ଗଡ଼ିଲା ମିଶନ ଶକ୍ତି ରଥ, ପଞ୍ଚାୟତ ଓ ସହର ବୁଲି ଲୋକଙ୍କୁ ଶୁଣାଇବ ମିଶନ ଶକ୍ତିର ସଫଳ କାହାଣୀ
ଭୁବନେଶ୍ବର: ଗଡ଼ିଲା ମିଶନ ଶକ୍ତି ରଥ । ମିଶନ ଶକ୍ତି ସଫଳ କାହାଣୀର କଥା କହିବ ମିଶନ ଶକ୍ତି ରଥ। ପ୍ରଥମ ପର୍ୟ୍ୟାୟରେ ୬୦ଟି ଗାଡ଼ିକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୋଟ ୧୧୮ଟି ରଥ ସମସ୍ତ ପଞ୍ଚାୟତ ଓ ସହରରେ ବୁଲି ମହିଳାଙ୍କ ପାଇଁ ଯୋଜନା ଥିବା ସୁବିଧା…
