ପୂର୍ବତନ ବିଜେପି ବିଧାୟକ ଜୟନ୍ତୀଲାଲଙ୍କୁ ଗୁଳି କରି ହତ୍ୟା
ଅହମଦାବାଦ: ପୂର୍ବତନ ବିଜେପି ବିଧାୟକ ଜୟନ୍ତୀଲାଲ ଭାନୁଶାଳୀଙ୍କୁ ସୋମବାର କେହି ଜଣେ ଦୁର୍ବୃତ୍ତ ଗୁଳିକରି ହତ୍ୟା କରିଛି । ରିପୋର୍ଟ ଅନୁସାରେ ଗତ ରାତିରେ ଜୟନ୍ତୀଲାଲ ଭାନୁଶାଳୀ ସାୟଜୀ ନଗରୀ ଏକ୍ସପ୍ରେସ ଟ୍ରେନରେ ଯାତ୍ରା କରୁଥିଲେ । କଟିଆରା ଠାରୁ ସରବାରୀ ଷ୍ଟେସନ ମଧ୍ୟରେ ଜୟନ୍ତୀଲାଲ…
