Odia News Portal
Yearly Archives

2019

ଚତୁର୍ଥ ଟେଷ୍ଟ: ଶତକ ହାସଲ ସହ ଋଷଭ ପନ୍ତଙ୍କ ରେକର୍ଡ

ସିଡ୍‌ନିରେ ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ ଟେଷ୍ଟ ମ୍ୟାଚ୍‌: ଶତକ ହାସଲ ସହ ଋଷଭ ପନ୍ତଙ୍କ ରେକର୍ଡ, ପ୍ରଥମ ଭାରତୀୟ ୱିକେଟ୍‌ କିପର ଭାବେ ଅଷ୍ଟ୍ରେଲିଆରେ ଶତକ କଲେ ଋଷଭ, ଏସିଆ ବାହାରେ ଶତକ କରିବାରେ ପଞ୍ଚମ ଭାରତୀୟ ୱିକେଟ୍‌ କିପର ବନିଲେ

ନାଲ୍‌କୋ ସିଏସ୍‌ଆର୍‌ ଫଣ୍ଡରୁ ଆମ୍ବୁଲାନ୍ସ ପ୍ରଦାନ

ଅନୁଗୋଳ: ଅନୁଗୋଳସ୍ଥିତ ନାଲ୍‌କୋ ନବରନତ୍ କମ୍ପାନୀ ପକ୍ଷରୁ ସିଏସ୍‌ଆର୍‌ ପାଣ୍ଠିରୁ ପାରିପାର୍ଶ୍ୱିକ ଗ୍ରାମବାସୀଙ୍କ ପାଇଁ ଅତ୍ୟାଧୁନିକ ଆମ୍ବୁଲାନ୍ସ ପ୍ରଦାନ କରାଯାଇଛି। ନାଲ୍‌କୋର ଏସ୍‌ ଆଣ୍ଡ ପି କମ୍ପ୍ଲେକ୍ସରେ ନାଲକୋ ଇଡ଼ି ଆର୍‌.କେ ମିଶ୍ର, ଜିଲା ମୁଖ୍ୟ ଚିକିତ୍ସାଧିକାରୀ ତ୍ରିଲୋଚନ…

‘ଜବାବ ମାଗୁଛି ଓଡ଼ିଶା’ ଅଭିଯାନ ଶୁଭାରମ୍ଭ

କଟକ: ଗୁରୁବାର କଟକ ଚଣ୍ଡୀଙ୍କ ପୀଠରୁ ଜିଲା ଭାଜପା ପକ୍ଷରୁ  ‘ଜବାବ ମାଗୁଛି ଓଡ଼ିଶା’ ଅଭିଯାନ ଶୁଭାରମ୍ଭ ହୋଇଛି।  ଏହି ଅବସରରେ ୭ଟି ରଥ ପରିକ୍ରମା ଆରମ୍ଭ କରିଛି। କଟକ ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୭ଟି ବିଧାନସଭା କ୍ଷେତ୍ରକୁ ଏହି ରଥ ଯାତ୍ରା କରିବ। ରାଜ୍ୟରେ ବେରୋଜଗାରିର…

ଇନ୍‌ଡୋର ମୁଖ୍ୟରାସ୍ତାରେ ମୁକୁଳା ପଡିଛି ଟ୍ରାନ୍ସଫର୍ମର

ବ୍ରହ୍ମପୁର: ବ୍ରହ୍ମପୁର ବଡ ମେଡିକାଲ୍‌ ଇନ୍‌ଡୋର୍‌ ମୁଖ୍ୟ ରାସ୍ତା ପାର୍ଶ୍ୱରେ ଉଚ୍ଚ କ୍ଷମତା ସମ୍ପନ୍ନ ଏକ ଟ୍ରାନ୍ସଫର୍ମର ମୁକୁଳା ଥିବାରୁ ପଥଚାରୀଙ୍କ ପ୍ରତି ବିପଦ ଘନେଇଥିବା ଅଭିଯୋଗ ହୋଇଛି । ୪୪୦ ଭୋଲ୍‌ଟର ଏହି ଟ୍ରାନ୍ସଫର୍ମରଟି ନୂତନ ଇନ୍‌ଡୋର୍‌ ମେଡିସିନ୍‌ ୱାର୍ଡ ବିଲ୍ଡିଂକୁ ଲାଗି…

କାଲି ଉଦ୍‌ଘାଟନ ହେବ ଦେଶର ସର୍ବବୃହତ୍ତ ଅଶୋକ ଚକ୍ର

ଯମୁନାନଗର: ହରିୟାଣାର ଯମୁନାନଗର ଜିଲ୍ଲାର ଗ୍ରାମ ଟୋପରା କଲାନ୍‌ରେ ଜାନୁଆରି ୫ ତାରିଖରେ ଦେଶର ସର୍ବବୃହତ୍ତ ଅଶୋକ ଚକ୍ର ଉଦ୍‌ଘାଟନ ହେବାକୁ ଯାଉଛି। ଏହି ଅଶୋକ ଚକ୍ରର ଓଜନ ୬ଟନ୍‌ ଓ ୩୦ଫୁଟ ଉଚ୍ଚ ଥିବା ଜଣାପଡ଼ିଛି। ଅଶୋକ ଚକ୍ରକୁ ସୁନେଲି ରଙ୍ଗରେ ରଙ୍ଗୀନ କରି ନର୍ଥ-ସାଉଥ୍‌ ମେଗନେଟିକ୍‌…

ଦିଲ୍ଲୀ କଂଗ୍ରେସ ଅଧ୍ୟକ୍ଷ ପଦରୁ ଅଜୟ ମାକେନ୍‌ଙ୍କ ଇସ୍ତଫା

ନୂଆଦିଲ୍ଲୀ: ଦିଲ୍ଲୀ କଂଗ୍ରେସ ଅଧ୍ୟକ୍ଷ ପଦରୁ ବରିଷ୍ଠ କଂଗ୍ରେସ ନେତା ଅଜୟ ମାକେନ୍‌ ଶୁକ୍ରବାର ଦିନ ଇସ୍ତଫା ଦେଇଛନ୍ତି। ବଡ଼ି ଭୋର୍‌ରୁ ଟୁଇଟି କରି ମାକେନ୍‌ ସହଯୋଗ ନିମନ୍ତେ କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧୀ, ଦଳର କର୍ମୀମାନଙ୍କୁ ଓ ଗଣମାଧ୍ୟମକୁ ଧନ୍ୟବାଦ ଜଣାଇଛନ୍ତି। ସେ ସାଂସଦ ଭାବେ…

ଭଗବାନ ଶ୍ରୀକୃଷ୍ଣଙ୍କର ରଙ୍ଗ ନୀଳ କାହିଁକି ଜାଣନ୍ତୁ !

ଏଠାରେ ଅଲଗା ଅଲଗା ଲୋକଙ୍କ ଦ୍ବାରା କିମ୍ବଦନ୍ତୀ ବର୍ଣ୍ଣନା କରାଯାଇଛି। ଏହାକୁ ଲୋକମାନେ ନିଜ ନିଜ ଭାବନା ଅନୁସାରେ ଗ୍ରହଣ କରିଥାନ୍ତି।  -ଭଗବାନ ଶ୍ରୀକ୍ରୁଷ୍ଣଙ୍କର ନୀଳ ରଙ୍ଗ ପଛର ଏକ ଧାରଣା ରହିଛି ଯେ ଭଗବାନ ଶ୍ରୀକ୍ରୁଷ୍ଣଙ୍କୁ ଭଗବାନ ବିଷ୍ଣୁଙ୍କର ଅବତାର ବୋଲି କୁହାଯାଏ। ଭଗବାନ…

ଯୁବକଙ୍କୁ ଯୋତାରେ ନିର୍ଧୁମ୍ ଛେଚିଲେ ମହିଳା

ବାଲେଶ୍ବର : ଅଶ୍ଳୀଳ ଇଙ୍ଗିତ କରିବା ପଡିଲା ମହଙ୍ଗା । ଯୁବକଙ୍କୁ ଯୋତାରେ ନିର୍ଧୁମ୍ ଛେଚିଲେ ମହିଳା । ଏହି ଘଟଣାଟି ଘଟିଛି ବାଲେଶ୍ବରରେ । ସୂଚନା ଅନୁସାରେ ମହିଳା ଜଣକ ଷ୍ଟେସନରୁ ଫେରୁଥିବା ସମୟରେ ଯୁବକ ଜଣକ ତାଙ୍କୁ ପିଛା କରିବା ସହ ଅଶ୍ଳୀଳ ଇଙ୍ଗିତ କରିଥିଲେ । ଯେଉଁଥିରେ ମହିଳା ଜାଣକ…

ଅନ୍ତିମ ଟେଷ୍ଟ୍: ରେକର୍ଡ ଭାଙ୍ଗିଲେ ପୂଜାରା

ସିଡ୍‌ନୀ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ସିଡ୍‌ନୀରେ ଚାଲିଥିବା ଚତୁର୍ଥ ତଥା ଅନ୍ତିମ ଟେଷ୍ଟ୍ ମ୍ୟାଚ୍‌ର ପ୍ରଥମ ଇନିଂସ୍‌ରେ ଚେତେଶ୍ୱର ପୂଜାରା ୧୯୩ ରନ୍ କରି ଆଉଟ୍ ହୋଇଯାଇଛନ୍ତି। ଗତକାଲି ୨୫୦ ବଲ୍‌ରୁ ୧୩୦ ରନ୍ କରି ଅପରାଜିତ ଥିବା ପୂଜାରା ଆଜି ୧୯୩ ରନ୍ (୩୭୩ ବଲ୍, ୨୨ ଚୌକା) କରି ଆଉଟ୍…

ବସ୍ତିରୁ ୩୮୫ ଗ୍ରାମ୍ ବ୍ରାଉନ୍ ସୁଗାର ଜବତ

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଚିନ୍ତାମଣିଶ୍ୱର ଓ ହଳଦୀପଡ଼ିଆ ବସ୍ତିରୁ ୩୮୫ ଗ୍ରାମ୍ ବ୍ରାଉନ୍ ସୁଗାର ଜବତ କରାଯାଇଛି। ଆଜି ଅବକାରୀ ବିଭାଗର ଅଧିକାରୀମାନେ ଚଢ଼ାଉ କରି ଏହି ବ୍ରାଉନ୍‌ ସୁଗାର ଜବତ କରିଛି। ଏହାର ଅନୁମାନିକ ମୂଲ୍ୟ ୩୮ ଲକ୍ଷ ଟଙ୍କାରୁ ଅଧିକ ହେବ।