Odia News Portal
Yearly Archives

2019

ରାଜଧାନୀରେ ମଣିଷ କଙ୍କାଳ ଠାବ

ଭୁବନେଶ୍ୱର : ରାଜଧାନୀରେ ଏକ ଚାଂଚଲ୍ୟକର ଘଟଣା ସାମ୍ନାକୁ ଆସିଛି  । ଭୁବନେଶ୍ୱରର ଏକ ଭିଆଇପି ଏରିଆ ଭାବେ ପରିଚିତ ଆଇଆରସି ଭିଲେଜ ଅଂଚଳରେ ଏକ ମଣିଷ କଙ୍କାଳ ପଡିଥିବା ଦେଖିବାକୁ ମିଳିଛି । ଆଜି ସକାଳେ ଆଇଆରସି ଭିଲେଜ ହାଇସ୍କୁଲ ପଛପଟେ ଏକ ମଣିଷ କଙ୍କାଳ ପଡିଥିବା ଦେଖିବାକୁ ମିଳିଛି ।…

ଶସ୍ତା ହେଲା ସୁନା ଓ ରୂପା, ଆସନ୍ତୁ ଜାଣିବା ନୂଆ ଦାମ୍

ନୁଆଦିଲ୍ଲୀ : ସୁନାର ଦାମ ହ୍ରାସ ପାଇବା ଏବେ ବି ଜାରି ରହିଛି । ଲଗାତର ୬ଷ୍ଠ ଦିନରେ ସୁନା ଶସ୍ତା ହୋଇଛି  । ଗୁରୁବାର ଦିଲ୍ଲୀ ସରାଫା ବଜାରରେ ୧୦ ଗ୍ରାମ ସୁନାର ଦାମ୍ ୩ ଟଙ୍କା କମି ଯାଇଛି । ସୁନା ଭଳି ରୂପା ଦାମ୍ ମଧ୍ୟ ଶସ୍ତା ହୋଇଛି । ଏକ କିଲୋଗ୍ରାମ ରୂପାର ଦାମ୍ ୯୧ ଟଙ୍କା କମିଯାଇଛି ।…

ଛେଳି କଲିଜା ଖାଉଥିବା ୯୯ ପ୍ରତିଶତ ଲୋକେ ଜାଣିନାହାନ୍ତି ଏହି ଫାଇଦା ବିଷୟରେ

ମାଂସ ଖାଉଥିବା ଲୋକଙ୍କ ମଧ୍ୟରୁ ସାଧାରଣତଃ ଅଧିକ ଲୋକେ ମଟନ ଖାଇବାପାଇଁ  ପସନ୍ଦ କରନ୍ତି। ଛେଳିର କଲିଜା ଖାଇବା ପାଇଁ ବହୁତ ଲୋକେ ପସନ୍ଦ କରନ୍ତି। ଏହି ଆଇଟମ ଲୋକେ ଭାତ ସହ ଖାଇବାକୁ  ପସନ୍ଦ କରିଥାଆନ୍ତି। ତେବେ ମଟନର କଲିଜା ଖାଉଥିବା ଲୋକେ ଜାଣି ନଥିବେ ଯେ, ଏହି ସ୍ବାଦିଷ୍ଟ ଖାଦ୍ୟ…

ଡିସେମ୍ବର ୧ ରୁ କୋଣାର୍କ ଫେଷ୍ଟିଭାଲ ଓ ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବ

ଭୁବନେଶ୍ୱର : ଡିସେମ୍ବର ୧ ରୁ କୋଣାର୍କ ଫେଷ୍ଟିଭାଲ ଓ ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବ । ପର୍ଯ୍ୟଟନ ବିଭାଗ ପକ୍ଷରୁ ହେବାକୁ ଥିବା ଏହି ମହୋତ୍ସବ ୬ ତାରିଖ ପର୍ଯ୍ୟନ୍ତ ଚାଲିବ । ସନ୍ଧ୍ୟା ୬ଟାରୁ ରାତି ୯ଟା ପର୍ଯ୍ୟନ୍ତ ମୁକ୍ତାକାଶ ରଙ୍ଗମଞ୍ଚରେ ଓଡିଶୀ, ଭାରତନାଟ୍ୟମ, କଥକ, କୁଚୁପୁଡି,…

ଉପ-ନିର୍ବାଚନ : ୩ଟି ଆସନରେ ଶୁଭିଲା ଶଙ୍ଖନାଦ

ଭୁବନେଶ୍ବର : ଜିଲ୍ଲା ପରିଷଦ ଉପ-ନିର୍ବାଚନରେ ବିଜେଡିର ବାଜିମାତ୍‌ । ସମସ୍ତ ୩ଟି ଆସନରେ ଶୁଭିଲା ଶଙ୍ଖନାଦ । କୋରାପୁଟ ଜିଲ୍ଲାର ଦଶମନ୍ତପୁର ଓ ପଟାଙ୍ଗି ଜୋନକୁ ଦଖଲ କରିଛି ବିଜୁ ଜନତା ଦଳ । ପଟାଙ୍ଗି ଜିଲ୍ଲାପରିଷଦ ଉପନିର୍ବାଚନରେ ବିଜେଡିର ଲଇଚନା ଖରା ୨୭୩୮ ଭୋଟରେ ବିଜୟୀ ହୋଇଛନ୍ତି ।…

ଆଜି ଆପଣଙ୍କ ରାଶି କଣ କହୁଛି, ଆସନ୍ତୁ ଜାଣିବା

ମେଷ ଆଜି ଭାଗ୍ୟସ୍ଥାନରେ ପଞ୍ଚଗ୍ରହକୂଟ ମାନସିକ ସ୍ତରକୁ ବିଭ୍ରାନ୍ତ କରାଇବ। ଦୀର୍ଘ ସମୟ ଧରି ପାରିବାରିକ ଅସ୍ଥିରତା ଲାଗି ରହିବା କାରଣରୁ କୌଣସି କାମରେ ମନ ଲାଗିବ ନାହିଁ। କର୍ମକ୍ଷେତ୍ରରେ ପୂର୍ବ ଯୋଜନା ଅନୂଯାୟୀ ପରିସ୍ଥିତିକୁ ସାମ୍‌ନା କରିବାକୁ ପଡିପାରେ। ଅଫିସ୍‌ କାମରେ…

ଆଗୁଆ ଶେଷ ହେଲା ବିଧାନସଭା ଶୀତ ଅଧିବେଶନ

ଭୁବନେଶ୍ୱର() ଶେଷ ହେଲା ବିଧାନସଭା ଶୀତ ଅଧିବେଶନ। ଗତ ୧୩ ତାରିଖରୁ ଆରମ୍ଭ ହୋଇଥିବା ଏହି ଅଧିବେଶନ ଆଜି ଶେଷ ହୋଇଛି। ୧୭ ଟି କାର୍ୟ୍ୟ ଦିବସ ଆଗରୁ ଶେଷ ହୋଇଛି ଅଧିବେସନ। ଡିସେମ୍ବର ୧୯ରେ ସାରିଥାନ୍ତା ଅଧିବେଶନ। ସରକାରୀ କାର୍ୟ୍ୟ ନଥିବା ହେତୁ ଆଗୁଆ ବନ୍ଦ କରାଯାଇଛି। ଏହି ସମୟରେ ୫ଟି ବିଲ…

ପାୱାର – ସୋନିଆ – ଉଦ୍ଧବ ସରକାର

ନୂଆଦିଲ୍ଲୀ () ମହାରାଷ୍ଟ୍ର ୧୮ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ।ପଦ ଓ ଗୋପନୀୟତାର ଶପଥ ପାଠ କରାଇଲେ ରାଜ୍ୟପାଳ ।ମୁମ୍ବାଇର ଶିବାଜୀ ପାର୍କରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ ଉଦ୍ଧବଙ୍କ ହେଲା ରାଜ୍ୟାଭିଷେକ । ତାଙ୍କ ସହିତ ଏନସିପି ଓ ଶିବସେନାରୁ ଦୁଇ ଜଣ…

ମୁମ୍ବାଇ ସିଟି ଏଫସିରେ ୬୫% ଅଂଶ କିଣିଲା ସିଟି ଫୁଟବଲ ଗୃପ

ମୁମ୍ବାଇ () କ୍ରୀଡା କ୍ଷେତ୍ରରେ ଏକ ଐତିହାସିକ ଘଟଣାକ୍ରମରେ ଇଂଲିଶ ପ୍ରିମିୟର ଲିଗ ଚାମ୍ପିୟନ ମାଞ୍ଚେଷ୍ଟର ସିଟି ଦଳର ମୂଳ କମ୍ପାନୀ ସିଟି ଫୁଟବଲ ଗୃପ ଆଜି ଇଣ୍ଡିଆନ ସୁପର ଲିଗ ର ଫ୍ରାଞ୍ଚାଇଜ଼ ମୁମ୍ବାଇ ସିଟି ଏଫସି ରେ ୬୫ ପ୍ରତିଶତ ଅଂଶଧନ କ୍ରୟ କରିଥିବା ଘୋଷଣା କରିଛି । ଏଥିସହିତ…

ନବୀନ ନମ୍ବର ୱାନ : ସୁର

ଭୁବନେଶ୍ୱର () ଦ୍ଵିତୀୟ ଥର ପାଇଁ ୨୦୨୩ରେ ଓଡ଼ିଶାରେ ହକି ବିଶ୍ୱକପର ଆୟୋଜନ ପାଇଁ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି ବିଧାୟକ । କଂଗ୍ରେସ ବିଧାୟକ ଦଳ ଆଜି ବିଧାନସଭାର ଅପରାହ୍ନ ଅଧିବେଶନରେ ଏକ ଧନ୍ୟବାଦ ଶଙ୍କଳ୍ପ ଆଗତ କରିଥିଲେ । ଶଙ୍କଳ୍ପ…