Odia News Portal
Yearly Archives

2019

ଆଜିଠୁ କଟକରେ ଜାତୀୟ ଟେବୁଲ ଟେନିସ ପ୍ରତିଯୋଗିତା

କଟକରେ ଜାତୀୟ ଟେବୁଲ ଟେନିସ ପ୍ରତିଯୋଗିତା, ଭାଗନେବେ ଓଡ଼ିଶା ସମେତ ୩୫ଟି ରାଜ୍ୟର ୫୫୦ ଖେଳାଳି, ଜୁନିଅର ଓ ସିନିଅର ବର୍ଗରେ ପୁରୁଷ ଓ ମହିଳା ଖେଳାଳି ଭାଗନେବେ, ୧୮ ବର୍ଷ ପରେ ଦ୍ବିତୀୟ ଥର ପାଇଁ ଓଡ଼ିଶାରେ ହେଉଛି ପ୍ରତିଯୋଗିତା

ବଢୁଛି ଏନଜେନର ଦାଦାଗିରି, ଉପରିସ୍ଥ ଅଧିକାରୀ ନିରବ

କେନ୍ଦ୍ରାପଡା () କେନ୍ଦ୍ରାପଡା ଜିଲ୍ଲାରେ ଲୋଟେନସନ ଲାଇନର ରକ୍ଷଣାବେକ୍ଷଣ ଦାୟିତ୍ୱ ନେଇଥିବା ଏନଜେନ କମ୍ପାନୀ ଗ୍ରାହକଙ୍କ ଉପରେ ଦାଦାଗିରି ଚଳାଇଛି । ହେଲେ କମ୍ପାନୀ ଉପରେ କାହାର ନିୟନ୍ତ୍ରଣ ନାହିଁ । ଜିଲ୍ଲାରେ ଏଲଟି ଲାଇନର ରକ୍ଷଣାବେକ୍ଷଣ ସହ ବିଦ୍ୟୁତ ବିଲ୍ କଲେକସନ ଦାଇତ୍ବ ନେଇଛି ଏହି…

ଓଲଟି ପଡ଼ିଲା ବସ୍‌ : ୧୦ ଆହତ

ବଣାଇ: ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ଥାନା ଅନ୍ତର୍ଗତ ଲୁଥୁରବା ନିକଟରେ ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିବା ଫଳରେ ୧୦ ଜଣ ଆହତ ହୋଇଛନ୍ତି। ଆଜି ଭୋର ସମୟରେ ଏହି ଦୁର୍ଘଟଣା ଘଟିଛି। ଏ-ୱାନ୍‌ ନାମକ ଏହି ବସ୍‌ଟି ଭୁବନେଶ୍ୱରରୁ…

ଭଗ୍ରତାରା ଛକ ନିକଟରେ ଗଛକୁ ପିଟିଲା ୧୦୮ ଆମ୍ବୁଲାନ୍ସ

ଭଦ୍ରକ: ଗଛକୁ ପିଟିଲା ୧୦୮ ଆମ୍ବୁଲାନ୍ସ। ଫଳରେ ଗାଡିରେ ଚିକିତ୍ସା ପାଇଁ ଯାଉଥିବା ଜଣେ ରୋଗୀଙ୍କ ସମେତ ଆମ୍ବୁଲାନ୍‌ସ କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି। ମୃତକ ହେଲେ ଭଦ୍ରକ ଚାନ୍ଦବାଲି ବ୍ଲକ କାଣ୍ଡଗରଡ଼ି ଗାଁର ଉପେନ୍ଦ୍ର ସାହୁ ଓ…

ଲୋକସେବା ଆୟୋଗଙ୍କ କାର୍ଯ୍ଯାଳୟ ସମ୍ମୁଖରେ ବିକ୍ଷୋଭ

କଟକ: ଆସିଷ୍ଟାଣ୍ଟ ସେକ୍ସନ ଅଫିସର ପରୀକ୍ଷା ଘୁଞ୍ଚେଇବା ପାଇଁ ପରୀକ୍ଷାଥିମାନେ ଓଡିଶା ଲୋକସେବା ଆୟୋଗଙ୍କ କାର୍ଯ୍ଯାଳୟ ସମ୍ମୁଖରେ ବିକ୍ଷୋଭ କରିଥିଲେ । ସେମାନଙ୍କ କହିବା ଅନୁଯାୟୀ ଗତ ଡ଼ିସେମ୍ବର ତେଇଶି ତାରିଖ ରିଖ ପରୀକ୍ଷା ହେବାର ଥିଲା, ମାତ୍ର ସେଦିନ ନ ହୋଇ ତାକୁ ଜାନୁଆରୀ କୋଡିଏକୁ…

ନବୀନ ପଟ୍ଟନାୟକ ମହିଳାଙ୍କ ନିମନ୍ତେ ପୁଣି ଏକ ନୂଆ ଯୋଜନା !

ମହିଳାବିରୋଧୀ ବୟାନ ଦେଇଥିବା କୃଷିମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ବହିଷ୍କାର ଦାବିକୁ ବିଜେପି ଓ କଂଗ୍ରେସର ବ୍ୟାପକ କାର୍ଯ୍ୟକ୍ରମକୁ କାଉଣ୍ଟର କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳାଙ୍କ ନିମନ୍ତେ ପୁଣି ଏକ ନୂଆ ଯୋଜନା ଘୋଷଣା କରିବାକୁ ଯାଉଛନ୍ତି। ୫ତାରିଖରେ ପୁରୀରେ ପ୍ରସ୍ତାବିତ…

ପରମ୍ପରା ସପକ୍ଷବାଦୀଙ୍କ ପକ୍ଷରୁ ବନ୍ଦ ପାଳନ ବେଳେ ହିଂସାକାଣ୍ଡ

କେରଳ ସବରିମାଳାର ମନ୍ଦିରରେ ମହିଳାଙ୍କ ପ୍ରବେଶ ପ୍ରତିବାଦରେ ରାଜ୍ୟରେ ହିଂସାକାଣ୍ଡ। ରାଜ୍ୟରେ ପରମ୍ପରା ସପକ୍ଷବାଦୀଙ୍କ ପକ୍ଷରୁ ବନ୍ଦ ପାଳନ ବେଳେ ହିଂସାକାଣ୍ଡ ହୋଇଛି। ଆନ୍ଦୋଳନକୁ ସମର୍ଥନ କରିଛି ବିଜେପି। ବନ୍ଦ ଡାକରା ସତ୍ତ୍ୱେ ଖୋଲା ରହିଥିବା ଦୋକାନଗୁଡ଼ିକ ଉପରେ ବିକ୍ଷୋଭକାରୀମାନେ…

ମୋଦିଙ୍କୁ ନବୀନଙ୍କ ତଥ୍ୟ ସମ୍ବଳିତ ଜବାବ

ଭୁବନେଶ୍ବର () ଗତ ଡିସେମ୍ବର 24 ତାରିଖରେ ଓଡିଶା ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟରେ ପର୍ଯ୍ୟାପ୍ତ ଜଳସେଚନ ସୁବିଧା ନଥିବା ନେଇ କରିଥିବା ଆକ୍ଷେପର ଜବାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟରେ 2014 ଏପ୍ରିଲ ମାସରୁ 2018 ନଭେମ୍ବର ମାସ ପର୍ଯ୍ୟନ୍ତ…

ଲୋକସଭାରେ ଆଉ ୨୧ ସାଂସଦ ନିଲମ୍ବିତ

ତାମିଲନାଡୁର କ୍ଷମତାସୀନ ଏଆଇଏଡିଏମକେ ଏବଂ ଆନ୍ଧ୍ରପ୍ରଦେଶରେ ସରକାର ଗଠନ କରିଥିବା ଟିଡିପି ସାଂସଦଙ୍କ କ୍ରମାଗତ ହଟ୍ଟଗୋଳ ଯୋଗୁ ଲୋକସଭା ଠିକ୍ ଭାବେ କାର୍ୟ୍ୟ କରିପାରୁନାହିଁ। ଏଥିପାଇଁ ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ ଆଜି ପୁଣିଥରେ ୨୧ ଜଣ ସାଂସଦଙ୍କୁ ନିଲମ୍ବିତ କରିଛନ୍ତି। ଏମାନଙ୍କ…

କେନ୍ଦ୍ର ବିରୋଧରେ ବିଜୁ ଛାତ୍ର ଓ ଯୁବ ବାହିନିର ଗର୍ଜନ

ଭୁବନେଶ୍ବର () କେନ୍ଦ୍ର ବିରୋଧରେ ଗର୍ଜିଛି ବିଜୁ ଛାତ୍ର ଓ ଯୁବ ଜନତା ଦଳ । କେନ୍ଦ୍ରର ଆଦିବାସୀ ଛାତ୍ର ମାରଣ ନୀତି ପ୍ରତିବାଦରେ ଆରମ୍ଭ ହେବ ଦସ୍ତଖତ ଅଭିଯାନ । ଏହି ଅଭିଯାନ ଆସନ୍ତାକାଲି ଲୋୟର ପିଏମଜିଠାରୁ ଆରମ୍ଭ ହୋଇ ଏକ ମାସ ଧରି ଚାଲିବ । 10 ଲକ୍ଷ ଦସ୍ତଖତ ସଂଗ୍ରହ କରି ରାଷ୍ଟ୍ରପତିଙ୍କ…