Odia News Portal
Yearly Archives

2019

କୋହଲିଙ୍କ ଶତକ ନମ୍ବର ୩୯ : ଦ୍ୱିତୀୟ ଦିନିକିଆରେ ୬ ଓ୍ଵକେଟ୍‌ରେ ଜିତିଲା ଭାରତ

ଆଡିଲେଡ୍‌ : ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କ ଶତକ ନମ୍ବର ୩୯ । ଆଉ ଦ୍ୱିତୀୟ ଦିନିକିଆକୁ ଜିତିଗଲା ଟିମ୍‌ ଇଣ୍ଡିଆ । ଅଷ୍ଟ୍ରେଲିଆକୁ ୬ ଓ୍ଵିକେଟ୍‌ରେ ହରାଇ ତିନି ମ୍ୟାଚ୍‌ ସିରିଜ୍‌ରେ ୧-୧ ସ୍ଥିତିକୁ ଆସିଛି ଭାରତୀୟ ଦଳ । ୨୯୯ ରନ୍‌ର ପିଛା କରିଥିବା ଭାରତ ପ୍ରଥମେ ଦୁଇ ଓପ୍ନରଙ୍କ…

ମାସିକିଆ ‘ମୋହରେ’ ହିମାଂଶୁ !

ଖଣ୍ଡଗିରି ଥାନା ପାଲଟିଛି ଅଘୋଷିତ ବଟି ଆଦାୟ କେନ୍ଦ୍ର ଭୁବନେଶ୍ୱର (): ଖଣ୍ଡଗିରି ଥାନାରେ ଚାଲିଛି ମାଫିଆରାଜ । ଦିନ ଦ୍ୱିପହରରେ ଖୁଲମ୍ଖୁଲା ଚାଲିଛି ସେଟ୍ଲମେଣ୍ଟ । ଚାନ୍ଦା ଦିଅ, ମାମଲା ରଫାଦଫା କର । ନ ହେଲେ ହାଜତ ଭିତରକୁ ଠୁଙ୍କି ଦେବାକୁ ହିମାଂଶୁ ଦେଖାଉଛନ୍ତି ନାଲିଆଖି । ଖଣ୍ଡଗିରି…

ସାଙ୍ଗଠନିକ ସ୍ତରରେ ଅଦଳ ବଦଳ କଲା ବିଜେଡି । କିଏ ହଟିଲେ, କିଏ ଫେରିଲେ, କାହାକୁ ମିଳିଲା କେଉଁ ଦାୟିତ୍ୱ ଜାଣନ୍ତୁ

ଭୁବନେଶ୍ୱର: ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଜି ଦଳୀୟ ପଦାଧିକାରୀ ସ୍ତରରେ ଏକ ଅଦଳବଦଳ କରିଛନ୍ତି । ଏଥିରେ ଗଞ୍ଜାମର ଟାଣୁଆ ନେତା ଚନ୍ଦ୍ରଶେଖର ସାହୁଙ୍କୁ ବିଜେଡି ଉପସଭାପତି ଭାବେ ନିଯୁକ୍ତି ମିଳିଛି । ଏହି କ୍ରମରେ ଦଳର ଉପସଭାପତି ବିମ୍ବାଧର କୁଅଁରଙ୍କୁ ବିଜୁ ଶ୍ରମିକ ସାମ୍ମୁଖ୍ୟର…

୧୯ ତାରିଖରୁ ସବୁ ଜିଲ୍ଲାପାଳଙ୍କ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବ କଂଗ୍ରେସ

ଭୁବନେଶ୍ୱର: କନ୍ଧମାଳ ସେବାଶ୍ରମରେ ଛାତ୍ରୀଙ୍କ ପ୍ରସବ ଘଟଣାକୁ ନେଇ ତାତିଲା କଂଗ୍ରେସ  । ୨ ମନ୍ତ୍ରୀଙ୍କ ବହିଷ୍କାର, ସଚିବ ଓ ଜିଲ୍ଲାପାଳଙ୍କୁ ନିଲମ୍ବନ ଦାବି କଲା କଂଗ୍ରେସ । ୧୯ ତାରିଖ ମଧ୍ୟରେ ବହିଷ୍କାର, ନିଲମ୍ବନ ନହେଲେ, ବିକ୍ଷୋଭ କରିବ ବୋଲି ଚେତାବନୀ ଦେଇଛି ରାଜ୍ୟ କଂଗ୍ରେସ । ୧୯…

ଭାଗ୍ୟଶାଳୀ ହୋଇଥାନ୍ତି ଏମିତି ଝିଅ ପଢନ୍ତୁ…

ସମୁଦ୍ର ଶାସ୍ତ୍ରରେ ହସ୍ତ ରେଖା, ଚିହ୍ନ ଏବଂ ଶରୀରର ଗଢ଼ଣୀରୁ ବ୍ୟକ୍ତିର ସ୍ବଭାବ ଏବଂ ଚରିତ୍ର ବିଷୟରେ ଜାଣିହେବ। ସମୁଦ୍ରଶାସ୍ତ୍ର ଅନୁସାରେ ନାରୀ ମାନଙ୍କ ମଧ୍ୟରେ ବହୁତ ପ୍ରକାରର ଗୁଣ ରହିଥାଏ। ଯାହା ଦ୍ବାରା ସେ ନିଜେ ଭାଗ୍ୟଶାଳୀ ହେବା ସହିତ ଯେଉଁଠି ବିବାହ କରିଥାନ୍ତି ସେଇଠି ଲକ୍ଷ୍ମୀଙ୍କର…

ବିଜୁ ବାବୁଙ୍କ ଭୂମିକାରେ ନଜର ଆସିବେ ଅନୁଭବ

ବିଜୁ ବାବୁଙ୍କ ଭୂମିକାରେ ନଜର ଆସିବେ ଅନୁଭବ ଓଲିଉଡ଼ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତିଙ୍କ ଦ୍ୱାରା ଓଡ଼ିଶାର ପୂର୍ବତନ ମୂଖ୍ୟମନ୍ତ୍ରୀ ସ୍ୱର୍ଗତଃ ବିଜୁ ପଟ୍ଟନାୟକଙ୍କ ଜୀବନୀ ଉପରେ ନିର୍ମାଣ ଚଳଚ୍ଚିତ୍ରକୁ ନେଇ ଏକ ବୃହତ ଘୋଷଣା କରାଯାଇଛି । କଟକ ଆନନ୍ଦ ଭବନ ସମ୍ମୁଖ ଖ୍ରୀଷ୍ଟିଆନ୍ ପଡ଼ିଆରେ…

ମୋ ସ୍କୁଲ ଅଭିଯାନ ଯୋଜନାରେ ସହାୟତାର ହାତ ବଢାଇଲେ ପୂର୍ବତନ ଛାତ୍ର

ବ୍ରହ୍ମପୁର ମେଡିକାଲ କେମ୍ପସ ହାଇସ୍କୁଲ ରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ ତଥା ବ୍ରହ୍ମପୁର ବିଧାୟକ ରମେଶ ଚନ୍ଦ୍ର ଚ୍ଯାଉପଟ୍ଟନାୟ ସମ୍ମାନିତ ଅତିଥି ଭାବେ ବିଡିଏ ଅଧକ୍ଷ ସୁବାସ ମହାରଣା ଓ ମେଡିକାଲ କଲେଜ ପ୍ରନସ ପାଲ…

ବରାଦୋରେ ପିଠା କାର୍ଯ୍ୟକ୍ରମ ଅନୁଷ୍ଠିତ

ଆଜି ନିଶ୍ଚିତକୋଇଲି ବ୍ଲକ ଅନ୍ତର୍ଗତ ବରାଦୋ ଗ୍ରାମପଞ୍ଚାୟତ ର ପିଠା କାର୍ଯ୍ୟକ୍ରମକାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ନିଶ୍ଚିତକୋଇଲି ବ୍ଲକ ଅଧ୍ୟକ୍ଷା ସବିତା ଓଝା , ସମ୍ମାନିତ ଅତିଥି ଭାବେ ବିଜୁ ଯୁବ ଜନତା ଦଳ ର ପ୍ରାକ୍ତନ ସଭାପତି ଅଶୋକ କୁମାର ଓଝା…

ଭାରତ ଏବଂ ଅଷ୍ଟ୍ରେଲିଆ ଦ୍ୱିତୀୟ ଦିନିକିଆ: ଭାରତକୁ ୨୯୯ ରନର ଟାର୍ଗେଟ

ଆଡିଲେଡ: ଆଡିଲେଡରେ ଚାଲିଥିବା ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ଦିନିକିଆରେ କଙ୍ଗାରୁ ଟିମ ୨୯୮  ରନ ସଂଗ୍ରହ କରିଛି । ସନ ମାର୍ଶଙ୍କ ଶତକ ବଳରେ କଙ୍ଗାରୁ ଟିମ ଭାରତ ସାମ୍ନାରେ ୨୯୯ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି । ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଠ୍ରେଲିଆ ନିର୍ଧାରିତ…

ରାଜ୍ୟ ସରକାରଙ୍କ କୃଷି ଓଡିଶା – ୨୦୧୯, ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ବରମୁଣ୍ଡା ପଡିଆରେ ରାଜ୍ୟ ସରକାରଙ୍କ କୃଷି ଓଡିଶା – ୨୦୧୯  ମହୋତ୍ସବ ଶୁଭାରମ୍ଭ  ହୋଇଛି । କୃଷକଙ୍କ ଆୟକୁ ବହୁଗୁଣିତ କରିବାକୁ ସରକାର ଆଜିଠାରୁ ୧୯ ତାରିଖ ପର୍ଯ୍ୟନ୍ତ ବରମୁଣ୍ଡା ସ୍ଥିତ ବିଜୁ ପଟ୍ଟନାୟକ ପଡିଆରେ ଏହି କୃଷି ମହୋତ୍ସବର ଆୟୋଜନ କରିଛନ୍ତି  । ଅତ୍ୟାଧୁନିକ…