଲ୍ଲା କଂଗ୍ରେସ ପକ୍ଷରୁ ତୀବ୍ର ବିରୋଧ…

୨୦୧୯ ନିର୍ବାଚନ ଲାଗି ଓଡ଼ିଶା ଆସୁଛନ୍ତି ମୁଖ୍ୟ ନିର୍ବାଚନ କମିସନର

ସାଧାରଣ ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିବାକୁ ଆଜି ଓଡ଼ିଶା ଆସୁଛନ୍ତି ମୁଖ୍ୟ ନିର୍ବାଚନ କମିସନର । ଆସନ୍ତା ୧୪ ଓ ୧୫ ତାରିଖରେ ବିଭିନ୍ନ ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ରାଜନୈତିକ ଦଳଗୁଡ଼ିକ ସହ ଆଲୋଚନା କରିବେ ମୁଖ୍ୟ ନିର୍ବାଚନ କମିସନର ସୁନୀଲ ଆରୋରା। ଆଜି ସଂଧ୍ୟାରେ ସେ…

୮ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନ ସୁଗାର ଜବତ

ଭୁବନେଶ୍ବର: ରାଜଧାନୀରେ ଧଳା ଜହର ମାୟା। ଜବତ ହେଲା ୮ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନ ସୁଗାର । ଜଣେ ବି-ଟେକ୍‌ ଛାତ୍ରଙ୍କ ଠାରୁ ୮୩ଗ୍ରାମ ବ୍ରାଉନ ସୁଗାର ଜବତ କରିଛି ଅବକାରୀ ବିଭାଗ। ଭୁବନେଶ୍ୱର ସାଲିଆ ସାହିରୁୁ ଜବତ କଲା କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ। ଚୋରା ଚାଲାଣ ଅଭିଯୋଗରେ ଜଣେ…

ଘରେ କାଠ ବଂଶୀ ରଖିଲେ କ’ଣ ଲାଭ ହେବ ଆସନ୍ତୁ ଜାଣିବା

ଭୁବନେଶ୍ୱର : ଭଗବାନ କୃଷ୍ଣଙ୍କର ପ୍ରିୟ ହେଉଛି ବଂଶୀ। ଆମେ ଯହାକୁ ବଇଁଶୀ ବୋଲି କହିଥାଉ। ଶାସ୍ତ୍ର ଅନୁସାରେ ଏହା ଅତି ପବିତ୍ର। ସେଥିପାଇଁ ବାସ୍ତୁ ଶାସ୍ତ୍ରରେ ଏହାର ଗୁରୁତ୍ୱ ବିଷୟରେ ବର୍ଣ୍ଣନା କରାଯାଇଛି। ବାସ୍ତୁ ଶାସ୍ତ୍ର ଅନୁଯାୟୀ ବଂଶୀ  ଆମ ଜୀବନରେ ଅନେକ ପ୍ରଭାବ ପକାଇଥାଏ। ବିଭିନ୍ନ…

ଯୁବତୀଙ୍କ ପେଟରେ କ୍ରିକେଟ୍ ଷ୍ଟମ୍ପ୍ ଭୁଷିଦେଲେ ଯୁବକ

ପଟ୍ଟମୁଣ୍ଡାଇ :  କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇରେ ଖେଳ ସାମଗ୍ରୀ ବଣ୍ଟାକୁ ନେଇ ଗଣ୍ଡଗୋଳ ହୋଇଛି । ଯୁବତୀଙ୍କ ପେଟରେ କ୍ରିକେଟ୍ ଷ୍ଟମ୍ପ୍ ଭୁଷିଦେଇଛନ୍ତି ଯୁବକ। ଗୁରୁତର ଅବସ୍ଥାରେ ଯୁବତୀଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ତଦନ୍ତ ଆରମ୍ଭ କରିଛି ପଟ୍ଟାମୁଣ୍ଡାଇ ପୋଲିସର । ସୂଚନା…

ମାଓ କ୍ୟାମ୍ପ ଠାବ : ବହୁ ପରିମାଣର ମାଓ ସାମଗ୍ରୀ ଜବତ

ନୂଆପଡ଼ା : ଜଙ୍ଗଲରେ ମାଓକ୍ୟାମ୍ପ। ନୂଆପଡ଼ା ଜିଲ୍ଲା ଧରମବନ୍ଧା ଥାନା ଅନ୍ତର୍ଗତ ସନ୍ତୋଷପଡ଼ା ପଣ୍ଡିରିପାଣି ଜଙ୍ଗଲରେ ଥିବା ଏକ ମାଓ କ୍ୟାମ୍ପ ଉପରେ CRPF ପକ୍ଷରୁ ଚଢାଉ କରାଯାଇଛି। ଏଠାରୁ ୨ଟି ରାଇଫଲ୍‌, ବିସ୍ଫୋରକ ସହ ବହୁ ପରିମାଣର ମାଓ ସାମଗ୍ରୀ ଜବତ କରାଯାଇଛି। ଛତିଶଗଡ଼ ସୀମାନ୍ତରେ ଥିବା…

ପରିବାର ଭିତରେ କିଭଳି ରଖିବେ ଭଲ ସମ୍ପର୍କ, ଆସନ୍ତୁ ଜାଣିବା

ସମାଜରେ ରହିବାକୁ ହେଲେ ପରିବାରଟିଏ ଜରୁରୀ । ପରିବାରକୁ ବାନ୍ଧି ରଖିବା ପାଇଁ କିଛି କଥା ମାନିବା ମଧ୍ୟ ଜରୁରୀ । ବର୍ତ୍ତମାନ ସମୟରେ ସ୍ୱାର୍ଥପର ହୋଇ ମଣିଷ ଆଉ ଯୌଥ ପରିବାରକୁ ଗ୍ରହଣ କରିବା ଲାଗି ରାଜି ନୁହେଁ । କାରଣ ଯୌଥ ପରିବାରରେ ଖୁସି ଯେତିକି ସେହି ପରିମାଣରେ କିଛି ତ୍ୟାଗ ବି କରିବାକୁ…

ଆସିଲା ଅପକମିଂ ଫିଲ୍ମ ‘ବଦଲା’ର ଟ୍ରେଲର

ବଲିଉଡରେ ଧମାଲ କରିବେ ଅମିତାଭ ବଚ୍ଚନ । ଆସିଲା ଅପକମିଂ ଫିଲ୍ମ ‘ବଦଲା’ର ଟ୍ରେଲର । ଫିଲ୍ମର ପ୍ରଯୋଜନା ଦାୟିତ୍ୱରେ ରହିଛି ଶାହାରୁଖଙ୍କ କମ୍ପାନି ରେଡ ଚିଲିଜ୍ ଏଣ୍ଟରଟେନମେଣ୍ଟା ଅନ୍ୟ ଭୂମିକାରେ ଅଛନ୍ତି ତାପସୀ ପନ୍ନୁ । ୨୦୧୬ରେ ରିଲିଜ୍ ହୋଇଥିବା ଫିଲ୍ମ ଫିଙ୍କରେ ଅମିତାଭ ଓ ତାପସୀ ପନ୍ନୁ…

ଆଜି ଓଡ଼ିଶା ଆସୁଛନ୍ତି ମୁଖ୍ୟ ନିର୍ବାଚନ କମିଶନ

ଭୁବନେଶ୍ବର : ଆଜି ଓଡ଼ିଶା ଆସୁଛନ୍ତି ମୁଖ୍ୟ ନିର୍ବାଚନ କମିଶନ ସୁନୀଲ ଆରୋରା ।  ୨୦୧୯ ସାଧାରଣ ନିର୍ବାଚନ ପ୍ରସ୍ତୁତି ନେଇ ମୁଖ୍ୟ ନିର୍ବାଚନ କମିସନ ଆଜି ଓଡ଼ିଶା ଗସ୍ତରେ ଆସିବେ। ଆଜି ଠାରୁ ୧୫ ତାରିଖ ୩ ଦିନ ପର୍ଯ୍ୟନ୍ତ ଭୁବନେଶ୍ବରରେ ନିର୍ବାଚନ ପ୍ରସ୍ତୁତି ନେଇ ସମୀକ୍ଷା କରିବେ। ୧୪…

ଆଜି ମୁଖ୍ୟମନ୍ତ୍ରୀଙ୍କ ବାଲେଶ୍ୱର ଗସ୍ତ , ୧୨୪୦ କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ୟାସ

ବାଲେଶ୍ୱର : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାଲେଶ୍ୱର ଗସ୍ତ । ମୁଖ୍ୟମନ୍ତ୍ରୀ ପ୍ରଥମେ ତାଳସାରି ବେଳାଭୂମି ମହୋତ୍ସବରେ ଯୋଗଦେବା ସହ ୧୫୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିବେ । ଏହାପରେ ବାଲେଶ୍ୱର ପୋଲିସ ପଡ଼ିଆରେ ଆୟୋଜିତ ଆଞ୍ଚଳିକ ଯୁବ ସମ୍ମିଳନୀରେ ଯୋଗଦେବେ ।…