Odia News Portal
Yearly Archives

2019

ଭିଜିଲାନ୍ସ ଜାଲରେ ପୁରୀ DEO

ଭିଜିଲାନ୍ସ ଜାଲରେ ପୁରୀ DEO ଅଫିସର କିରାଣି: ନିୟମିତ ଅର୍ଡର କରିବା ପାଇଁ ଶିକ୍ଷୟିତ୍ରୀଙ୍କଠାରୁ ୨୦ ହଜାର ଟଙ୍କା ଲାଞ୍ଜ ନେବା ବେଳେ ଚିତ୍ତରଞ୍ଜନ ଖୁଣ୍ଟିଆଙ୍କୁ ଗିରଫ କଲା ଭିଜିଲାନ୍ସ । ଚିତ୍ତରଞ୍ଜନଙ୍କ ସର୍ବୋଦୟନଗର ବାସଭବନ ଓ କାର୍ଯ୍ୟାଳୟରେ ଚଢ଼ାଉ ଜାରି

ଚିକିତ୍ସା ଅବହେଳା ଯୋଗୁଁ ୧୫ବର୍ଷର ଝିଅର ମୃତ୍ୟୁ !

ଭୁବନେଶ୍ୱର: ସମ ହସ୍ପିଟାଲରେ ଚିକିତ୍ସା ଅବହେଳା ଯୋଗୁଁ ୧୫ବର୍ଷର ଝିଅଟିର ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଛନ୍ତି ପରିବାର ସଦସ୍ୟ। ଝିଅ ର ନାମ ସ୍ବତୀପ୍ରଜ୍ଞା ବେହେରା । ସକାଳୁ ଝିଅଟିର ମୃତ୍ୟୁ ହୋଇଥିଲେ ମଧ୍ୟ ସମ ହସ୍ପିଟାଲ କର୍ତ୍ତୃପକ୍ଷ ଅଧିକ ଚିକିତ୍ସା ଖର୍ଚ୍ଚ ଦାବିକରି ମୃତ ଦେହ ଛାଡୁ…

ସଂଘର୍ଷକୁ ଜିତିଥିବା ମନ୍ଦିପ୍ କୌରଙ୍କ ପ୍ରେରଣାଦାୟକ କାହାଣୀ

ଏହି କାହାଣୀ ହେଉଛି ମିସେସ୍ ୱାଲ୍ଡୱାଇଡ୍ ୨୦୧୮ ମନ୍ଦିପ୍ କୌରଙ୍କର । ତାଙ୍କ ଜୀବନର କହାଣୀ ଆମ ସମସ୍ତଙ୍କ ପାଇଁ ପ୍ରେରଣାଦାୟକ ଅଟେ । ଏକ ଦୁର୍ଘଟଣାରେ ସେ ତାଙ୍କ ସ୍ବାମୀଙ୍କୁ ହରାଇଥିଲେ । ସେତେବେଳେ ତାଙ୍କ କୋଳରେ ୨ମାସର ଶିଶୁ ପୁତ୍ର ଥିଲା । ତାଙ୍କୁ ସେହି ସମୟରେ ଆଶ୍ବାସନା ଦେବା ବଦଳରେ…

ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ କଳାହାଣ୍ଡି ବନ୍ଦ

କଳାହାଣ୍ଡି: ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ନେଇ ଜିଲ୍ଲା ଓକିଲ ସଂଘ ପକ୍ଷରୁ ୧୨ ଘଣ୍ଟିଆ କଳାହାଣ୍ଡି ବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦକୁ ସମସ୍ତ ରାଜନୈତିକ ଦଳ, ବିଭିନ୍ନ ସଂଙ୍ଗଠନ ସମର୍ଥନ ଘୋଷଣା କରି ବନ୍ଦରେ ସାମିଲ ହୋଇଛନ୍ତି । କେବିକେ ଜିଲ୍ଲାର କେନ୍ଦ୍ରସ୍ଥଳୀ ଭାବରେ…

କମ୍ପୁଛି ଶିଶୁପାଳଗଡ ମହୋତ୍ସବ

କମ୍ପୁଛି ଶିଶୁପାଳଗଡ ମହୋତ୍ସବ ନୃତ୍ୟ ଗୀତରେ ଦର୍ଶକ ବିଭୋର ‘କଳିଙ୍ଗ ସଂସ୍କୃତି ଓ ଐତିହ୍ୟ ସୁରକ୍ଷା ମଞ୍ଚ’(କାପୋକ) ଆନୁକୁଲ୍ୟରେ ଆୟୋଜିତ “ଶିଶୁପାଳଗଡ ମହୋତ୍ସବର ନୃତ୍ୟ ସଂଗୀତ ସମସ୍ତଙ୍କୁ ମତୁଆଲା କରୁଛି। କାକରରେ ବଶି ଲୋକ ମନୋରଞ୍ଜନ କରିବା ବେଳେ ସାସ୍କୃତିକ କାର୍ଯ୍ୟକ୍ରମ ସମସ୍ତଙ୍କୁ…

ଇଞ୍ଜିନିୟରିଂ ଛାତ୍ରୀଙ୍କୁ ଗଣଦୁଷ୍କର୍ମ , ଗୁରୁତର ଅବସ୍ଥାରେ ରାଉରକେଲା ଡାକ୍ତରଖାନାରେ ଭର୍ତ୍ତି

ରାଉରକେଲା: ଇଞ୍ଜିନିୟରିଂ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ । ଝାଡ଼ଖଣ୍ଡ ଲୋଟାପାହାଡ଼ ଜଙ୍ଗଲରେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଗୁରୁତର ରାଉରକେଲାର ଏକ ଘରୋଇ ଇଞ୍ଜିଜିନିୟରିଂ କଲେଜର ଛାତ୍ରୀ। ଅଭିଯୋଗ ଅନୁଯାୟୀ, ଗତ ୩୧ ତାରିଖରେ ଛାତ୍ରୀ ଜଣକ ଝାରସୁଗୁଡ଼ା ଯିବାକୁ…

ଇତିହାସ ରଚିଲେ ବିରାଟ ବାହିନୀ

ସିଡ୍‌ନୀ: ଅଧିନାୟକ ବିରାଟ କୋହଲି ଓ ତାଙ୍କ ଟିମ୍‌ର ସଦସ୍ୟମାନେ ଇତିହାସ ରଚିଛନ୍ତି। ପୂର୍ବରୁ ଭାରତର କୌଣସି ଟିମ୍‌ ଯାହା କରି ପାରି ନଥିଲେ, ଆଜି ତାହା କରି ଦେଖାଇଛନ୍ତି ବିରାଟ ଓ ତାଙ୍କ ବାହିନୀ। ଅଷ୍ଟ୍ରେଲିଆରେ ଏହି ଟେଷ୍ଟ୍ ସିରିଜ୍‌ର ଚତୁର୍ଥ ମ୍ୟାଚ୍ ସିଡ୍‌ନୀରେ ଖେଳା ଯାଇଥିଲା। ଏହି…

ବ୍ୟାଙ୍ଗ୍‌କକ୍‌ରେ ୧୮ ବର୍ଷୀୟ ସାଉଦି ଝିଅର ସୁରକ୍ଷା ଲାଗି ଆକୁଳ ନିବେଦନ

ବ୍ୟାଙ୍ଗ୍‌କଗ୍‌ ବିମାନ ବନ୍ଦରରେ ଅଟକା ଯିବା ପରେ ସାଉଦି ଆରବର ଏକ ଧନୀ ପରିବାରରୁ ଜଣେ ୧୮ ବର୍ଷୀୟ ଝିଅ ଜୀବନ ବିକଳେ ଧାଇଁ ପଳାଇବାର ହତାଶ ଉଦ୍ୟମକୁ ରବିବାର ଦିନ ଟ୍ଵିଟର୍‌ରେ ସାରା ବିଶ୍ୱ ଦେଖିଛି। ଆରବ ବ୍ୟବସାୟୀ ମହମ୍ମଦ ମୋଲ୍‌ତାକ୍‌ ଆଲ୍‌କୁନୁନ୍‌ଙ୍କ ଝିଅ ରାହାଫ୍‌ ମହମ୍ମଦ୍‌…

କୃଷି ବିଭାଗକୁ ନେଇ ଭିନ୍ନ ଚର୍ଚ୍ଚା: ଯିଏ ନେଉଛି, ତାକୁ ଗୋଡାଉଛି ବିପଦ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାରରେ କୃଷି ବିଭାଗକୁ ନେଇ ଭିନ୍ନ ଚର୍ଚ୍ଚା ହେଲାଣି। ଏହି ବିଭାଗ ଯିଏ ନେଉଛି, ତାକୁ ଯେମିତି ବିପଦ ଗୋଡାଉଛି। ପ୍ରଥମ ପାଳିରେ କୃଷି ମନ୍ତ୍ରୀ ଦାୟିତ୍ବ ନେଇ ବିବାଦରେ ଛନ୍ଦି ହୋଇଯାଇଥିଲେ ଦଳର ଅନ୍ୟତମ ବରିଷ୍ଠ ନେତା ଅମର ପ୍ରସାଦ ଶତପଥୀ। ତାଙ୍କ…

ରାଜ୍ୟସ୍ତରୀୟ ମହିଳା ଓ ପୁରୁଷ ବଡିବିଲ୍ଡିଙ୍ଗ ପ୍ରତିଯୋଗିତାରେ ଓଡ଼ିଆ ଝିଅ ସୁସ୍ମିତାଙ୍କୁ ସ୍ୱର୍ଣ୍ଣ ପଦକ

ଭୁବନେଶ୍ୱର: ଓଡ଼ିଆ ଝିଅ ସୁସ୍ମିତା ସାହୁ ତାମିଲନାଡୁ ରାଜ୍ୟସ୍ତରୀୟ ମହିଳା ଓ ପୁରୁଷ ବଡିବିଲ୍ଡିଙ୍ଗ ପ୍ରତିଯୋଗିତାରେ ରବିବାର ସ୍ୱର୍ଣ୍ଣ ପଦକ ହାସଲ କରି ଓଡ଼ିଶାର ଗୌରବ ବଢ଼ାଇଛନ୍ତି। ସୁସ୍ମିତାଙ୍କୁ ସମାରୋହର ମୁଖ୍ୟ ଅତିଥି ଜେ.ପି ସାମୁଏଲ (୨ ଆଇ/ସି ଡିଆଜିପି ଚେନ୍ନାଇ ରେଞ୍ଜ) ଟ୍ରଫି ସହିତ…