ନବୀନଙ୍କ ଭାବମୂର୍ତ୍ତି: ୧୯ ବର୍ଷ ଭିତରେ ୪୫ ଜଣ ବିଦା ହେଲେଣି ମନ୍ତ୍ରିମଣ୍ତଳରୁ
ଭୁବନେଶ୍ବର : ୨୦୦୦ରୁ ୨୦୧୯। ଚାରି ଥରରେ ପାଖାପାଖି ୧୯ ବର୍ଷ ଧରି ରାଜ୍ୟକୁ ଶାସନ କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନିଜର ତଥା ଦଳର ଭାବମୂର୍ତ୍ତି ବଞ୍ଚାଇବା ପାଇଁ ଅନେକ ଥର ନିଜ ମନ୍ତ୍ରିମଣ୍ତଳର ସହଯୋଗୀଙ୍କ ପ୍ରତି କଠୋର ଆଭିମୁଖ୍ୟ ଗ୍ରହଣ କରିବାକୁ ପଛଘୁଞ୍ଚା ଦେଇ ନାହାନ୍ତି…
