କୁରୁଣ୍ଟିରେ ଏନ୍କାଉଣ୍ଟର , ପୋଲିସ ଗୁଳିରେ ଅପରାଧୀ ସଞ୍ଜୟ – ବାବୁ ଆହତ
କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ରାଜନଗର କୁରୁଣ୍ଟି ଗାଁରେ ଏନ୍କାଉଣ୍ଟର । ପୋଲିସ ଗୁଳିରେ ଅପରାଧୀ ସଞ୍ଜୟ ବିଶ୍ୱାଳ ଓ ବାବୁ ଆହତ ହୋଇଛି । ବାବୁର ବାମ ଗୋଡରେ ଦୁଇ ରାଉଣ୍ଡ ଗୁଳି ବାଜିଛି । ଚିକିତ୍ସା ପାଇଁ ବାବୁକୁ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଅଧିକ…
