Odia News Portal
Yearly Archives

2019

ସ୍କ୍ରାପ୍ ଚୋରି ଘଟଣାରେ ୩ ନେସ୍କୋ କର୍ମଚାରୀ ଗିରଫ

ବାଲେଶ୍ୱର: ନେସ୍କୋ ସ୍କ୍ରାପ୍ ଚୋରି ଘଟଣାରେ ସହଦେବଖୁଣ୍ଟା ପୁଲିସ୍ ୩ଜଣ ନେସ୍କୋ କର୍ମଚାରୀଙ୍କୁ ଗିରଫ କରିଛି। ଗିରଫ ତିନି ଜଣ ହେଲେ ତତ୍କାଳୀନ ନିର୍ବାହ ଯନ୍ତ୍ରୀ ଚିତ୍ତରଞ୍ଜନ ମିସ୍ତ୍ରୀ, ରାଜେନ୍ଦ୍ର କୁମାର ଖିଲାର ଓ ସତ୍ୟବ୍ରତ ଦାସ। ଗିରଫ ପରେ ୩ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ…

୨୬ ସୁଦ୍ଧା ହିତାଧିକାରୀଙ୍କୁ ମିଳିବ କାଳିଆ ଯୋଜନାର ଟଙ୍କା

ଭୁବନେଶ୍ୱର:  ଆସନ୍ତା ୨୬ ତାରିଖ ସୁଦ୍ଧା ଯୋଗ୍ୟହିତାଧୀକାରୀଙ୍କୁ ରାଜ୍ୟ ସରକାରଙ୍କ କାଳିଆ ଯୋଜନାର ଟଙ୍କା ମିଳିବ । ପ୍ରଥମ ପର୍ଯ୍ୟାୟରେ ହିତାଧକାରୀଙ୍କ ଆକାଉଂଟକୁ ଯିବ ଟଙ୍କା । ଆଉ ଏଥିରେ ମୋଟ୍ ୧୨ ଲକ୍ଷ ୪୦ ହଜାର ହିତାଧୀକାରୀଙ୍କୁ ଟଙ୍କା ମିଳିବ । ତେବେ ବର୍ତ୍ତମାନ ଆବେଦନ କରିଥିବା…

ଭାରତ ଏବଂ ଅଷ୍ଟ୍ରେଲିଆ ଦିନିକିଆ ସିରିଜ: ଭାରତ ସମ୍ମୁଖରେ ୨୮୯ ରନର ବିଜୟ ଲକ୍ଷ୍ୟ

ସିଡନୀ: ସିଡନୀରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଦିନିକିଆ ସିରିଜର ପ୍ରଥମ ମ୍ୟାଚରେ ଭାରତ ସମ୍ମୁଖରେ ୨୮୯ ରନର ବିଜୟ ଲକ୍ଷ୍ୟ ରଖିଛି କଙ୍ଗାରୁ ଦଳ । ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ନିର୍ଧାରିତ ୫୦ ଓଭରରେ ପିଟର ହାଣ୍ଡସକମ୍ବଙ୍କ ଦ୍ରୁଢ ବ୍ୟାଟିଂ ବଳରେ ୫  ୱିକେଟ…

ଯୁବ ଦିବସରେ ସଚେତନତାର ବାର୍ତ୍ତା ଦେଲେ ଝୁରାବାଲିର ସୌଦାଗର ସୁଦର୍ଶନ ପଟ୍ଟନାୟକ

ପୁରୀ : ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ଅବସରରେ ପୁରୀ ବେଳାଭୂମିରେ ଆୟୋଜିତ ହୋଇଛି ବାଲୁକାକଳା ପ୍ରଦର୍ଶନୀ । ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ୱାରା ଆୟୋଜିତ ଏହି ପ୍ରଦର୍ଶନୀରେ ସ୍ୱାମୀ ବିବେକାନନ୍ଦଙ୍କ ସୁନ୍ଦର ପ୍ରତିମୂର୍ତ୍ତୀ ସହ ପରିବେଶ ସଚେତନତାର ବାର୍ତ୍ତା ଦିଆଯାଇଛି । ସ୍ୱାମୀ…

ଦ୍ୱିତୀୟ ଦିନରେ ପହଞ୍ଚିଛି ତାଳଚେରରେ ଅର୍ଥନୈତିକ ଧର୍ମଘଟ, ବନ୍ଦ ରହିଛି ୮ଟି କୋଇଲା ଖଣିରୁ ଉତ୍ପାଦନ ଓ ପରିବହନ

ତାଳଚେର : ଦ୍ୱିତୀୟ ଦିନରେ ପହଞ୍ଚିଛି ତାଳଚେରରେ ଅର୍ଥନୈତିକ ଧର୍ମଘଟ । ଫଳରେ ତାଳଚେରର ୮ଟି କୋଇଲା ଖଣିରୁ ଉତ୍ପାଦନ ଓ ପରିବହନ ବନ୍ଦ ରହିଛି । ରେଳ ଯୋଗେ ମଧ୍ୟ କୋଇଲା ପରିବହନ ବନ୍ଦ ରହିଛି । ତାଳଚେର ସୁରକ୍ଷା ମଞ୍ଚ ପକ୍ଷରୁ ୧୬ ଦଫା ଦାବି ନେଇ ଏହି ଆନ୍ଦୋଳନ ଆରମ୍ଭ ହୋଇଛି । ମୁଖ୍ୟତଃ…

ଏକ କାର୍ ଉପରେ ଏକ ମାଲ୍‌ ବୋଝେଇ ଟ୍ରକ୍ ଓଲଟି ପଡ଼ିଛି

ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଘାଟିରେ ଏକ ଦୁର୍ଘଟଣା ଘଟିଛି। ଏକ କାର୍ ଉପରେ ଏକ ମାଲ୍‌ ବୋଝେଇ ଟ୍ରକ୍ ଓଲଟି ପଡ଼ିଛି। କାର୍‌ଟି ପୂରା ଚେପା ହୋଇଯାଇଛି। ତା’ଭିତରେ କେହି ଯାତ୍ରୀ ଅଛନ୍ତି କି ନାହିଁ ସ୍ପଷ୍ଟ ହୋଇପାରି ନାହିଁ। ଖବର ଲେଖାଯିବା ସୁଦ୍ଧା ଘଟଣାସ୍ଥଳରେ ପୁଲିସ୍ କିମ୍ବା…

ଏନଏସଇ ଅଧ୍ୟକ୍ଷ ପଦ ଛାଡ଼ିଲେ ଅଶୋକ ଚାୱଲା

ନୂଆଦିଲ୍ଲୀ: ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ (ଏନଏସଇ) ଅଧ୍ୟକ୍ଷ ଅଶୋକ ଚାୱଲା ଶୁକ୍ରବାର ନିଜ ପଦ ଛାଡ଼ିଛନ୍ତି । ଅମଳାତନ୍ତ୍ରର ଅନ୍ୟ ଅଧିକାରୀଙ୍କ ସହିତ ଚାୱଲା ମଧ୍ୟ ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମଙ୍କ ଏୟାରସେଲ-ମ୍ୟାକ୍ସିସ କାରବାର ସହିତ ସଂପୃକ୍ତ ଥିଲେ ବୋଲି କେନ୍ଦ୍ରୀୟ ତଦନ୍ତ…

ରେଳବିଭାଗର ନୂଆ ନିୟମ, ଏଣିକି ରେଲୱେର ଏହି ସବୁ ବିଭାଗରେ ଚାକିରି କରିପାରିବେ ନାହିଁ ମହିଳା !

ଭାରତୀୟ ରେଳବାଇ ପକ୍ଷରୁ ଏକ ନୂତନ ନିୟମ ଜାରି ହୋବକୁ ଯାଉଛି। ଡିପାର୍ଟମେଣ୍ଟ୍ ଅଫ୍ ପର୍ସନାଲ ଆଣ୍ଡ୍ ଟ୍ରେନିଂ ଅର୍ଜିଂ(ଡିଓପିଟି)କୁ ଭାରତୀୟ ରେଳବାଇ ଲିଖିତ ଆକାରରେ ନିର୍ଦ୍ଦିଷ୍ଟ କେତେକ ଚାକିରି ପାଇଁ କେବଳ ପୁରୁଷମାନଙ୍କୁ ରଖିବା ପାଇଁ ନିବେଦନ କରିଛି। ଯେଉଁ ପଦବୀଗୁଡ଼ିକ ପାଇଁ କେବଳ…

ବୃଦ୍ଧ ବାପାଙ୍କ ଗୋଡ଼ରେ ଶିକୁଳି ପକାଇଲେ ପରିବାର ଲୋକେ

ଗଞ୍ଜାମ: କଥାରେ ଅଛି ବାପା ମାଆ ସ୍ୱର୍ଗଠୁ ବଡ଼। ନିଜ ପୁଅ ଝିଅ ଓ ପରିବାର ଲୋକଙ୍କ ପାଇଁ ତାଙ୍କର ବଳିଦାନ ଅତୁଳନୀୟ। ହେଲେ ଅନେକ ସମୟରେ ବାପା ମାଆ ମାନେ ନିଜ ରୋଜଗାର କ୍ଷମ ପୁଅ ଝିଅଙ୍କ ନିକଟରେ ଅଲୋଡ଼ା ହୋଇଯାଆନ୍ତି। ଏଭଳି ଅନେକ ଘଟଣା ଦେଖିବାକୁ ମିଳୁଛି। ଶିକୁଳିରେ ବନ୍ଧା ହୋଇଛି ହାତ…

ଆଇଇଡି ବିସ୍ଫୋରଣ, ମେଜର୍‌ଙ୍କ ସମେତ ୨ ସହିଦ୍‌

ଶ୍ରୀନଗର: ଜମ୍ମୁ-କଶ୍ମୀରର ରଜୌରୀ ଜିଲ୍ଲା ଅନ୍ତର୍ଗତ ନୌଶେରାରେ ଆଜି ଭୟଙ୍କର ଆଇଇଡି ବିସ୍ଫୋରଣ ହୋଇଛି। ଏଥିରେ ଜଣେ ସେନାର ମେଜର ଓ ଜଣେ ଯବାନ ସହିଦ ହୋଇଛନ୍ତି। ନୌଶେରାର ଲାମା ବେଲଟ୍‌ ସ୍ଥିତ ଅନ୍ତର୍ଜାତୀୟ ନିୟନ୍ତ୍ରଣ ରେଖା ନିକଟରେ ଆତଙ୍କବାଦୀମାନେ ପାଟ୍ରୋଲିଂ କରୁଥିବା ଭାରତୀୟ…