Odia News Portal
Yearly Archives

2019

ଦିଲ୍ଲୀରେ ଗର୍ଜିଲା ବିଜେଡ଼ି: କହିଲା, କେନ୍ଦ୍ର ସରକାର ପ୍ରତିଶ୍ରୁତି ଦେଇ ପୂରଣ କରୁନାହାନ୍ତି

କୃଷକଙ୍କ ହକ୍ ନେଇ ଦିଲ୍ଲୀରେ ଗର୍ଜିଛି ବିଜେଡ଼ି । ଦିଲ୍ଲୀ ଦରବାରରେ ଦମ୍ ଦେଖାଇବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମଏସପି ବୃଦ୍ଧିରେ କେନ୍ଦ୍ର ସରକାରଙ୍କ ଟାଳଟୁଳ ନୀତି ପ୍ରତିବାଦରେ ଆଜି ଦିଲ୍ଲୀ ଦରବାରରେ ବିଶାଳ କୃଷକ ଅଧିକାର ସମାବେଶ ଆୟୋଜନ କରିଛି…

କାଟୁ କଲାନି ପ୍ରଶାସନର ବାରଣ: ପୁଣି ରକ୍ତରଞ୍ଜିତ ହେଲା ଶୁଳିଆ ଖଳା

ବଲାଙ୍ଗିର: ପ୍ରଶାସନର ବାରଣ ସତ୍ତ୍ୱେ ବଲାଙ୍ଗିର ଜିଲ୍ଲାର ଦେଓଗାଁ ବ୍ଲକ କୁଲୁତାପଡ଼ା ପଞ୍ଚାୟତର ଖଇରଗୁରା ଏବଂ କୁମୁରିଆ ଗାଁର ଆଦିବାସୀ ସମ୍ପ୍ରଦାୟର ଲୋକେ ପାରମ୍ପାରିକ ରୀତିନୀତିରେ ନିଜର ଆରାଧ୍ୟ ଦେବାଦେବୀଙ୍କୁ ପୂଜା କରିବା ସହ ବଳି ପକାଇଛନ୍ତି। ଏଠାରେ ଶତାଧିକ ପଶୁଙ୍କୁ ବଳି ଦିଆଯାଇଛି।…

ପରିବାର ଉପରେ ବୋଝ ହୁଅନ୍ତୁ ନାହିଁ, ନିଅନ୍ତୁ ସରକାରୀ ସୁବିଧାର ସୁଯୋଗ

ସବୁ ବାପା ମାଆଙ୍କର ସ୍ୱପ୍ନ ଥାଏ ତାଙ୍କ ପିଲାଟି ପାଠ ପଢ଼ି ଭଲ ଚାକିରିଟିଏ କରୁ । ଯାହାଫଳରେ ନିଜେ ଭଲରେ ରହିବ ଓ ପରିବାରର ଦୁଃଖ ଘୁଞ୍ଚିବ । ହେଲେ ଗାଁ ଗହଳିରେ ଅଧା ପାଠ ପଢ଼ି ରହିଯାଇଥିବା ପିଲାଟି ବେକାର ହୁଏ ବୁଲେ । ପରିବାର ଉପରେ ବୋଝ ପାଲଟି ଯାଏ । ତେବେ ଏଭଳି ବେକାର ଯୁବକଙ୍କ ପାଇଁ…

ମୋଦି ସରକାରଙ୍କୁ ଝଟକା ଦେଲ ସୁପ୍ରିମକୋର୍ଟ ! ସିବିଆଇ ମୁଖ୍ୟ ଆଲୋକ ବର୍ମାଙ୍କୁ ହଟାଇବାର ନିଷ୍ପତ୍ତି ରଦ୍ଦ

କେନ୍ଦ୍ର ସରକାରଙ୍କୁ ଝଟକା ଦେଲେ ସୁପ୍ରିମକୋର୍ଟ । ଦେଶର ଚାଲିଥିବା ସିବିଆଇକୁ ନେଇ ଅନେକ ସମୟ ଧରି ବିବାଦ ଚାଲିଥିଲା । ଆଉ ଏନେି ଆଜି ଶୁଣାଶିକରିଛନ୍ତି ସୁପ୍ରିେକୋର୍ଟ । ସିଭିସି ନିଷ୍ପତିକୁ ପ୍ରତ୍ୟାଖାନ କରିଛନ୍ତି ସୁପ୍ରିମକୋର୍ଟ । ଆଲୋକ ବର୍ମାଙ୍କୁ ଛୁଟିରେ ପଠାଇବା ନିଷ୍ପତିକୁ ରଦ୍ଦ…

କଳିଙ୍ଗ ଷ୍ଟାଡିୟମ୍‌ ରେ ଅଲ୍‌ ଓଡ଼ିଶା ଉତ୍କଳ ଓପନ୍‌ ଟେନିସ୍‌ ଟୁର୍ଣ୍ଣାମେଣ୍ଟ୍‌

ଭୁବନେଶ୍ୱର: ଆସନ୍ତା୧୧ ତାରିଖରେ ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମ୍‌ରେ ଷଷ୍ଠ ଅଲ୍‌ ଓଡ଼ିଶା ଉତ୍କଳ ଓପନ୍ ଟେନିସ୍‌ ଟୁର୍ଣ୍ଣାମେଣ୍ଟ୍‌ ଆୟୋଜନ ହେବ। ‘ଟେନିସ୍‌ ଫର ଫେଣ୍ଟ୍ରସିପ୍ ଆଣ୍ଡ ଫନ୍’ ସ୍ଲୋଗାନରେ ୮ଟି ଇଭେଣ୍ଟକୁ ନେଇ ଏହି ପ୍ରତିଯୋଗିତା ହେବ।

ମହାପ୍ରଭୁଙ୍କୁ ଦର୍ଶନ କଲେ ପଞ୍ଚଦଶ ଅର୍ଥ କମିଶନ ଅଧ୍ୟକ୍ଷ

ପୁରୀ : ପଞ୍ଚଦଶ ଅର୍ଥ କମିଶନ ଅଧ୍ୟକ୍ଷ ଏସ୍‌. କେ, ସିଂ ପରିବାର ସହ ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ସିଂହଦ୍ୱାର ନିକଟରେ ପହଞ୍ଚିବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର, ଜିଲ୍ଲାପାଳ ଜ୍ୟୋତିପ୍ରକାଶ ଦାସ ପ୍ରମୁଖ ତାଙ୍କୁ ସ୍ୱାଗତ କରିଥିଲେ । ରାଜ୍ୟରେ…

ରାଉରକେଲାକୁ ମିଳିଲା ବିମାନବନ୍ଦର ଲାଇସେନ୍ସ

ରାଉରକେଲା: ରାଉରକେଲାକୁ ମିଳିଲା ବିମାନବନ୍ଦର ଲାଇସେନ୍ସ । ଏଣିକି ଷ୍ଟିଲ୍‌ ସିଟିରୁ ଉଡିବ ବିମାନ । ରାଉରକେଲାରେ ବିମାନ ବନ୍ଦର ନେଇ ଡିଜିସିଏ ପକ୍ଷରୁ ବିଧିବଦ୍ଧ ଲାଇସେନ୍ସ ପ୍ରଦାନ କରାଯାଇଛି । ଷ୍ଟିଲ୍‌ ସିଟି ହେବ ରାଜ୍ୟର ତୃତୀୟ ବିମାନ ବନ୍ଦର । ରାଉରକେଲାକୁ ଶିଳ୍ପ ରାଜଧାନୀ ବୋଲି…

ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାର ଆଦ୍ୟପର୍ବ ଆରମ୍ଭ

ପୁରୀ: ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାର ଆଦ୍ୟପର୍ବ ଆରମ୍ଭ ହୋଇଛି । ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ରଥ ନିର୍ମାଣ ପାଇଁ ରଥକାଠ ସଂଗ୍ରହର ଆଜି ଅନୁକୂଳ ହେବ । ଏଥିପାଇଁ ଶ୍ରୀମନ୍ଦିର ନୀତି ପ୍ରଶାସକଙ୍କ ଅଧ୍ୟକ୍ଷତାରେ ୪ ଜଣିଆ ଟିମ୍‌ ନୟାଗଡ଼ର ବଡ଼ ରାଉଳ ଠାକୁରାଣୀଙ୍କ ନିକଟକୁ ଯାତ୍ରା…

ଗଣତନ୍ତ୍ର ପରେଡ୍‌ରେ ବାଦ ପଡ଼ିଲା ଓଡ଼ିଶା ମେଢ଼

ନୂଆଦିଲ୍ଲୀ: ଚଳିତବର୍ଷ ରାଜଧାନୀ ଦିଲ୍ଲୀର ରାଜପଥରେ ଅନୁଷ୍ଠିତ ହେବାକୁ ଥିବା ଗଣତନ୍ତ୍ର ଦିବସ ପରେଡ୍‌ରେ ଓଡ଼ିଶାର ପ୍ରଜ୍ଞାପନ ମେଢ଼ ଦେଖିବାକୁ ମିଳିବ ନାହିଁ। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ବାରା ପ୍ରଜ୍ଞାପନ ମେଢ଼ ଚୟନକୁ ନେଇ ଗଠିତ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରାଳୟ ବିଶେଷଜ୍ଞ…

ଟୁରିଷ୍ଟ୍‌ ବସ୍‌ ଦୁର୍ଘଟଣାଗ୍ରସ୍ତ: ୧୩ ଆହତ

ଯାଜପୁର: ଟ୍ରକ୍‌କୁ ପଛରୁ ଧକ୍କା ଦେଲା ଟୁରିଷ୍ଟ୍ ବସ୍‌। ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୩ ଜଣ ଆହତ ହୋଇଛନ୍ତି। ଯାଜପୁର ଜିଲ୍ଲା ଜାରକା ନିକଟ ବ୍ରାହ୍ମଣୀ ପୋଲ ନିକଟରେ ଏହି ଦୁର୍ଘଟଣା ଘଟିଛି। ଆହତମାନଙ୍କୁ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। …