Odia News Portal
Yearly Archives

2019

ନୂଆ ସ୍ୱାଦର ନିଅନ୍ତୁ ଭରପୂର ମଜା, ଘରେ ବନାନ୍ତୁ ସୁଜି ପକୋଡି

ସଂନ୍ଧ୍ୟାର ଟିଫିନରେ ସବୁବେଳେ ରାଗ ଏବଂ ଚଟପଟା ଖାଇବାକୁ ମନ ହୋଇଥାଏ। ଆଉ ସବୁଦିନ ଗୋଟିଏ ପ୍ରକାର ଖାଦ୍ୟ ଖାଇ ଖାଇ ବୋର ହୋଇଯାନ୍ତି ଲୋକେ। ଯଦି ଆପଣ ଏମିତି ଭାବୁଛନ୍ତି କଣ କଲେ କିଛି ନୂଆ ଖାଦ୍ୟର ସ୍ୱାଦ ପାଇପାରିବେ। ତେବେ ଆଜି ଆମେ ଆପଣଙ୍କୁ ଜଣାଇବୁ ପକୋଡି ତା ପୁଣି ବେସନ ନୁହେଁ ସୁଜି…

ପାରିଲେ ହତ୍ୟା, ନ ପାରିଲେ ଆତ୍ମହତ୍ୟା

ଭୁବନେଶ୍ୱର : ଖବର ପାଇବା କ୍ଷଣି ଧଇଁସଇଁ ୋହାଇ ଲାଗିବେ । ଭାରି ଜୋରରେ ଦୌଡ଼ାଆପଡ କରିବେ । କିନ୍ତୁ ଅପରାଧୀ ପାଖଷର ପହଞ୍ôଚପାରିବେ ନାହିଁ ଓ ତଦନ୍ତର ବାଟ ବଦଳିଯିବ । ହତ୍ୟାକୁ ଦିଆଯିବ ଆତ୍ମହତ୍ୟାର ରୂପ । ଏଭଳି କିଛି ଘଟଣା ଏବେ ରାଜଧାନୀରେ ଦେଖିବାକୁ ମିଳିଛି । ରାଜ୍ୟର ଶ୍ରେଷ୍ଠ ପୋଲିସ…

ଆଜି ଆପଣଙ୍କ ରାଶି କଣ କହୁଛି, ଆସନ୍ତୁ ଜାଣିବା

ମେଷ ଭାଗ୍ୟ ସ୍ଥାନରେ ଚତୁଃଗ୍ରହ ଯୋଗ ସୌଭାଗ୍ୟପ୍ରଦ ହେତୁ କାର୍ଯ୍ୟସିଦ୍ଧି, ବନ୍ଧୁମିଳନ ସାଙ୍ଗକୁ ଆନନ୍ଦ ଉଲ୍ଲାସ ମଧ୍ୟରେ ଦିନଟି କଟାଇବେ। ଭୂମି ସମ୍ବନ୍ଧିତ ପ୍ରତ୍ୟେକ କର୍ମ ଓ ପଦାର୍ଥ, କର୍ମକ୍ଷେତ୍ର, ସ୍ବାସ୍ଥ୍ୟ ଉନ୍ନତ ସ୍ଥିତିରେ ରହିବେ। ସୀମାହୀନ ଧୈର୍ଯ୍ୟ ପ୍ରଭାବରେ…

ସିଂହଦ୍ୱାରରେ ମହିଳା ଭକ୍ତ-ପୋଲିସ ଧସ୍ତାଧସ୍ତି ; ଭାଇରାଲ ହେଲା ଭିଡିଓ

ପୁରୀ : ସିଂହଦ୍ୱାରରେ ମହିଳା ଭକ୍ତ-ପୋଲିସ ଧସ୍ତାଧସ୍ତି ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। କେତେଜଣ ମହିଳା ଭକ୍ତ ଶ୍ରୀମନ୍ଦିର ଭିତରକୁ ବ୍ୟାରିକେଡ ଡେଇଁ ପଶିବାକୁ ଉଦ୍ୟମ କରୁଥିବାବେଳେ ପୋଲିସ ସହ ସେମାନଙ୍କ ଧସ୍ତାଧସ୍ତି ହୋଇଛି। ଏମିତି କି କେତେଜଣ ମହିଳା ଜୋରଜବରଦସ୍ତ ମନ୍ଦିର…

ବିଜେଡିରେ ଯୋଗଦେଲେ ପ୍ୟାରୀଙ୍କ ବଡଝିଅ

ଭୁବନେଶ୍ବର : ପୂର୍ବତନ ସାଂସଦ ସ୍ବର୍ଗତ ପ୍ୟାରୀମୋହନ ମହାପାତ୍ରଙ୍କ ବଡଝିଅ ସମାଜସେବୀ ସିକ୍ତା ପତି ଆଜି ବିଜେଡିରେ ଯୋଗ ଦେଇଛନ୍ତି । ସେ ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି । ସୂଚନା ଅନୁଯାୟୀ, ପ୍ୟାରୀମୋହନଙ୍କ ବଡଝିଅ ତଥା…

ମହାରାଷ୍ଟ୍ର ରାଜନୀତିକୁ ନେଇ ରାକ୍ଷୀ କହିଲେ ଏମିତି କଥା, ଦେଖନ୍ତୁ ଭିଡିଓ

ମୁମ୍ବାଇ () ପୁଣ ଚର୍ଚ୍ଚାରେ ରାକ୍ଷୀ ସାଓ୍ବନ୍ତ । ଦେଶର ରାଜନୀତି ଓ ଅନ୍ୟ ଘଟଣା ସଂପର୍କରେ ରାକ୍ଷୀ ନିଜର ମତ ସୋସିଆଲ ମିଡିଆରେ ଜାହିର କରିଥାଆନ୍ତି। ଆଜି ମହାରାଷ୍ଟ୍ର ରାଜନୀତିରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ମହାରାଷ୍ଟ୍ରର ରାଜଭବନରେ ବିଜେପିର ଦେବେନ୍ଦ୍ର ଫଡ଼ନାଭିସ୍ ମୁଖ୍ୟମନ୍ତ୍ରୀ ଓ…

ସ୍ବାସ୍ଥ୍ୟା ପାଇଁ ସ୍କୁଲରେ ବାଜିବ ୱାଟର୍ ବେଲ

ଭୁବନେଶ୍ୱର() ନଭେମ୍ବର ମାସ ୨୫ ତାରିଖରୁ ଗଞ୍ଜାମ ଜିଲ୍ଲାର ସମସ୍ତ ସ୍କୁଲରେ ବାଜିବ ୱାଟର୍ ବେଲ୍ । ଦିନକୁ ତିନି ଥର ପାଣି ପିଇବେ ଛାତ୍ରଛାତ୍ରୀ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଶିକ୍ଷା ଅଧିକାରୀ ଜାରି କରିଛିନ୍ତି ନିର୍ଦ୍ଦେଶନାମା । ପିଲାମାନଙ୍କ ସ୍ବାସ୍ଥ୍ୟାବସ୍ଥା ସୁସ୍ଥ…

୫-ଟି ଶିକ୍ଷା କ୍ଷେତ୍ରରେ ଲକ୍ଷ୍ୟ ହାସଲ କରିବା ପାଇଁ ବେଶ ସହାୟକ ହୋଇଛି :ନୀତି ଆୟୋଗ

ଭୁବନେଶ୍ୱର () ଓଡିଶା ସରକାରଙ୍କ ୫-ଟି ଯୋଜନାକୁ ନେଇ ବିରୋଧୀ ଦଳ ଗୁଡିକ ସମାଲୋଚନା କରୁଥିବା ବେଳେ କେନ୍ଦ୍ର ସରକାରଙ୍କ ନୀତି ଆୟୋଗ ଏହାକୁ ପ୍ରଶଂସା କରିଛନ୍ତି । ନୀତି ଆୟୋଗ ଟ୍ୱିଟ କରି ଏହି ପ୍ରଶଂସା କରିବା ସହିତ ୫-ଟି ଯୋଜନା ଶିକ୍ଷା କ୍ଷେତ୍ରରେ ଲକ୍ଷ୍ୟ ହାସଲ କରିବା ପାଇଁ ବେଶ ସହାୟକ…

ମାର୍ଚ୍ଚ ସୁଦ୍ଧା ବିଦ୍ୟାଳୟରେ ପହଞ୍ଚିବ ବହି

ଭୁବନେଶ୍ୱର () ଆସନ୍ତା ଏପ୍ରିଲରୁ ୨୦୨୦-୨୧ ଶିକ୍ଷାବର୍ଷ ଆରମ୍ଭ ହେବ। ଏଥିପାଇଁ ମାର୍ଚ୍ଚ ସୁଦ୍ଧା ରାଜ୍ୟର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ମାଗଣା ପାଠ୍ୟପୁସ୍ତକ ପହଞ୍ଚିବ। ତେବେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ୟ୍ୟନ୍ତ ଛାତ୍ରୀଛାତ୍ରଙ୍କ ପାଠପଢ଼ାରେ ଯେପରି ବାଧାସୃଷ୍ଟି…

ଲକ୍ଷ୍ୟ ପ୍ରାପ୍ତିର ସରଳ ଓ ସୁଲଭ ମାର୍ଗ କ’ଣ ?

ସ୍ୱାଧିକାର ନ୍ୟୁଜ() ଈଶ୍ୱର ପ୍ରାପ୍ତିର ସବୁଠାରୁ ସରଳ ଓ ସୁଲଭ ରାସ୍ତା ହେଉଛି କୌଣସି ଯୋଗ୍ୟ ସନ୍ଥ ବା ସଦଗୁରୁଙ୍କର ଚରଣାଶ୍ରିତ ରହିବା । ଧର୍ମଗ୍ରନ୍ଥ ପଠନ ଏବଂ ଧାର୍ମିକ ବ୍ୟାଖ୍ୟା ଶ୍ରବଣ ଅପେକ୍ଷା ଜଣେ ଆତ୍ମଦ୍ରଷ୍ଟା ସନ୍ଥଙ୍କର ସଙ୍ଗତି ଅଧିକ ଲାଭଦାୟକ । ପୃଥିବୀବାସୀଙ୍କ ପାଇଁ…